Adishakti tv & media

Adishakti tv & media Contact information, map and directions, contact form, opening hours, services, ratings, photos, videos and announcements from Adishakti tv & media, Media, plot no 338 Sahidnagar, Bhubaneswar.

Social activist Dr. Narayan Mohapatra honoured with International Doctorate in Human Rights AwardBhubaneswar(By Abhishek...
13/10/2025

Social activist Dr. Narayan Mohapatra honoured with International Doctorate in Human Rights Award

Bhubaneswar(By Abhishek Mohanty): Social activist Dr. Narayan Mohapatra has been conferred the Honorary International Doctorate in Human Rights Award by Victoria University, Republic of Iraq, and was felicitated by the All India Consumer Welfare Council during a national convention held in Bhubaneswar.

Dr. Mohapatra has devoted himself to the promotion of Maa Adishakti and Lord Jagannath culture as well as social service. For many years, he has been conducting free health check-ups for underprivileged senior citizens and children, spending quality time with them to bring them joy and comfort.

He has also played an active role in blood donation programs and volunteer services for the elderly, earning wide appreciation for his humanitarian work.

Previously, Dr.Mohapatra has been honoured by various national and international organizations for his contributions to human welfare.

Expressing gratitude, he said, “I sincerely thank the founders and members of both organizations for recognizing my work. This honour will inspire me to continue my service to society.”

ଭୁବନେଶ୍ଵରରେ ରାବଣ ପୋଡ଼ି ବେଳେ ୧୫୦ରୁ ଅଧିକ ମୋବାଇଲ ଲୁଟ୍ଭୁବନେଶ୍ବର: ଭୁବନେଶ୍ଵର ବରମୁଣ୍ଡା ଦଶହରା ପଡ଼ିଆରୁ ରାବଣ ପୋଡ଼ି ବେଳେ ୧୫୦ରୁ ଅଧିକ...
03/10/2025

ଭୁବନେଶ୍ଵରରେ ରାବଣ ପୋଡ଼ି ବେଳେ ୧୫୦ରୁ ଅଧିକ ମୋବାଇଲ ଲୁଟ୍

ଭୁବନେଶ୍ବର: ଭୁବନେଶ୍ଵର ବରମୁଣ୍ଡା ଦଶହରା ପଡ଼ିଆରୁ ରାବଣ ପୋଡ଼ି ବେଳେ ୧୫୦ରୁ ଅଧିକ ମୋବାଇଲ ଲୁଟ୍ ହୋଇଥିବା ଜଣାପଡ଼ିଛି।

ମୋବାଇଲ ସହ ଲୋକଙ୍କ ପର୍ସ ଲୁଟ୍‌ ନେଇ ଅଭିଯୋଗ ହୋଇଛି।
ଖଣ୍ଡଗିରି ଥାନାରେ ମାମଲା ପାଇଁ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି।

