07/09/2026
କ୍ଷମତା ପାଇ ଅହଂକାରୀ ହୋଇଗଲେ କି ବିଜେପି ନେତା? ସନ୍ତୋଷ-ବଂଶଲଙ୍କ କଡ଼ା ଚେତାବନୀ!
କଟକରେ ଓଡ଼ିଶା ବିଜେପିର ଦୁଇ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀ ବୈଠକକୁ ନେଇ ରାଜନୀତି ତେଜ। ବି.ଏଲ୍. ସନ୍ତୋଷ ଓ ସୁନୀଲ ବଂଶଲଙ୍କ ବାର୍ତ୍ତାକୁ ନେଇ ଉଠିଛି ବଡ଼ ପ୍ରଶ୍ନ—କ୍ଷମତାକୁ ଆସିବା ପରେ କ’ଣ ବିଜେପି ନେତାମାନେ ତୃଣମୂଳ ସ୍ତରରୁ ଦୂରେଇ ଯାଉଛନ୍ତି?
ମନ୍ତ୍ରୀ-ନେତାଙ୍କ କନ୍ଭୟ, ଆଡ଼ମ୍ବର, ଅଯଥା ଖର୍ଚ୍ଚ ଓ ସାଧାରଣ ଲୋକଙ୍କ ସହ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋରଦାର। ଅନ୍ୟପଟେ ସୁନୀଲ ବଂଶଲଙ୍କ ତୃଣମୂଳ ଓ ବୁଥ୍ସ୍ତରକୁ ଯିବା ରୋଡ୍ମ୍ୟାପ୍କୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି।
ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ଏହା କ’ଣ ବିଜେପି ପାଇଁ ଏକ ରିଅଲିଟି ଚେକ୍?
ଆପଣଙ୍କ ଅଞ୍ଚଳରେ ବିଜେପି ନେତାଙ୍କ ବ୍ୟବହାରରେ କିଛି ପରିବର୍ତ୍ତନ ଦେଖୁଛନ୍ତି କି? କମେଣ୍ଟ କରନ୍ତୁ
ପୁରା ଭିଡ଼ିଓ ପାଇଁ କ୍ଲିକ କରନ୍ତୁ ଲିଙ୍କରେ :
https://youtu.be/9TjffpTnqic
ଓଡ଼ିଶା ବିଜେପି, Odisha BJP, B L Santosh, BL Santosh Odisha, Sunil Bansal, Odisha BJP News, BJP State Executive Meeting, Cuttack BJP Meeting, Odisha Politics, BJP Leaders Odisha, Odisha Political News, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ, ବିଜେପି ନେତା, ବିଜେପି ମନ୍ତ୍ରୀ, ଓଡ଼ିଶା ରାଜନୀତି, ପଞ୍ଚାୟତ ନିର୍ବାଚନ, ପୌର ନିର୍ବାଚନ, BJP Warning, Odisha Political Analysis
#ବିଜେପି #ଓଡ଼ିଶାରାଜନୀତି #ପୂର୍ବପକ୍ଷ