Batoi Odia Press

Batoi Odia Press ବାଟୋଇ ଓଡିଆ ପ୍ଲାଟଫର୍ମରେ ପ୍ରକାଶନ |

ସୁନାମଧନ୍ଯା ଲେଖିକା ତଥା ସାହିତ୍ଯିକା ଅର୍ଚ୍ଚନା ନାୟକଙ୍କ ରଚିତ 'ରାଣୀ ଶ୍ୟାମାବତୀ' ଏବେ ବାଟୋଇ ହବ୍ ରେ ଉପଲବ୍ଧ । ରାଜା ଉଦୟନଙ୍କର ତୃତୀୟ ପ...
31/03/2025

ସୁନାମଧନ୍ଯା ଲେଖିକା ତଥା ସାହିତ୍ଯିକା ଅର୍ଚ୍ଚନା ନାୟକଙ୍କ ରଚିତ 'ରାଣୀ ଶ୍ୟାମାବତୀ' ଏବେ ବାଟୋଇ ହବ୍ ରେ ଉପଲବ୍ଧ । ରାଜା ଉଦୟନଙ୍କର ତୃତୀୟ ପତ୍ନୀ ଶ୍ୟାମାବତୀଙ୍କ ଜୀବନ ଓ ଅସାମାନ୍ୟ ବ୍ୟକ୍ତିତ୍ୱକୁ ନେଇ ରଚିତ ଚରିତ ଉପନ୍ଯାସଟି'କୁ ପଢିବା ପାଇଁ କ୍ଲିକ୍ କରନ୍ତୁ: https://bit.ly/4iGtVKh
#ରାଣୀଶ୍ଯାମାବତୀ #ଅର୍ଚ୍ଚନାନାୟକ #ଓଡ଼ିଆସାହିତ୍ଯ

ବ୍ରହ୍ମାନନ୍ଦ ବେହେରାଙ୍କ ରଚିତ ତଥା ବିଶ୍ବମୁକ୍ତି ପ୍ରକାଶନ ଦ୍ବାରା ପ୍ରକାଶିତ ‘ଦୃଶ୍ୟାନ୍ତର’ ଏବେ ବାଟୋଇ ହବ୍ ରେ ଉପଲବ୍ଧ । ଏଥିରେ ସ୍ଥାନିତ...
30/03/2025

ବ୍ରହ୍ମାନନ୍ଦ ବେହେରାଙ୍କ ରଚିତ ତଥା ବିଶ୍ବମୁକ୍ତି ପ୍ରକାଶନ ଦ୍ବାରା ପ୍ରକାଶିତ ‘ଦୃଶ୍ୟାନ୍ତର’ ଏବେ ବାଟୋଇ ହବ୍ ରେ ଉପଲବ୍ଧ । ଏଥିରେ ସ୍ଥାନିତ ‘ଦେହତୀତ’, ‘ଭାବାତୀତ’, ‘ଦୃଶ୍ୟଜଗତ’ ଓ ‘ଭାବଜଗତ’ର ଶ୍ରେଣୀର କବିତାଗୁଡିକୁ ପଢିବା ପାଇଁ କ୍ଲିକ୍ କରନ୍ତୁ: https://hub.batoi.com/viswamukti/publication/drusyantar-6656d8bc20225 #ଦୃଶ୍ୟାନ୍ତର #କବିତା #ପ୍ରେମ #ଆଧ୍ୟାତ୍ମ #ଓଡ଼ିଆସାହିତ୍ୟ

କବି ରକ୍ଷକ ନାୟକଙ୍କ କବିତା ସଂକଳନ ‘ଉର୍ଦ୍ଧ୍ବଉଡାଣ’ ଏବେ ବାଟାେଇ ହବ୍ ରେ ଉପଲବ୍ଧ । ରକ୍ଷକ ନାୟକଙ୍କ ଏହି ସଂକଳନଟିକୁ ପଢିବା ପାଇଁ କ୍ଲିକ୍ କର...
28/03/2025