26/09/2025

ଉଇନର ଆସୋସିଏସନ କୁ ବଡ଼ ଗଣେଶ ପୂଜା ପାଇଁ କଟକ ଭୁବନେଶ୍ୱର ଯୁଗ୍ମ କମିଟି ପକ୍ଷରୁ ସମ୍ବର୍ଦ୍ଧନା ଉଇନର ଆସୋସିଏସନ ବଡ଼ ଗଣେଶ ପୂଜା କୁ କଟକ ଭୁବନେଶ୍ୱର ଯୁଗ୍ମ କମିଟି ପକ୍ଷରୁ ପ୍ରମୁଖ ଅନୁଷ୍ଠାନ ଭାବେ ଏବଂ ଗଣେଶ ମୂର୍ତ୍ତି ପୂଜା କୁ ସ୍ୱତନ୍ତ୍ର ଭାବେ ଭକ୍ତ ମାନଙ୍କ ପାଇଁ ସର୍ବଦା ଆକର୍ଷଣିୟ କରିବାକୁ ଉଲ୍ଲେଖ ନିୟ କାର୍ଯ୍ୟ କରିଥିବା ରୁ ଜୟଦେବ ଭବନ ଭୁବନେଶ୍ୱର ରେ ଗଣେଶ ପୂଜା ମହୋତ୍ସବ 2025 ରେ ସମ୍ବର୍ଦ୍ଧିତ ହୋଇ ଛନ୍ତି, କଟକ ଭୁବନେଶ୍ୱର ଯୁଗ୍ମ ନଗରୀ କମିଟି ପକ୍ଷରୁ ଆଜି ଗଣେଶ ମହୋତ୍ସବ 2025 ସଭାରେ ପୂର୍ବତନ ବରିଷ୍ଠ ବିଚାର ପତି ନ୍ୟାଆମୂର୍ତ୍ତି ଅରୁଣ କୁମାର ପରିଛା ଉଦଘାଟକ,ନଗର ଉନ୍ନୟନ ମନ୍ତ୍ରୀ ଡ଼ କୃଷ୍ଣ ଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି, ସମ୍ମାନୀୟ ଅତିଥି ଭାବେ ଇଁ ଭଜମନ ବେହେରା,ପୂର୍ବତନ ଶିକ୍ଷା ମନ୍ତ୍ରୀ ଶ୍ରୀ ଦେବି ପ୍ରସାଦ ମିଶ୍ର, ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ ଆଇନ ଯିବି ସଂଘ ର ସଭାପତି ମନୋଜ ମିଶ୍ର ପୂର୍ବତନ ସଭାପତି ବିଜୟ କୁମାର ଦାଶ ବରିଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଶେଖର ଦାସ ପ୍ରମୁଖ ଯୋଗ ଦେଇ ଥିଲେ ଉଇନର ଆସୋସିଏସନ ପକ୍ଷରୁ ଯୁଗ୍ମ କମିଟି ର କର୍ମକର୍ତ୍ତା ମାନଙ୍କୁ ଉଇନର ଅନୁଷ୍ଠାନ ପକ୍ଷରୁ ମୁଖ୍ୟ ଉପଦେଷ୍ଟା ଉମାନାଥ ମିଶ୍ର ଉପଦେଷ୍ଟା ନାରାୟଣ ମହାପାତ୍ର ସମ୍ପାଦକ ସନ୍ତୋଷ ରାଓ ମଳୟ ରଞ୍ଜନ ମହାପାତ୍ର ରଣଜିତ ରାୟ, ଗଣେଶ ରାଓ ନିରୋଜ ସାହୁ ପ୍ରଭାତ ବେହେରା ପ୍ରଭାତ ରାଓ ଲବ ପ୍ରଧାନ ଦେବାଶିଷ ସାହୁ ରମାକାନ୍ତ ସେନାପତି ସୁରଜ ପ୍ରଧାନ ମନୋରଞ୍ଜନ ପଲେଇ ରାହୁଲ ପଲେଇ ଶ୍ରୀନିବାସ ରାଓ ସୋନୁ ସାହୁ ପପୁ ନାୟକ ଜୀନୁ ଦାସ ନିଲୁ ବିଷୋୟୀ ଚନ୍ଦନ ପ୍ରମୁଖ ଉପସ୍ଥିତ ରହି ଯୁଗ୍ମ କମିଟି ର କର୍ମକର୍ତା ମାନଙ୍କୁ କୃତଜ୍ଞତା ଜଣାଇ ଥିଲେ

କର୍କଟ ହାରିବ, ଜୀବନ ଜିତିବବିଧାନସଭାରେ ବାଚସ୍ପତିଙ୍କୁ ଭେଟିଲେ କର୍କଟ ଯୋଦ୍ଧାଭୁବନେଶ୍ୱର: ଗୋଲାପ ଫୁଲକୁ ସ୍ନେହ ଓ ପ୍ରେମର ପ୍ରତୀକ ଭାବେ ଧରାଯ...
24/09/2025

