Mastermind Media Solutions

Mastermind Media Solutions Your Trusted Partner for Event & Media Management ,Media Registration Service Unit (under government of India).

We provide Film Promotion service,Digital content for OTT & Digital Channel Logo,Gfx,Montage,Studio setup,Lights with Sound equipment.

ଓଡ଼ିଆ ନବବର୍ଷ ଅବସରରେ ନୂଆ ଓଡ଼ିଆ ସିନେମା ନିଶ୍ଚୟ ଦେଖିବା। ଆମ ସିନେମା -ଆମ ଗର୍ବ।
14/04/2026

ଓଡ଼ିଆ ନବବର୍ଷ ଅବସରରେ ନୂଆ ଓଡ଼ିଆ ସିନେମା ନିଶ୍ଚୟ ଦେଖିବା। ଆମ ସିନେମା -ଆମ ଗର୍ବ।

Preserve Your Legacy: Custom 20-Page Family Tree Booklets (ଆପଣଙ୍କ ପରିଚୟ -ଆଗାମୀ ପିଢ଼ିର ସମ୍ପତି )ବିବାହ, ବ୍ରତ ଏଵଂ ଶ୍ରାଦ୍ଧ କାର...
12/04/2026

Preserve Your Legacy: Custom 20-Page Family Tree Booklets

(ଆପଣଙ୍କ ପରିଚୟ -ଆଗାମୀ ପିଢ଼ିର ସମ୍ପତି )

ବିବାହ, ବ୍ରତ ଏଵଂ ଶ୍ରାଦ୍ଧ କାର୍ଯ୍ୟ ପାଇଁ ଆପଣଙ୍କ ବଂଶାବଳୀ,ଗୋତ୍ର, ତିନିପୁରୁଷ ବାପା, ଶଶୁର ଘର ବିବରଣୀ ସହିତ ଅଜା ଘରର ସମ୍ପୂର୍ଣ୍ଣ ବିବରଣୀ (ଫଟୋ ଯଦି ଥାଏ )୨୦ ପୃଷ୍ଠା ରେ ରଙ୍ଗୀନ ବହିରେ ଦିଆଯିବ)
----

Ever wonder about your roots? A Family Tree is more than just names; it’s a vital roadmap for you and a priceless gift for the next generation.

We specialize in crafting professional, 20-page family history booklets that document your heritage forever.

Don't let your history fade. Start your family booklet today!

Contact :-
-------------
Shyama Prasad Mishra
Managing Director
MASTERMIND MEDIA SILUTIONS (Regd under msme and GST)
M-9777588881
[email protected]
[email protected]

GOLDEN CHANCE FOR STUDENTS (Age 10–25) 🎓 Guided by an Internationally Acclaimed English Tutor--------Unlock your potenti...
20/03/2026

GOLDEN CHANCE FOR STUDENTS (Age 10–25)

🎓 Guided by an Internationally Acclaimed English Tutor
--------
Unlock your potential :
Spoken English – Two Weeks Summer Crash Course

Course Duration: 11th April to 3rd May

Classes: Every Saturday Evening & Sunday Morning

✨ Improve your communication skills
✨ Boost confidence in speaking English
✨ Learn in a fun and interactive environment

👉 Don’t miss this fantastic learning journey!

👉 Limited seats available – Enroll now!
































Three Cinemas. Three Different Genres. One Powerful Promise — Pure Entertainment for the Odia AudienceRead the Morning E...
23/01/2026

Three Cinemas.
Three Different Genres. One Powerful Promise — Pure Entertainment for the Odia Audience

Read the Morning Edition of Breaking News and stay updated on the latest buzz around upcoming Odia cinemas.