କବି ରକ୍ଷକ ନାୟକଙ୍କ କବିତା ସଂକଳନ ‘ଉର୍ଦ୍ଧ୍ବଉଡାଣ’ ଏବେ ବାଟାେଇ ହବ୍ ରେ ଉପଲବ୍ଧ । ରକ୍ଷକ ନାୟକଙ୍କ ଏହି ସଂକଳନଟିକୁ ପଢିବା ପାଇଁ କ୍ଲିକ୍ କରନ୍ତୁ: https://hub.batoi.com/viswamukti/publication/urdha-udana-663391bb7ff62 #ଉର୍ଦ୍ଧ୍ବଉଡ଼ାଣ #କବିତା #ପ୍ରେମ #ଓଡ଼ିଆସାହିତ୍ୟ

ଦେବବ୍ରତ ମଦନରାୟଙ୍କ ଦ୍ବାରା ରଚିତ ତଥା ଏଥେନା ବୁକସ୍ ଦ୍ବାରା ପ୍ରକାଶିତ ‘ବର୍ଣ୍ଣମାଳା’ ଏବେ ବାଟାେଇ ହବ୍ ରେ ଉପଲବ୍ଧ । ପ୍ରେମ, ବିଶ୍ବାସ, ଜୀ...
27/03/2025

ଦେବବ୍ରତ ମଦନରାୟଙ୍କ ଦ୍ବାରା ରଚିତ ତଥା ଏଥେନା ବୁକସ୍ ଦ୍ବାରା ପ୍ରକାଶିତ ‘ବର୍ଣ୍ଣମାଳା’ ଏବେ ବାଟାେଇ ହବ୍ ରେ ଉପଲବ୍ଧ । ପ୍ରେମ, ବିଶ୍ବାସ, ଜୀବନାଭୂତି ଓ ମୂଲ୍ଯବୋଧର ଗଭୀର ଆତ୍ମିକ ଆଲେଖ୍ୟକୁ ନେଇ ଏହି ସଂକଳନଟି ସମୃଦ୍ଧ । ଲେଖକଙ୍କ ଏହି ଅନନ୍ଯ ସୃଷ୍ଟିକୁ ପଢିବା ପାଇଁ କ୍ଲିକ୍ କରନ୍ତୁ: https://hub.batoi.com/athena/publication/barnamala-670e604b44e62
Athena Books Raj Kishor Das #ବର୍ଣ୍ଣମାଳା #ଦେବବ୍ରତମଦନରାୟ #ଗଳ୍ପ #ଓଡ଼ିଆସାହିତ୍ଯ

‘ଝଡ଼ର ଗଜଲ୍‍’ ଏବେ ବାଟାେଇ ହବ୍ ରେ ଉପଲବ୍ଧ । ଓଡ଼ିଆ ଗଜଲ୍ ଓ ଗୀତିକବିତାର ଚାହାଣି, ଚଳଣି ଓ ଚମକର ଏକ ତୌର୍ଯ୍ଯତ୍ରିକ ଉଦ୍ଭାସକୁ ଜାଣିବା ପାଇଁ ...
26/03/2025

‘ଝଡ଼ର ଗଜଲ୍‍’ ଏବେ ବାଟାେଇ ହବ୍ ରେ ଉପଲବ୍ଧ । ଓଡ଼ିଆ ଗଜଲ୍ ଓ ଗୀତିକବିତାର ଚାହାଣି, ଚଳଣି ଓ ଚମକର ଏକ ତୌର୍ଯ୍ଯତ୍ରିକ ଉଦ୍ଭାସକୁ ଜାଣିବା ପାଇଁ କ୍ଲିକ୍ କରନ୍ତୁ: https://hub.batoi.com/viswamukti/publication/jhadara-gajal-66334f5c25e88 #ଝଡ଼ରଗଜଲ୍‍ #କବିତା #ଗଜଲ୍ #ଓଡ଼ିଆସାହିତ୍ୟ #ଓଡ଼ିଆ_ଗଜଲ୍ #ଓଡ଼ିଆ_ସାହିତ୍ୟ

ସୁନାମଧନ୍ଯା ଲେଖିକା ତଥା ସାହିତ୍ଯିକା ଅର୍ଚ୍ଚନା ନାୟକଙ୍କ ରଚିତ 'ରାଗଚନ୍ଦ୍ରିକା' ଏବେ ବାଟୋଇ ହବ୍ ରେ ଉପଲବ୍ଧ । ୧୯୮୫ ମସିହାରୁ ୨୦୦୦ ମସିହା...
25/03/2025