କର୍କଟ ହାରିବ, ଜୀବନ ଜିତିବ
ବିଧାନସଭାରେ ବାଚସ୍ପତିଙ୍କୁ ଭେଟିଲେ କର୍କଟ ଯୋଦ୍ଧା

ଭୁବନେଶ୍ୱର: ଗୋଲାପ ଫୁଲକୁ ସ୍ନେହ ଓ ପ୍ରେମର ପ୍ରତୀକ ଭାବେ ଧରାଯାଏ । କ୍ୟାନ୍ସର ପରି ଏକ ମାରାତ୍ମକ ବ୍ୟାଧି ସହ ଲଢ଼ୁଥିବା ରୋଗୀଙ୍କୁ ଗୋଲାପ ଫୁଲଟିଏ ଦେଇ ସେମାନଙ୍କ ମନୋବଳ ବୃଦ୍ଧି କରିବା ସହ ଜୀବନ ପ୍ରତି ନୂତନ ଆଶା ସଞ୍ଚାର କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ସେପେଫମ୍ବର ୨୨ ତାରିଖକୁ ‘ବିଶ୍ୱ ଗୋଲାପ ଦିବସ’ ଭାବେ ପାଳନ କରାଯାଏ । କର୍କଟ ରୋଗ ସହ ସଂଘର୍ଷ କରୁଥିବା ଲୋକଙ୍କୁ ଜିଇଁବା ପାଇଁ ପ୍ରେରଣା ଦେବା ତଥା ତାଙ୍କ ଜୀବନରେ ଖୁସି ଆଣିଦେବା ଏହି ଦିବସ ପାଳନର ଉଦ୍ଦେଶ୍ୟ ।
ଏହି ପରିପ୍ରେକ୍ଷୀରେ ଆୱାକେନ୍‌ ଟ୍ରଷ୍ଟ ପକ୍ଷରୁ ସ୍ମାଗତିକା ଆଚାର୍ଯ୍ୟଙ୍କ ପ୍ରୟାସରେ କର୍କଟ ରୋଗ ସହ ଲଢ଼ି ସେଥିରୁ ମୁକ୍ତ ହୋଇଥିବା କର୍କଟ ଯୋଦ୍ଧା ବିଧାନସଭାଠାରେ ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀଙ୍କୁ ଭେଟିଥିଲେ । ମାନ୍ୟବର ବାଚସ୍ପତି ସେମାନଙ୍କୁ ଗୋଲାପଗୁଚ୍ଛ ପ୍ରଦାନ କରି ସେମାନଙ୍କର ଦୃଢ଼ ମନୋବଳର ଭୂୟସୀ ପ୍ରଶଂସା କରିବା ସହ ସୁସ୍ଥ ଓ ନିରାମୟ ଜୀବନ କାମନା କରିଥିଲେ ।
ଏହି ଅବସରରେ ଉପବାଚସ୍ପତି ଶ୍ରୀ ଭବାନୀଶଙ୍କର ଭୋଇ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ, ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ଶ୍ରୀ ରବିନାରାୟଣ ନାଏକ, ବିଧାୟକ ଶ୍ରୀ ଇରାଶିଷ ଆଚାର୍ଯ୍ୟ ଓ ଶ୍ରୀ ବାବୁ ସିଂ, ବିଧାନସଭାର ସଚିବ ଶ୍ରୀ ସତ୍ୟବ୍ରତ ରାଉତ ପ୍ରମୁଖ ଉପସ୍ଥିତ ରହି କର୍କଟ ଯୋଦ୍ଧାମାନଙ୍କର ମନୋଭବ ବୃଦ୍ଧି କରିବା ସହ ଏହି ଯାତ୍ରାରେ ଲଢ଼େଇ ଜାରି ରଖିବା ପାଇଁ ଉତ୍ସାହିତ କରିଥିଲେ ।

24/09/2025

ଭଦ୍ରକ ଇରମ୍ ପାକ୍ସ ସମ୍ପାଦକ ନିଲମ୍ବିତ

ଭୁବନେଶ୍ୱର: ବେଆଇନ ସାର (ୟୁରିଆ, ଇଫକୋ) ପରିବହନ ଅଭିଯୋଗରେ ଭଦ୍ରକ ଜିଲ୍ଲା ଇରମ୍ ପାକ୍ସ ସମ୍ପାଦକ ରଶ୍ମି ରଞ୍ଜନ କବାଟଙ୍କୁ ସମବାୟ ବିଭାଗ ପକ୍ଷରୁ ଆଜି କାର୍ଯ୍ୟରୁ ନିଲମ୍ବନ କରାଯାଇଛି । ଇରମ୍ ପ୍ରାଥମିକ କୃଷି ସମବାୟ ସମିତିରୁ ବାସୁଦେବପୁର କୃଷି ସମବାୟ ସମିତିକୁ ସେ ବେଆଇନ ଭାବରେ ସାର ପରିବହନ କରୁଥିଲେ ।

ସୂଚନାଯୋଗ୍ୟ, ବାସୁଦେବପୁର କୃଷି ସମବାୟ ସମିତିର ଲାଇସେନସ୍ ବା ସରକାରୀ ଅନୁମତି ପତ୍ର ନାହିଁ । ଲାଇସେନସ୍ ନଥିବା ଏକ ପାକ୍ସକୁ ବିନା ଅନୁମତିରେ ପରିବହନ କରୁଥିବା ସମୟରେ ସେ ଧରା ପଡ଼ିଥିଲେ । ସାର ଅନିୟମିତତାରେ ଲିପ୍ତ ରହିଲେ ତୁରନ୍ତ କାର୍ଯ୍ୟାନୁଷ୍ଠନ ଗ୍ରହଣ କରିବା ପାଇଁ ସମବାୟ ବିଭାଗ ପକ୍ଷରୁ କ୍ଷେତ୍ର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଚାଷୀଙ୍କ ମଙ୍ଗଳ ପାଇଁ ସରକାର ପ୍ରତିବଦ୍ଧ ଅଛନ୍ତି । ସୁଲଭ ଦରରେ ସାର ଯୋଗାଇ ଦେବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି । ସାର କଳାବଜାରୀ ରୋକିବା ପାଇଁ ଏନଫୋର୍ସମେଣ୍ଟ ଟିମ୍ ସମଗ୍ର ରାଜ୍ୟରେ ଚଢ଼ଉ ଜାରି ରଖିଛନ୍ତି ।

