Tapi Talk

Tapi Talk Dive into the triumphs and struggles of influential figures every week. Discover the keys to success

04/04/2026

ବାଲେଶ୍ୱରର କୃପାସିନ୍ଧୁ ଜଣେ ସତ୍ୟ ଗୋସେବକ ଥିଲେ। ଗୋମାତାଙ୍କ ସୁରକ୍ଷା ପାଇଁ ସେ ନିଜ ଜୀବନକୁ ମଧ୍ୟ ଗଣନା କରିନଥିଲେ। ରୋଡ୍ ରେଜ୍ ଘଟଣାରେ ତାଙ୍କର ଦୁଃଖଦ ମୃତ୍ୟୁ କେବଳ ଏକ ଦୁର୍ଘଟଣା ନୁହେଁ, ଏହା ଏକ ବଡ଼ ବଳିଦାନ। ତାଙ୍କର ସାହସ, ଭକ୍ତି ଓ ସମର୍ପଣ ଆମ ସମସ୍ତଙ୍କ ପାଇଁ ପ୍ରେରଣା। ଆଜି ଆମେ ତାଙ୍କୁ ଜଣେ ସହୀଦ ଭାବେ ସ୍ମରଣ କରୁଛୁ। ଗୋମାତା ପାଇଁ ତାଙ୍କର ଏହି ବଳିଦାନ ସଦା ଅମର ରହିବ। 🙏

02/04/2026

Utkal Divas ହେଉଛି ଓଡ଼ିଆ ମାନଙ୍କର ଗର୍ବର ଦିନ। ଏହି ଦିନରେ Odisha ଭାଷା ଆଧାରିତ ରାଜ୍ୟ ଭାବେ ଗଠିତ ହୋଇଥିଲା। ଆଜି Mohan Majhiଙ୍କ ନେତୃତ୍ୱରେ ଓଡ଼ିଶା ନୂଆ ଦିଗକୁ ଯାଉଛି। ଗ୍ରାମରୁ ସହର ପର୍ଯ୍ୟନ୍ତ ଉନ୍ନତି ଦେଖାଯାଉଛି। ଯୁବମାନେ ନୂଆ ସୁଯୋଗ ପାଉଛନ୍ତି, କୃଷକମାନେ ସଶକ୍ତ ହେଉଛନ୍ତି, ଓ ମହିଳାମାନେ ସ୍ଵାବଳମ୍ବୀ ହେଉଛନ୍ତି। ସଂସ୍କୃତି, ପରମ୍ପରା ଓ ଭାଷା ଆମର ଗର୍ବକୁ ବଢ଼ାଉଛି। ଏହି ଉତ୍କଳ ଦିବସରେ ଆମେ ସମସ୍ତେ ପ୍ରତିଜ୍ଞା କରିବା—ସମୃଦ୍ଧ ଓ ଶକ୍ତିଶାଳୀ ଓଡ଼ିଶା ଗଢ଼ିବା ପାଇଁ ଏକତାରେ ଆଗକୁ ବଢ଼ିବା।

02/04/2026

ରାସ୍ତାରେ ନମାଜ ପଢ଼ାଯାଉଛି, କିନ୍ତୁ ରାମନବମୀର ଶୋଭାଯାତ୍ରା ପାଇଁ ଅନୁମତି ଦରକାର କାହିଁକି?

ଯଦି ଏକ ପାଇଁ ନିୟମ ଅଛି, ତେବେ ସମସ୍ତଙ୍କ ପାଇଁ ସମାନ ନିୟମ ହେବା ଦରକାର।

ଆଇନ ସମ୍ମୁଖରେ ସମସ୍ତେ ସମାନ — ଏହା କେବଳ କଥାରେ ନୁହେଁ, ପ୍ରୟୋଗରେ ମଧ୍ୟ ଦେଖିବାକୁ ମିଳିବା ଦରକାର।

02/04/2026

ଖୋଲା ଆକାଶ ତଳେ ୬୪ ଦେବୀଙ୍କ ଅପୂର୍ବ ସମାହାର। ଓଡ଼ିଶାର ଗର୍ବ, ହିରାପୁରର ଚୌଷଠୀ ଯୋଗିନୀ ମନ୍ଦିର। ❤️
Tapi Mishra Tapi Talk OdRise

01/04/2026

ବରଗଡ ର ଅମିତ୍ ତ୍ମଲ୍ଲିକଙ୍କୁ ନ୍ୟାୟ କେବେ? ହତ୍ୟାକାରୀକୁ କଠୋର ଦଣ୍ଡ ମିଳୁ। ପ୍ରଶାସନର ନିରବତା ଆଉ ସହି ହେବନାହିଁ। ଆମେ ଚୁପ୍ ବସିବୁ ନାହିଁ, ନ୍ୟାୟ ନ ମିଳିବା ଯାଏଁ ଏ ଲଢ଼େଇ ଜାରି ରହିବ।
Tapi Mishra Tapi Talk OdRise Mohan Charan Majhi CMO Odisha