ସୁନାମଧନ୍ଯା ଲେଖିକା ତଥା ସାହିତ୍ଯିକା ଅର୍ଚ୍ଚନା ନାୟକଙ୍କ ରଚିତ 'ରାଗଚନ୍ଦ୍ରିକା' ଏବେ ବାଟୋଇ ହବ୍ ରେ ଉପଲବ୍ଧ । ୧୯୮୫ ମସିହାରୁ ୨୦୦୦ ମସିହା ମଧ୍ୟରେ କଥାଶିଳ୍ପୀ ଅର୍ଚ୍ଚନା ନାୟକଙ୍କ ପ୍ରକାଶିତ "କେତେଦୃଶ୍ୟ", "କୁହୁଡ଼ି ପକ୍ଷୀ" ଓ "ସ୍ୱପ୍ନ ଗୋଧୂଳି" ପ୍ରଭୃତି ତିନୋଟି ଗଳ୍ପ ସଂକଳନର ଏକତ୍ର ସଂକଳନ ହେଉଛି "ରାଗଚନ୍ଦ୍ରିକା" । ଏହି ସଂକଳନଟି'କୁ ପଢିବା ପାଇଁ କ୍ଲିକ୍ କରନ୍ତୁ: https://hub.batoi.com/archananayak/publication/rag-chandrika-666ae331490ec #ରାଗଚନ୍ଦ୍ରିକା #ଅର୍ଚ୍ଚନାନାୟକ #ଗଳ୍ପ #ସୃଜନ #ଓଡ଼ିଆସାହିତ୍ଯ

ଏମ୍‌.ଏ. ୱହିଦଙ୍କ ରଚିତ ତଥା ବିଶ୍ବମୁକ୍ତି ପ୍ରକାଶନ ଦ୍ବାରା ପ୍ରକାଶିତ ପୁସ୍ତକ ‘ଗଦ୍ୟାନୁରାଗ’ ଏବେ ବାଟାେଇ ହବ୍ ରେ ଉପଲବ୍ଧ । ବିବିଧ ରଚନାତ୍...
24/03/2025

ଏମ୍‌.ଏ. ୱହିଦଙ୍କ ରଚିତ ତଥା ବିଶ୍ବମୁକ୍ତି ପ୍ରକାଶନ ଦ୍ବାରା ପ୍ରକାଶିତ ପୁସ୍ତକ ‘ଗଦ୍ୟାନୁରାଗ’ ଏବେ ବାଟାେଇ ହବ୍ ରେ ଉପଲବ୍ଧ । ବିବିଧ ରଚନାତ୍ମକ କାର୍ଯ୍ୟର ଅଭିଜ୍ଞତା, ଶିକ୍ଷାଦାନ କ୍ଷେତ୍ରରେ କଳା - କୌଶଳର ପ୍ରୟୋଗ କ୍ଷେତ୍ର ତଥା ପ୍ରବନ୍ଧ, ଜୀବନୀ, ଭ୍ରମଣକାହାଣୀ, ଗଳ୍ପ ଆଦିର ସମାବେଶକୁ ପଢିବା ପାଇଁ କ୍ଲିକ୍ କରନ୍ତୁ: https://hub.batoi.com/viswamukti/publication/gadyanuraga-675ec720bd3a9

ବିଶ୍ବମୁ୍କ୍ତି ପତ୍ରିକାର 'ଫେବୃଆରୀ - ମାର୍ଚ୍ଚ ୨୦୨୧' ସଂଖ୍ଯା ଏବେ ବାଟାେଇ ହବ୍ ରେ ଉପଲବ୍ଧ । କୋଭିଡ୍‍-୧୯ ସ୍ୱତନ୍ତ୍ର ସଂଖ୍ଯା ରୂପେ ପ୍ରକାଶ...
21/03/2025

ବିଶ୍ବମୁ୍କ୍ତି ପତ୍ରିକାର 'ଫେବୃଆରୀ - ମାର୍ଚ୍ଚ ୨୦୨୧' ସଂଖ୍ଯା ଏବେ ବାଟାେଇ ହବ୍ ରେ ଉପଲବ୍ଧ । କୋଭିଡ୍‍-୧୯ ସ୍ୱତନ୍ତ୍ର ସଂଖ୍ଯା ରୂପେ ପ୍ରକାଶିତ ଏହି ସଂଖ୍ଯାଟିକୁ ପଢିବା ପାଇଁ କ୍ଲିକ୍ କରନ୍ତୁ: https://bit.ly/4iEjMgq