 #ବିଷ୍ଣୁ ମନ୍ଦିରରେ ଆଜି ଠାରୁ ଶ୍ରୀମଦ୍ଧେବି ଭାଗବତ ମହାପୁରାଣ !ନବରାତ୍ରି ଉପଲକ୍ଷେ ଶ୍ରୀମଦ୍ଧେବି ଭାଗବତ ମହାପୁରାଣ ବିଷ୍ଣୁ ମନ୍ଦିର, ଶହୀଦନଗ...
22/09/2025

#ବିଷ୍ଣୁ ମନ୍ଦିରରେ ଆଜି ଠାରୁ ଶ୍ରୀମଦ୍ଧେବି ଭାଗବତ ମହାପୁରାଣ !

ନବରାତ୍ରି ଉପଲକ୍ଷେ ଶ୍ରୀମଦ୍ଧେବି ଭାଗବତ ମହାପୁରାଣ ବିଷ୍ଣୁ ମନ୍ଦିର, ଶହୀଦନଗର, ସହିଦନଗର ସଂସ୍କୃତି କ ସମିତିରେ ୨୨ ରୁ ୨୭ ତାରିଖ ପର୍ଯ୍ୟନ୍ତ ସନ୍ଧ୍ୟା ୬:୩୦ ରୁ ୮:୩୦ ପର୍ଯ୍ୟନ୍ତ କରାଯିବ । ମୁଖ୍ୟ ଉପଦେଷ୍ଟା ଶ୍ରୀ ନିଶିକାନ୍ତ ମିଶ୍ର ସଭାପତିତ୍ବରେ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଉଦଘାଟକ ଭାବେ ଶ୍ରୀରାମଚନ୍ଦ୍ର ଦାସ ମହାପାତ୍ର ମୁଖ୍ୟ ବାଡ଼ଗ୍ରାହୀ ମା ସୁଭଦ୍ରା ଓ ପ୍ରବକ୍ତା ଭାବେ ସ୍ୱାମୀ କୃଷ୍ଣ ପ୍ରେମାନନ୍ଦ ସରସ୍ବତୀ, ସମ୍ମାନୀୟ ଅତିଥି ଭାବେ ସହିଦନଗର ସାଂସ୍କୃତିକ ସମିତି ଅନୁଷ୍ଠାନର ସଭାପତି ଶ୍ରୀଗଗନ ବିହାରୀ ନିତ୍ୟାନନ୍ଦ ଚଇନି, ଉପସଭାପତି ରେବତୀ କାନ୍ତ ବିଶ୍ୱାଳ ସାଧାରଣ ସମ୍ପାଦକ ବିଭୁପଦ ପଟ୍ଟନାୟକ ଉନୟନ କମିଟି ସମ୍ପାଦକ ପ୍ରଦୀପ କୁମାର ଦ୍ବିବେଦୀ, ମନ୍ଦିର ସମ୍ପାଦକ ଦେବେନ୍ଦ୍ର ବିଜୟ ବ୍ରମ୍ହା ଉପଦେଷ୍ଟା ପ୍ରଭାକର ମଲ୍ଲିକ ଓ ଡ଼ ଆରତୀ କର ପ୍ରମୁଖ ଯୋଗ ଦେଵାକୁ ସମ୍ମତି ପ୍ରକାଶ କରି ଛନ୍ତି,ପ୍ରଥମ ଦିନ ମା ଶୈଲପୁତ୍ରୀଙ୍କ ବିଷୟରେ କଥା ମୃତ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆମେ ସାଦର ନିମନ୍ତ୍ରଣ କରୁଅଛୁ,ଆପଣ ମାନେ ନବରାତ୍ର ଉପଲକ୍ଷେ ହେଉଥିବା

ଏହି ଦେବି ସତସଙ୍ଗ କାର୍ଯ୍ୟକ୍ରମ ରେ ଯୋଗ ଦେଇ ଦେବି ମାନଙ୍କ କଥାମୃତ ଶୁଣିବା ହେବେ ଆଜିର ବୈଠକ ରେ ବିଜୟ ପଣ୍ଡା ସୁରେଶ ମିଶ୍ର ତ୍ରିଲୋଚନ ନାୟକ ଭଗବାନ ଦାଶ ମନୋଜ ରାଉଳ ଭାରତୀ ଭୂଷଣ ପଟ୍ଟନାୟକ ବଂଶୀଧର ନାୟକ ଦିଲ୍ଲୀପ ପଟ୍ଟନାୟକ ବିପିନ ବିହାରୀ ସ୍ୱାଇଁ ଶ୍ରୀନିବାସ ରାଓ ପ୍ରମୁଖ ରହି ସହଯୋଗ କରି ଥିଲେ ଏହି ସତସଙ୍ଗ ଆପଣ ମାନଙ୍କୁ ଆନନ୍ଦ ଦେବ ବୋଲି ଆମର ପୂର୍ଣ୍ଣ ବିଶ୍ୱାସ ।