ଷ୍ଟୁଡିଓ 3sixty5 ବ୍ୟାନରରେ ନିର୍ମିତ ବହୁପ୍ରତୀକ୍ଷିତ ଓଡ଼ିଆ ଚଳଚ୍ଚିତ୍ର "ଅପେକ୍ଷା"ର ଅଡିଓ ଏବଂ ଟ୍ରେଲର ଲୋକାର୍ପଣ ଉତ୍ସବ ପ୍ରେସ କ୍ଲବରେ ବହ...
23/01/2026

ଷ୍ଟୁଡିଓ 3sixty5 ବ୍ୟାନରରେ ନିର୍ମିତ ବହୁପ୍ରତୀକ୍ଷିତ ଓଡ଼ିଆ ଚଳଚ୍ଚିତ୍ର "ଅପେକ୍ଷା"ର ଅଡିଓ ଏବଂ ଟ୍ରେଲର ଲୋକାର୍ପଣ ଉତ୍ସବ ପ୍ରେସ କ୍ଲବରେ ବହୁ ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି। ଏହି ଭବ୍ୟ କାର୍ଯ୍ୟକ୍ରମରେ ପ୍ରଥମେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା.ଓଡ଼ିଆ ଚଳଚ୍ଚିତ୍ର ଜଗତର ବିଶିଷ୍ଟ ପ୍ରଯୋଜକ ରମେଶ ବାରିକ ଶ୍ରୀଧର ମାର୍ଥା ଏଵଂ ହିନ୍ଦୁସ୍ଥାନ ଆଡ଼ଭରଟାଇଜିଙ୍ଗ ଏଜେନ୍ସୀ ର ନିର୍ଦେଶକ ସୁଜିତ କୁମାର ରାଉତ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଚଳଚ୍ଚିତ୍ରର ସଫଳତା କାମନା କରିବା ସହ ଟ୍ରେଲର ଏଵଂ ସଂଗୀତର ଉନ୍ନତମାନର ନିର୍ମାଣକୁ ପ୍ରଶଂସା କରିଥିଲେ।

ଡାକ୍ତର କେ. ତମନ୍ନାଙ୍କ ପ୍ରଯୋଜିତ ଏହି ଚଳଚ୍ଚିତ୍ରର କାହାଣୀ, ଚିତ୍ରନାଟ୍ୟ ଏବଂ ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଆନନ୍ଦ କୁମାର।

ଚଳଚ୍ଚିତ୍ରରେ ଯୁବ କଳାକାର ସାର୍ଥକ-ଶୁଭାଙ୍ଗୀ ଏବଂ ସୌମ୍ୟ-ବନ୍ଦନା ପ୍ରମୁଖ ଭୂମିକାରେ ଅଭିନୟ କରିଥିବା ବେଳେ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ଚୌଧୁରୀ ବିକାଶ ଦାସ, ପ୍ରଦୀପ ଦେବତା, ଶକ୍ତି ବରାଳ, ପୁଷ୍ପା ପଣ୍ଡା, ଅଲିଭା ଦାଶ, ଐଶ୍ଵର୍ୟା ଏବଂ ଗୁଡୁଙ୍କ ଭଳି ଅନେକ ଜଣାଶୁଣା କଳାକାରମାନେ ନଜର ଆସିବେ।

ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ବୈଦ୍ୟନାଥ ଦାଶ।
ଗୀତ ଗୁଡିକୁ ଲେଖିଛନ୍ତି ଡ଼ ନିର୍ମଳ ନାୟକ, ଅରୁଣ ମନ୍ତ୍ରୀ ଏଵଂ ନିର୍ମଳ ପ୍ରିୟଶିଷ.ଏଥିରେ ଚିରାଗଦୀପ ପଣ୍ଡା, ହ୍ୟୁମାନ ସାଗର, ଅସୀମା ପଣ୍ଡା, ଇପସିତା ସାହୁ ଏବଂ ଉମାକାନ୍ତ ବାରିକଙ୍କ ଭଳି ଲୋକପ୍ରିୟ କଣ୍ଠଶିଳ୍ପୀମାନେ ଗୀତ ଗାଇଛନ୍ତି।