ବିଶ୍ବମୁ୍କ୍ତି ପତ୍ରିକାର ‘ଅଗଷ୍ଟ - ସେପ୍ଟେମ୍ବର ୨୦୨୧’ ସଂଖ୍ଯା ଏବେ ବାଟାେଇ ହବ୍ ରେ ଉପଲବ୍ଧ । ପତ୍ରିକାର ୨୬ତମ ବାର୍ଷିକ ବିଶେଷାଙ୍କ ରୂପେ ପ...
20/03/2025

ବିଶ୍ବମୁ୍କ୍ତି ପତ୍ରିକାର ‘ଅଗଷ୍ଟ - ସେପ୍ଟେମ୍ବର ୨୦୨୧’ ସଂଖ୍ଯା ଏବେ ବାଟାେଇ ହବ୍ ରେ ଉପଲବ୍ଧ । ପତ୍ରିକାର ୨୬ତମ ବାର୍ଷିକ ବିଶେଷାଙ୍କ ରୂପେ ପ୍ରକାଶିତ ଏହି ସଂଖ୍ଯାଟିକୁ ପଢିବା ପାଇଁ କ୍ଲିକ୍ କରନ୍ତୁ: https://bit.ly/3DZLjtJ

ବିଶ୍ବମୁ୍କ୍ତି ପତ୍ରିକାର 'ଅକ୍ଟୋବର - ନଭେମ୍ବର ୨୦୨୧' ସଂଖ୍ଯା ଏବେ ବାଟାେଇ ହବ୍ ରେ ଉପଲବ୍ଧ । ୨୦୨୧ ବର୍ଷର ଶାରଦୀୟ ସଂଖ୍ଯାଟିକୁ ପଢିବା ପାଇ...
19/03/2025

ବିଶ୍ବମୁ୍କ୍ତି ପତ୍ରିକାର 'ଅକ୍ଟୋବର - ନଭେମ୍ବର ୨୦୨୧' ସଂଖ୍ଯା ଏବେ ବାଟାେଇ ହବ୍ ରେ ଉପଲବ୍ଧ । ୨୦୨୧ ବର୍ଷର ଶାରଦୀୟ ସଂଖ୍ଯାଟିକୁ ପଢିବା ପାଇଁ କ୍ଲିକ୍ କରନ୍ତୁ: https://bit.ly/42duIMi

ଅଧିକାରୀ ସ୍ୱାଇଁଙ୍କ ରଚିତ ତଥା ବିଶ୍ବମୁକ୍ତି ପ୍ରକାଶନ ଦ୍ବାରା ପ୍ରକାଶିତ କବିତା ସଂକଳନ ‘ମହ୍ଲାର’ ଏବେ ବାଟାେଇ ହବ୍ ରେ ଉପଲବ୍ଧ । କବିତାର ଭା...
18/03/2025

ଅଧିକାରୀ ସ୍ୱାଇଁଙ୍କ ରଚିତ ତଥା ବିଶ୍ବମୁକ୍ତି ପ୍ରକାଶନ ଦ୍ବାରା ପ୍ରକାଶିତ କବିତା ସଂକଳନ ‘ମହ୍ଲାର’ ଏବେ ବାଟାେଇ ହବ୍ ରେ ଉପଲବ୍ଧ । କବିତାର ଭାବ ଓ ଭାବନା, ତାଳ, ଲୟ, ଶବ୍ଦ, ମାଧୁର୍ଯ୍ୟକୁ ଉପଭୋଗ କରିବା ପାଇଁ କ୍ଲିକ୍ କରନ୍ତୁ: https://hub.batoi.com/viswamukti/publication/malhar-6657032bdab0c #ମହ୍ଲାର #କବିତା #ଓଡ଼ିଆସାହିତ୍ୟ

Address

421, Saheed Nagar
Bhubaneswar
751007

Alerts

Be the first to know and let us send you an email when Batoi Odia Press posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Batoi Odia Press:

Share