ଆଦିବାସୀ ନେତା ଜର୍ଜ ତିର୍କିଙ୍କ ପରଲୋକଭୁବନେଶ୍ୱର: ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁରର ପୂର୍ବତନ ବିଧାୟକ ଓ ଆଦିବାସୀ ନେତା ଜର୍ଜ ତିର୍କିଙ୍କ ପ...
21/09/2025

ଆଦିବାସୀ ନେତା ଜର୍ଜ ତିର୍କିଙ୍କ ପରଲୋକ

ଭୁବନେଶ୍ୱର: ସୁନ୍ଦରଗଡ଼ ଜିଲ୍ଲା
ବୀରମିତ୍ରପୁରର ପୂର୍ବତନ ବିଧାୟକ ଓ ଆଦିବାସୀ ନେତା ଜର୍ଜ ତିର୍କିଙ୍କ ପରଲୋକ ହୋଇଛି।
ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ୬୭ ବର୍ଷ ବୟସରେ ଦେହାନ୍ତ ହୋଇଥିବା ସୂଚନା।
ଗତ କିଛି ମାସ ଧରି ଅସୁସ୍ଥ ଥିଲେ ଜର୍ଜ ତିର୍କି।
ବିଶିଷ୍ଟ ଶ୍ରମିକ ଓ ଆଦିବାସୀ ନେତା ଭାବେ ପରିଚିତ ଜର୍ଜ ତିର୍କି।
୧୯୯୫, ୨୦୦୦, ୨୦୦୯ ଓ ୨୦୧୪ରେ ବିଧାୟକ ନିର୍ବାଚିତ ହୋଇଥିଲେ।
ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାରୁ ୨ ଥର, ଥରେ ସ୍ବାଧୀନ ଓ ଥରେ ସମତା କ୍ରାନ୍ତି ଦଳରୁ ନିର୍ବାଚିତ ହୋଇଥିଲେ।

ଡ଼ ନାରାୟଣ ମହାପାତ୍ର  ନାଦଶ୍ରୀ ସମ୍ମାନ ରେ ସମ୍ବର୍ଦ୍ଧିତ - ଭୁବନେଶ୍ୱର ର ଜୟଦେବ ଭବନ ରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମ ରେ ଶ୍ରୀ ଜଗନ୍ନାଥ ସଂସ...
19/09/2025