#ନ୍ୟାୟ_ଦରକାର

01/04/2026

Tapi Mishra Tapi Talk OdRise

31/03/2026

ଦୁନିଆର ସବୁଠାରୁ ବଡ଼ ରହସ୍ୟ କ’ଣ ଜାଣିଛ କି?
ହିମାଳୟ ଭିତରେ ଲୁଚିଛି ଏକ ଗୁପ୍ତ ରାଜ୍ୟ — ଶମ୍ଭାଳା।

ହଜାର ବର୍ଷ ପୂର୍ବରୁ, ବେଦ ଓ ପୁରାଣରେ ଏକ ଅଦ୍ଭୁତ ସ୍ଥାନର ଉଲ୍ଲେଖ ମିଳେ — ଶମ୍ଭାଳା।

କୁହାଯାଏ, ଏହା ସାଧାରଣ ମଣିଷଙ୍କ ପାଇଁ ଦୃଶ୍ୟ ନୁହେଁ…
ଏହା ଦେଖିପାରନ୍ତି କେବଳ ସେମାନେ, ଯାହାଙ୍କ ଚେତନା ଉଚ୍ଚ ସ୍ତରରେ ପହଞ୍ଚିଛି।

ଶମ୍ଭାଳାକୁ କୁହାଯାଏ —
👉 ଜ୍ଞାନର ନଗରୀ
👉 ଶାନ୍ତିର ଆଧାର
👉 ଏବଂ ଭବିଷ୍ୟତର ରହସ୍ୟ

କିଛି ଗ୍ରନ୍ଥରେ କୁହାଯାଏ —
ଯେତେବେଳେ ଅଧର୍ମ ବଢ଼ିବ, ସେତେବେଳେ ଶମ୍ଭାଳାରୁ ଆସିବେ ଏକ ଦିବ୍ୟ ଶକ୍ତି…
ଯିଏ ପୁଣିଥରେ ସଂସାରରେ ଧର୍ମକୁ ସ୍ଥାପନ କରିବେ।

କିଛି ଲୋକ କହନ୍ତି —
ଏହା କେବଳ କାହାଣୀ…

ଯଦି ତୁମେ ଏହି ଗୁପ୍ତ ରହସ୍ୟରେ ବିଶ୍ୱାସ କର।
Save କର, କାରଣ ଏହା କେବଳ କାହାଣୀ ନୁହେଁ… ଏକ ସତ୍ୟ ହେବାକୁ ପାରେ।
କିନ୍ତୁ ଅନ୍ୟମାନେ ବିଶ୍ୱାସ କରନ୍ତି —
ଶମ୍ଭାଳା ଏଯାବତ୍ ଅଛି… ଏବଂ ଠିକ ସମୟରେ ସେ ଖୋଲିବ।

31/03/2026

ସଂଗଠନ ହିଁ ଶକ୍ତି॥କ୍କ୍
Tapi Mishra Tapi Talk OdRise

31/03/2026

ଅଧର୍ମ ବିରୁଦ୍ଧରେ ଏହା ହେଉଛି ଧର୍ମର ହୁଙ୍କାର 🔱 ପ୍ରତ୍ୟେକ ହିନ୍ଦୁଙ୍କର କର୍ତ୍ତବ୍ୟ Bhagavad Gita ଓ Ramayana କୁ ଜୀବନରେ ଅନୁସରଣ କରିବା। ଏହିଠାରେ ଅଛି ସତ୍ୟ, ଶକ୍ତି ଓ ସଠିକ ପଥ 🚩
Tapi Mishra Tapi Talk OdRise

31/03/2026

ପୁରୀର Jagannath Temple ତଳୁ ବାହାରିଲା ଏକ ବଡ଼ ପ୍ରାଚୀନ ସହର! 😳 GPR ସର୍ଭେରେ ମିଳିଲା ୪୦+ ଭୂଗର୍ଭ ଗଠନ, ଦିଵାର ଓ ଗୁପ୍ତ ମାର୍ଗର ସଙ୍କେତ ଏହା କଣ ପୁରୀର ଲୁଚିଥିବା ଇତିହାସ? ନା କି ପ୍ରାଚୀନ ସଭ୍ୟତାର ପ୍ରମାଣ? ସତ୍ୟ ଆସିବ ଖନନ ପରେ… କିନ୍ତୁ ରହସ୍ୟ ଆରମ୍ଭ ହୋଇଗଲା!
Tapi Mishra Tapi Talk OdRise

30/03/2026

Jalabhishek kyun karte hain ?

Address

Tulasi Vihar Road, Rangeswar Nagar, Sailashree Vihar, Chandrasekharpur
Bhubaneswar
751021

Website

Alerts

Be the first to know and let us send you an email when Tapi Talk posts news and promotions. Your email address will not be used for any other purpose, and you can unsubscribe at any time.

Share

Category