CStudios

CStudios Cstudios is a media channel. It is our humbel attempt to reach intended audience as a medium of news

13/06/2024

ଲୋକତନ୍ତ୍ର ରେ ବିରୋଧୀ ଦଳ କେବଳ ଲୋକଙ୍କ ସେବାରେ ମହତ୍ତ୍ୱପର୍ଣ୍ଣ ଭୂମିକାରେ ଥାଏ । ସେଥିପାଇଁ bjd ର ଭୂମିକା ର ଗୁରୁତ୍ଵ ବେଶୀ

12/06/2024

ମୁଁ କୋଉ ଦିନ ଶପଥ ନେବି କେହି କହୁନାହାନ୍ତି ।

12/06/2024

ଆମ ଓଡ଼ିଶାରେ ୯୯% ମୁସଲିମ ଭାଇଚାରା ସହିତ ରୁହନ୍ତି ଓ ସମସ୍ତେ ଦେଶ ପ୍ରେମୀ ।

11/06/2024

ପାଣ୍ଡୁ କଣ କଣ କଲ ତମେ , ତମ ପିଲା ପ୍ରବୃତ୍ତି ରେ ଡଙ୍ଗା ବୁଡ଼େଇ ଦେଲ ଗୋ

11/06/2024

ପଂଚମ ରେ ବୃହସ୍ପତି ଚଳନ ର ପ୍ରଭାବ ଠିକ୍ ବାର ବର୍ଷ ଯାଏ ଚାଲେ ତାପରେ ପରିସ୍ଥିତି ଏମିତି ହୁଏ , ଅନୁଭୂତିର ଉକ୍ତି

BFF
10/06/2024

BFF

10/06/2024

ଏତେ ବର୍ଷର ଅପରାଜୟୀ ଦଳ ଥରେ ପରାଜୟ ହେଇଚି ତଥାପି 51 ଆସନର ବଡ ବିରୋଧୀଦଳ । ବହୁତ୍ କିଛି ହେଇ ପାରିବ କିନ୍ତୁ ଏମାନେ କାନ୍ଦିକି ମଲେଣି

09/06/2024

ଏତେ ଭଲପାଇବା କୋଉ ସମ୍ପର୍କରେ ଥାଏ ଝିଅ ଜ୍ୟାଇଁ ନା ପୁଅ ବୋହୂ ?

06/06/2024

Bjd କହିଲା 100ୟୁନିଟ free
Bjp 300ୟୁନିଟ୍ free
Total electricbala ଗୋଟେ ଘଣ୍ଟା ହେଲା କରେଣ୍ଟ କାଟିଦେଲେ

06/06/2024

ସବୁ ଓଡ଼ିଆ IAS ମାନଙ୍କ ମିଳିତ ଉଦ୍ୟମରେ ଏହା ସମ୍ଭବ ହେଇଚି କିନ୍ତୁ ମୂଷା କେଞ୍ଚେ ପାଇନି ।

ଟିକେଟ ମିଳିଗଲା 😃😃ଧନ୍ୟବାଦ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ
13/03/2024

ଟିକେଟ ମିଳିଗଲା 😃😃
ଧନ୍ୟବାଦ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ

Address

Centurion University Bhubaneswar
Bhubaneswar
752050

Alerts

Be the first to know and let us send you an email when CStudios posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to CStudios:

Share