ଡ଼ ନାରାୟଣ ମହାପାତ୍ର ନାଦଶ୍ରୀ ସମ୍ମାନ ରେ ସମ୍ବର୍ଦ୍ଧିତ - ଭୁବନେଶ୍ୱର ର ଜୟଦେବ ଭବନ ରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମ ରେ ଶ୍ରୀ ଜଗନ୍ନାଥ ସଂସ୍କୃତି ରେ ଶ୍ରୀ ଗୀତଗୋବିନ୍ଦ ର ସ୍ଥାନ ଓ ଆଲୋଚନା ଅବସରରେ ରେ ଶ୍ରୀଜଗନ୍ନାଥ ସଂସ୍କୃତି ରକ୍ଷା ନିମନ୍ତେ ଉଲ୍ଲେଖନୀୟ ଅବଦାନ ପାଇଁ ଡ଼ ନାରାୟଣ ମହାପାତ୍ର ଙ୍କୁ ନାଦଶ୍ରୀ ଓ ନୀଳାଦ୍ରୀ ଅଧ୍ୟ୍ୟତ୍ମିକ ଟ୍ରଷ୍ଟ ପକ୍ଷରୁ ନାଦଶ୍ରୀ ସମ୍ମାନ ରେ ସମ୍ବର୍ଦ୍ଧିତ କରା ଯାଇଛି ଏହି ଅବସରରେ ରବିନାରାୟଣ ମହାପାତ୍ର ମିନତି ସାହୁ,କରୁଣାକର ଜେନା, ରାଧାବଲ୍ଲଭ ସିଂ ସ୍ନେହ ଲତା ମହାପାତ୍ର ମଧ୍ୟ ସମ୍ବର୍ଦ୍ଧିତ ହୋଇ ଥିଲେ,ପ୍ରସିଦ୍ଧ କବି ଜୟଦେବ ଙ୍କ ପାଇଁ ଉତ୍ସର୍ଗିତ ଆଜି ରାତ୍ରି ର କାର୍ଯ୍ୟକ୍ରମ ରେ ଅତିଥି ଭାବେ ଜଗନ୍ନାଥ ସଂସ୍କୃତି ଗବେଷକ ଡ଼ ଭାସ୍କର ମିଶ୍ର, ଡ଼ ଗୁରୁ ପ୍ରସାଦ ମହାପାତ୍ର, ଶ୍ରୀ ଦେବ ପ୍ରସାଦ ଦାଶ ପ୍ରଫେସର ପ୍ରସନ କୁମାର ସ୍ୱାଇଁ ପଦ୍ମଶ୍ରୀ ଶ୍ୟାମା ମଣିଦେବି ସଭାପତି ଶାଶଙ୍କ ଶେଖର ରାଉତ ସମ୍ପାଦକ ଆଭା ଶତରୁପା ପତି ସର୍ବେଶ୍ୱର ବୈଠାରୁ ମୃତୁଞ୍ଜୟ ପଣ୍ଡା ପ୍ରମୁଖ ଯୋଗ ଦେଇ ଗୀତ ଗୋବିନ୍ଦ ବିଷୟରେ ର ଆଲୋଚନା କରାଯାଇ ଥିଲା,ଏହି ସମ୍ମାନୀୟ ଅତିଥି ମାନେ ନିଜକୁ ନିଜେ ସମାଜ ରେ ବିଭିନ୍ନ କାର୍ଯ୍ୟ ରେ ପ୍ରତିଷ୍ଠିତ କରିଛନ୍ତି, ଗୀତ ଗୋବିନ୍ଦ ର ଏହି କାର୍ଯ୍ୟକ୍ରମ ରେ ଡ଼ ଧୀରାଜ ମହାପାତ୍ର ଡ଼ ସର୍ବେଶ୍ୱର ବୈଠାରୁ ଆଭା ଶତରୁପା ଲିପ୍ସା ମିଶ୍ର ଡ଼ ନୀଳାଦ୍ରୀ କଲ୍ୟାଣ ଦାସ ସୁଶ୍ରୀ ବିଜୟିନୀ ଶଶାଙ୍କ ଶେଖର ସାହୁ ପ୍ରମୁଖ ଭଜନ ପରିବେଷଣ କରି ଥିଲେ ଏହି ଗୀତ ଗୋବିନ୍ଦ ଭଜନ ଗୁଡିକ ଅତି ଉଚ୍ଚ କୋଟିର ହୋଇ ଥିଲା, ଉପସ୍ଥିତ ଦର୍ଶନ ମାନେ କଳାକାର ମାନଙ୍କୁ ତାଳି ମାରି ଉସ୍ଥାହିତ କରିଥିଲେ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ କୁ ସମସ୍ତେ ପ୍ରଶଂସା କରିଥିଲେ

ଭୁବନେଶ୍ୱରରୁ ମହିଳା ଟ୍ରାଫିକ୍ କନଷ୍ଟେବଲ ନିଖୋଜ ଘଟଣା: କେନ୍ଦୁଝର ଘଟଗାଁ ଜଙ୍ଗଲରେ ଠାବ ହେଲା କନଷ୍ଟେବଲ ଶୁଭମିତ୍ରାଙ୍କ ମୃତଦେହଭୁବନେଶ୍ବର: କ...
17/09/2025

ଭୁବନେଶ୍ୱରରୁ ମହିଳା ଟ୍ରାଫିକ୍ କନଷ୍ଟେବଲ ନିଖୋଜ ଘଟଣା: କେନ୍ଦୁଝର ଘଟଗାଁ ଜଙ୍ଗଲରେ ଠାବ ହେଲା କନଷ୍ଟେବଲ ଶୁଭମିତ୍ରାଙ୍କ ମୃତଦେହ

ଭୁବନେଶ୍ବର: କେନ୍ଦୁଝର ଜିଲ୍ଲା
ଘଟଗାଁ ଜଙ୍ଗଲରେ ଠାବ ହେଲା କନଷ୍ଟେବଲ ଶୁଭମିତ୍ରାଙ୍କ ମୃତଦେହ।
ଶୁଭମିତ୍ରାଙ୍କୁ ହତ୍ୟା କରି ଜଙ୍ଗଲରେ ଫିଙ୍ଗି ଦେଇଥିଲା ପୁରୁଷ ବନ୍ଧୁ।
ହତ୍ୟା ଅଭିଯୋଗରେ ପୁରୁଷ ବନ୍ଧୁ କନଷ୍ଟେବଲ ଦୀପକ ରାଉତ ଗିରଫ ହୋଇଥିବା ଜଣାପଡ଼ିଛି।

ସେପ୍ଟେମ୍ବର ୬ ତାରିଖରୁ ନିଖୋଜ ଥିଲେ ଶୁଭମିତ୍ରା।

Eminent personalities felicitated by Winner Association during Ganesh Puja Bhubaneswar(By Abhishek Mohanty): On the occa...
30/08/2025

Eminent personalities felicitated by Winner Association during Ganesh Puja

Bhubaneswar(By Abhishek Mohanty): On the occasion Ganesh Puja, Winner Association, Sahidnagar, Bhubaneswar installed and worshipped a 46-feet-high idol of Lord Ganesha. This club is one of the prominent organizations of Bhubaneswar as well as Odisha.

