OMMTV INDIA

OMMTV INDIA Ltd. Description of MD(Mr. He has successfully carried out 15 film choreography and direction in Odiya cinema

Ommtv Digital & Kalinga Vikas Newspaper a Part of Kalinga Cine Arts Foundation & NBPC , It's MIB, RNI & PRGI Approved Media House www.ommtv.in - top one WebPortal in Odisha, AI Radio FM , Mob App also, Head office Bhubaneswar
Ommtv Media Pvt. Madhu), He completed Master in Journalism & Mass Communication & MSW at IGNOU & Shreedhar university In the mean time and also propelled him to move to Bomb

ay to learn choreography & film making from the then popular Guru Ganesh Acharya.After his return he started his career in more than 800 albums in Odiya & other languages.

18/02/2025

ବାଘ ନାଟ..

18/02/2025

18/02/2025

ପ୍ରେମ ଦିବସ...

18/02/2025

ଉପାନ୍ତ ଇଲାକାରେ ପୋଢ଼ ମରା ଯାତ୍ରା ମହା ଆଡ଼ମ୍ବରରେ ଅନୁଷ୍ଠିତ ହୋଇ ଯାଇଅଛି
କଳାହାଣ୍ଡି ଜିଲ୍ଲା, ଲାଞ୍ଜିଗଡ ବ୍ଲକ ଜଗନ୍ନାଥ ପୁର ପଞ୍ଚାୟତ ଅନ୍ତର୍ଗତ ବଳଭଦ୍ର ପୁର ଗ୍ରାମରେ ଆଜି ସକାଳ 10 ଘଣ୍ଟା ସମୟରେ ପୋଢ଼ ମରା ପର୍ବ ଅନୁଷ୍ଠିତ ହୋଇଯାଇଅଛି I ଏହି ପୋଢ଼ ମରା ପର୍ବ ତିନି ବର୍ଷରେ ଥରେ ପାଳନ କରାଯାଇଥାଏ ଏହା କାହିଁ ପ୍ରାଚୀନ କାଳରୁ ଚାଲି ଆସିଅଛି ଏହି ପର୍ବ ପ୍ରାଚୀନ କାଳରୁ ଆଦିବାସୀ ସମ୍ପ୍ରଦାୟ ମାନେ ବୋହୁତ ଧୁମ ଧାମରେ ପାଳନ କରି ଆସୁଛନ୍ତି I ଏହି ପର୍ବ ପୋଢ଼ ମାରିବା ତିନି ଦିନ ପୂର୍ବରୁ ସେହି ଆଦିବାସୀ ଗ୍ରାମବାସୀ ନିଖୁଣ ପୋଢ଼ ଗୋଟେ ଆଣି ନିଜ ଗ୍ରାମର ଧରଣୀ ଦେବତାଙ୍କୁ କାଳିସୀ ଲାଗି ପୋଢ଼କୁ ମୋନାନୀତ କରଥାନ୍ତି I ତାପରେ ଦୁଇ ଦିନ ପୁରିବ ବା ତିନିଦିନ ସକାଳ 10 ଘଣ୍ଟା ସମୟ ଭିତରେ ପୋଢ଼ ଟିକୁ ଧରଣୀ ଦେବତା ଘରେ ବଳି ଦିଆଯାଇଥାଏ I ଆଜି ଏହି କାର୍ଯ୍ୟକ୍ରମରେ ଲାଞ୍ଜିଗଡ ରାଜା ସୁରେନ୍ଦ୍ର ପ୍ରତାପ ସିଂ ଦେଓ, ଶ୍ରୀଧର ପେଷିନିଆ,ଦିଶାରୀ ଗୋପାଳ ପାତ୍ର ଓ ଲାଞ୍ଜିଗଡ ବ୍ଲକର ହଜାର ହଜାର ସଂଖ୍ୟା ରେ ଆଦିବାସୀ ମହିଳା ଓ ପୁରୁଷ ଜମା ହେଇଥିଲେ I ବଳଭଦ୍ର ପୁର ଗ୍ରାମର ଆଦିବାସୀ ସମାଜର ସଭାପତି ସୁବାଷ ଶୃଗାଳ,ସମ୍ପାଦକ ବାମ ଦେବ ମାଝୀ ଓ ଗ୍ରାମର ଯୁବକ ସଂଘ ଏବଂ ଲାଞ୍ଜିଗଡ ପୋଲିସ ବାହିନୀ ଶାନ୍ତି ଶୃଙ୍ଖଳା ସହିତ ଯାତ୍ରାଟି ସମାପ୍ତ ହୋଇଥିଲା I On the subdiament floor and water died held in great agders i
Twelve, Danagod Block Jagnata studies in the ancient traditional woman in the morning I celebrate in 10 hours of tallarship
It's coming three over three more days ago with the three days ago bring duar tear in the middle of the thirteen walle in the 10 hours of polpur in the period of the morning to the two days of thunder of the threads.
LANE DEO, Jorban Parks, seven thousand goats and men of physician groups of thousands of courtyards and the journey of thousands of thousands of journeys were completed with peace and Daddy.
I