ଚଳଚ୍ଚିତ୍ରର ସଂଳାପ ଆଶୁତୋଷ ବାରିକ ଲେଖିଥିବା ବେଳେ ଚିତ୍ରୋତ୍ତୋଳନ ଅଜିତ ଦାଶ କରିଛନ୍ତି। ସମ୍ପାଦନା ଦାୟିତ୍ୱରେ ରଞ୍ଜନ ଖଟେଇ ଏବଂ ନୃତ୍ୟ ନିର୍ଦ୍ଦେଶନାରେ ବବି ଇସଲାମ ଅଛନ୍ତି। ଶୈଳେନ୍ଦ୍ର ପରିଡାଙ୍କ ଦ୍ୱାରା ନିର୍ଦ୍ଦେଶିତ ଆକ୍ସନ ଦୃଶ୍ୟ ଏବଂ ସୃଜନ ଫିଲ୍ମସ୍ର ପୋଷ୍ଟ ପ୍ରଡକ୍ସନ ଚଳଚ୍ଚିତ୍ରକୁ ଅଧିକ ଆକର୍ଷଣୀୟ କରିଛି।

ଏହି ଅଡିଓ ଲୋକାର୍ପଣ ଉତ୍ସବ ରେ ପ୍ରଯୋଜକ ଡ଼.କେ. ତମନ୍ନା, ଫିଲ୍ମର କ୍ରିଏଟିଭ ପବ୍ଲିସିଟି ଡିଜାଇନର ଶ୍ୟାମା ପ୍ରସାଦ ମିଶ୍ର, ଚଳଚ୍ଚିତ୍ର ସାମ୍ବାଦିକ ହର ପ୍ରସାଦ ମହାପାତ୍ର ଙ୍କ ସମେତ ସମସ୍ତ କଳାକାର ଏଵଂ କଣ୍ଠଶିଳ୍ପୀ ତଥା ଟେକନିସିଆନ ମାନେ ଉପସ୍ଥିତ ଥିଲେ.
ତରଙ୍ଗ ମ୍ୟୁଜିକ ଏହାର ଗୀତ ପ୍ରସାରଣ କରୁଥିବା ବେଳେ ଅଳଙ୍କର ଚ୍ୟାନେଲ ସାଟେଲାଇଟ ରାଇଟ୍ସ ନେଇଛନ୍ତି.

ଚଳଚ୍ଚିତ୍ର ଅପେକ୍ଷା ଆସନ୍ତା ଫେବୃଆରୀ ୬ ତାରିଖ ଦିନ ମୁକ୍ତିଲାଭ କରିବ।

ଦଣ୍ଡ ନାଚ ଦକ୍ଷିଣ ଓଡ଼ିଶାର ଏକ ପବିତ୍ର ପରମ୍ପରା, ଯାହା ମା କାଳୀଙ୍କ ଆଶୀର୍ବାଦ ସହିତ ଜଡିତ। ଗଞ୍ଜାମ ସହିତ ଖୋର୍ଦ୍ଧା, ନୟାଗଡ଼, ଗଜପତି ଓ କନ୍...
23/01/2026

ଦଣ୍ଡ ନାଚ ଦକ୍ଷିଣ ଓଡ଼ିଶାର ଏକ ପବିତ୍ର ପରମ୍ପରା, ଯାହା ମା କାଳୀଙ୍କ ଆଶୀର୍ବାଦ ସହିତ ଜଡିତ। ଗଞ୍ଜାମ ସହିତ ଖୋର୍ଦ୍ଧା, ନୟାଗଡ଼, ଗଜପତି ଓ କନ୍ଧମାଳ ଅଞ୍ଚଳରେ ଏହି ପର୍ବ କେବଳ ଉତ୍ସବ ନୁହେଁ, ଏହା ଆମର ଭାବନା ଓ ଆସ୍ଥା।

ଦଣ୍ଡୁଆମାନଙ୍କ କଷ୍ଟ ଓ ତ୍ୟାଗ ସହିତ ମାଆ ଙ୍କ ଅପାର ଆଶୀର୍ବାଦ ଏହି ପରମ୍ପରାକୁ ଜୀବନ୍ତ ରଖିଛି। ମାଆ ଦଣ୍ଡକାଳୀଙ୍କ ଉପରେ ଆଧାରିତ “ଦଣ୍ଡକାଳୀ” ଚଳଚ୍ଚିତ୍ର ହେବା ମା’ଙ୍କ ଅସୀମ କୃପାର ଫଳ।