Member of Parliament Pradeep Panigrahi and senior BJP leader of the Central constituency Jagannath Pradhan visited Winner Association, and offered prayers to Lord Ganesha.

On this occasion, they were felicitated. The program was attended by Chief Advisor Umanath Mishra, Secretary Santosh Rao, Advisor Dr. Narayan Mahapatra, Bijay Panda, Cultural Secretary Niroj Sahu, Alok Prusty, Goldie Dwivedi, and other prominent members, who welcomed everyone warmly.

This evening witnessed a large gathering of devotees who joined the Puja. Many devotees partook in both dry prasad and cooked offerings. The club premises also had a Meena Bazaar and food stalls serving snacks like chatpati, which attracted large crowds.

Winner Association was the first to start large-scale Ganesh Puja in the state. It's main objective is to focus more on the idol and worship rather than on decorative gates.

ପ୍ୟାସନ କ୍ଲବ ୟୁନିଟ 4 ର 20ତମ ବାର୍ଷିକୀ ଅବସରରେ 20 ଫୁଟ ଉଚତା ର ଗଣେଶ ମୂର୍ତ୍ତି କରାଯାଇ ପୂଜା କରା ଯାଇଛି ଏହି କ୍ଲବ ଭୁବନେଶ୍ୱର ରେ ଏକ ପ୍...
28/08/2025

ପ୍ୟାସନ କ୍ଲବ ୟୁନିଟ 4 ର 20ତମ ବାର୍ଷିକୀ ଅବସରରେ 20 ଫୁଟ ଉଚତା ର ଗଣେଶ ମୂର୍ତ୍ତି କରାଯାଇ ପୂଜା କରା ଯାଇଛି ଏହି କ୍ଲବ ଭୁବନେଶ୍ୱର ରେ ଏକ ପ୍ରମୁଖ ଅନୁଷ୍ଠାନ,ପ୍ରଥମେ ଆଜି 6.30 ରେ ଆମ ଗୌରବ ଓ ପରମ୍ପରା କୁ ନେଇ ଜୟଦେବ ଙ୍କ ଗୀତ ଗୋବିନ୍ଦ ଭଜନ ଓ ନୃତ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ଓଡ଼ିଆ ଭାଷାରେ ଗଣେଶ ବନ୍ଦନା ପ୍ରଥମେ ମହାଭାରତ ରେ ଶାରଳା ଦାସ ଙ୍କ ଦ୍ୱାରା ଆରମ୍ଭ ହୋଇ ଥିଲା, ଆଜି ଆଦିଶକ୍ତି ଟ୍ରଷ୍ଟ ପକ୍ଷରୁ ଡ଼ ନାରାୟଣ ମହାପାତ୍ର ଙ୍କ ସଂଯୋଜନା ରେ କ୍ଲବ ପରିସରରେ ପ୍ରସିଦ୍ଧ କଳାକାର ମାନେ ନୃତ୍ୟ ଓ ଭଜନ ପରିବେଷଣ କରି ଥିଲେ, ଆଜି ର ସନ୍ଧ୍ୟା ରେ ଅତି ଭଲ ପାଗ ପ୍ରଭୁ ଗଣେଶ ଙ୍କ ପ୍ରଚାର ଓ ପ୍ରସାର ପାଇଁ ହୋଇ ଥିଲା, ସନ୍ଧ୍ୟା ରେ ବହୁତ ଭକ୍ତ ଙ୍କ ସମାଗମ ହୋଇ ଥିଲା, ସମସ୍ତେ ଶୁଖିଲା ପ୍ରସାଦ ଖାଇବା ସହ ବହୁତ ଭକ୍ତ ଅର୍ନ ପ୍ରସାଦ ଗ୍ରହଣ କରି ଥିଲେ,ଆଜି ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନ ପକ୍ଷରୁ ଭଜନ ଓ ନୃତ୍ୟ କାର୍ଯ୍ୟକ୍ରମ ପରିବେଷଣ ରେ ପ୍ରଥମେ ଅନନ୍ୟା ସାମନ୍ତରାୟ ତିତିକ୍ଷା ଦାସ, ତ୍ରିଷିକା ବେହେରା ନୃତ୍ୟ ପରି ବେଷଣ କାରିଥିଲେ,ପରେ ପରେ ପ୍ରସିଦ୍ଧ କଳାକାର ଭାରତୀ ଭୂଷଣ ପଟ୍ଟନାୟକ, ଅନାମିକା ସ୍ୱାଇଁ ପଟ୍ଟନାୟକ, ସ୍ବର୍ଣ୍ଣ ଲତା ପାଣି, ପୁଣ୍ୟାଶା ପାଣି ଦିବ୍ୟ ଦର୍ଶନ ବକ୍ସି ଓ କେ ଲଷ୍ମୀନାରାୟଣ ପ୍ରମୁଖ ଅତି ସୁନ୍ଦର ପୁରାତନ ଓ ପାରମ୍ପରିକ ଜୟଦେବ ଙ୍କ ଗୀତ ଗୋବିନ୍ଦ ଭଜନ ଗାଈ ପରିବେଶ କୁ ଭାବ ଓ ଭକ୍ତି ମୟ କରି ଥିଲେ,କ୍ଲବ ପରିସରରେ ମିନା ବଜ଼ାର ଓ ଚଟ ପଟି ଖାଦ୍ୟ ର ଷ୍ଟଲ ରେ ଲୋକର ଭିଡ଼ ଦେଖିବାକୁ ମିଳିଥିଲା ଏହି କାର୍ଯ୍ୟକ୍ରମ ରେ ସଦସ୍ୟ ଅକ୍ଷୟ ସାହୁ ଶ୍ରୀନିବାସ ରାଓ ତ୍ରିଲୋଚନ ନାୟକ, ବିଜୟ ପଣ୍ଡା ବଂଶୀ ଧର ନାୟକ ତନ୍ମୟ ସାହୁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରି ଥିଲେ