ମା’ଙ୍କ ଆଶୀର୍ବାଦରେ Rajashree Cine Crafts ସାରା ଓଡ଼ିଶା ସହ ଦେଶ-ବିଦେଶର ଦର୍ଶକଙ୍କ ପାଇଁ ଏକ ସୁନ୍ଦର ଚଳଚ୍ଚିତ୍ର ନେଇ ଆସୁଛି।

ସରସ୍ୱତୀ ପୂଜା ଅବସରରେ ପ୍ରଯୋଜନା ସଂସ୍ଥାକୁ ଅନେକ ଶୁଭେଚ୍ଛା।
ସମସ୍ତଙ୍କର ମଙ୍ଗଳ ହେଉ 🙏

Contact for Your dream event.We bring your celebrations to life!Pre wedding WeddingCorporate eventsNew year partyArtist ...
08/12/2024

Contact for Your dream event.

We bring your celebrations to life!

Pre wedding
Wedding
Corporate events
New year party
Artist Management

04/04/2024
ଓଡିଶା ରେ ପ୍ରତିଷ୍ଠିତ ଡିଜିଟାଲ ନ୍ୟୁଜ ଚ୍ୟାନେଲ ମାନେ ଧ୍ୟାନ ଦିୟନ୍ତୁ. କେନ୍ଦ୍ର ସରକାରଙ୍କ ନିୟମ ଅନୁଯାୟୀ ଆପଣଙ୍କ ଚ୍ୟାନେଲ ଆଇନଗତ ଭାବେ ପଞ...
10/03/2024

ଓଡିଶା ରେ ପ୍ରତିଷ୍ଠିତ ଡିଜିଟାଲ ନ୍ୟୁଜ ଚ୍ୟାନେଲ ମାନେ ଧ୍ୟାନ ଦିୟନ୍ତୁ. କେନ୍ଦ୍ର ସରକାରଙ୍କ ନିୟମ ଅନୁଯାୟୀ ଆପଣଙ୍କ ଚ୍ୟାନେଲ ଆଇନଗତ ଭାବେ ପଞ୍ଜିକରଣ ହେବା ସହିତ MIB କୁ ଆପଣଙ୍କ ନ୍ୟୁଜ ଚ୍ୟାନେଲ ସମ୍ପର୍କରେ ଜଣାଇବା ଜରୁରୀ.
ବେନିୟମ ଭାବେ ନ୍ୟୁଜ କରୁଥିବା ୟୁଟୁବ, ୱେବ ଚ୍ୟାନେଲ ମାନେ ନିଜ ଚ୍ୟାନେଲକୁ ପଞ୍ଜିକୃତ କରାଇ ସମ୍ମାନର ସହିତ ରିପୋର୍ଟିଂ କରନ୍ତୁ.
ଅଧିକ ଜାଣିବା ପାଇଁ ଏହି ନମ୍ବର ରେ ସୋମବାର ଠାରୁ ଶନିବାର ମଧ୍ୟରେ ଫୋନ କରନ୍ତୁ ଅଥବା WHATSAPP ରେ ଜଣାନ୍ତୁ.
ଅଧିକ ଜାଣିବା ପାଇଁ ଆମକୁ ତୁରନ୍ତ ଯୋଗାଯୋଗ କରନ୍ତୁ.

MASTERMIND MEDIA SOLUTIONS
Odisha
M-7894946332,9348215419
Regn(Govt of India)-UDYAM-OD-19-0074318
GSTIN - 21ABZFM7734R1Z7

Address

Plot No-89/1243, Laxmisagar-2, Unit-9 Road
Bhubaneswar
751006

Opening Hours

Monday 10am - 7pm
Tuesday 10am - 7pm
Wednesday 10am - 7pm
Thursday 10am - 7pm
Friday 10am - 7pm
Saturday 10am - 7pm

Website

Alerts

Be the first to know and let us send you an email when Mastermind Media Solutions posts news and promotions. Your email address will not be used for any other purpose, and you can unsubscribe at any time.

Share

Category