ଡ଼ ନାରାୟଣ ମହାପାତ୍ର ଙ୍କୁ ସଙ୍ଗମ ଏକାଡେମୀ ରାଜସ୍ତାନ ପକ୍ଷରୁ ମା ଭାରତୀ ସେବା ସମ୍ମାନ 2025 ରେ ସମ୍ବର୍ଦ୍ଧିତ କରା ଯାଇଛି, ସମାଜ ସେବାରେ ନି...
26/08/2025

ଡ଼ ନାରାୟଣ ମହାପାତ୍ର ଙ୍କୁ ସଙ୍ଗମ ଏକାଡେମୀ ରାଜସ୍ତାନ ପକ୍ଷରୁ ମା ଭାରତୀ ସେବା ସମ୍ମାନ 2025 ରେ ସମ୍ବର୍ଦ୍ଧିତ କରା ଯାଇଛି, ସମାଜ ସେବାରେ ନିଜକୁ ନିୟୋଜିତ କରି ଥିବା ଡ଼ ମହାପାତ୍ର ଅବହେଳିତ ବରିଷ୍ଠ ନାଗରିକ ଓ ଅବହେଳିତ ଛୋଟ ପିଲାମାନଙ୍କ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଦୀର୍ଘ ଦିନରୁ କରି ଆସୁଛନ୍ତି, ରକ୍ତଦାନ କାର୍ଯ୍ୟକ୍ରମ ଓ ଅବହେଳିତ ବରିଷ୍ଠ ନାଗରିକ ମାନଙ୍କ ପାଇଁ ସମୟ ଦାନ କରି ଉଲ୍ଲେଖ ନିୟ କାର୍ଯ୍ୟ କରି ଅଛନ୍ତି, ପୂର୍ବରୁ ମଧ୍ୟ ରାଜ୍ୟ, ଦେଶ ଓ ଦେଶ ବାହାରୁ ମାନବ ମଙ୍ଗଳ କାର୍ଯ୍ୟ ନିମନ୍ତେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଡ଼ ମହାପାତ୍ର ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି, ଆମକୁ ଉପଯୁକ୍ତ ଭାବି ସମ୍ବର୍ଦ୍ଧିତ କରି ଥିବାରୁ ଆମେ ସଙ୍ଗମ ଏକାଡେମୀ ର ପ୍ରତିଷ୍ଠାତା ଓ ଅନ୍ୟାନ୍ୟ ପ୍ରମୁଖ ସଦସ୍ୟ ଓ ସଦସ୍ୟା ମାନଙ୍କୁ ହୃଦୟ ରୁ କୃତଜ୍ଞତା ଜ୍ଞାପନ କରୁଛୁ🙏

Address

Plot No 338 Sahidnagar
Bhubaneswar
751007

Website

Alerts

Be the first to know and let us send you an email when Adishakti tv & media posts news and promotions. Your email address will not be used for any other purpose, and you can unsubscribe at any time.

Share

Category