17/02/2025

ଧାରା ପଡିଲା ମୁଖ୍ୟ

17/02/2025

ପୁଲିସ ବଢିଆ କରିଛି

17/02/2025

ଭୁବନେଶ୍ଵର ଉପକଣ୍ଠ ଅଟଳା ଗଡାରେ ଏନ କାଉଣ୍ଟର

ବାଲିଅନ୍ତା ଥାନା ଅଧିକାରୀଙ୍କ ନେତୃତ୍ବରେ ରବିବାର ରାତି ପ୍ରାୟ ତିନିଟା ସମୟରେ ଡକାୟତି ବିରୁଦ୍ଧରେ ପାଟ୍ରୋଲିଂ କରୁଥିବା ସମୟରେ ଅଟଳା ନିକଟରେ ଏକ ବାଇକ ଗ୍ୟାଙ୍ଗ ମୁହଁରେ ମାସ୍କ ଲଗାଇ ଯାଉଥିବା ସମୟରେ ପୋଲିସ ଗାଡ଼ିର ସମ୍ମୁଖୀନ ହୋଇଥିଲେ|ବିଭିନ୍ନ ସ୍ଥାନରେ ହେଉଥିବା ଆପର୍ଟମେଣ୍ଟ ଲୁଟପାଟ ଡକାୟତି ଘଟଣାରେ ସନ୍ଦେହ କରି ପିଛା କରିବାରୁ ସେମାନେ ପୋଲିସ ଉପରକୁ ଗୁଳି ଚାଳନା କରିଥିଲେ|ଆତ୍ମରକ୍ଷା ପାଇଁ ପୋଲିସ ନିୟନ୍ତ୍ରଣ ଧିନ ଗୁଳି ଚାଳନା କରିଥିଲେ|ଅଭିଯୁକ୍ତର ବାମ ଗୋଡ଼ରେ ଗୁଳି ବାଜିବା ପରେ ପୋଲିସ କାବୁ କରିବା ସହ ତୁରନ୍ତ କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲେ ସେଠାରୁ ତାଙ୍କୁ ଏମ୍ସ କୁ ସିଫ୍ଟ କରାଯାଇଛି |ପୋଲିସର ପ୍ରାଥମିକ ତଦନ୍ତ ରୁ ଏହା ବାହାର ରାଜ୍ୟର ଗ୍ୟାଙ୍ଗ ଥିଲା ଏହାର ମୁଖ୍ୟ ଅଭିଯୁକ୍ତ ଧର ଜିଲ୍ଲାର ଅର୍ଜୁନ ଅନାର ବୋଲି ଥାନା ଅଧିକାରୀ ରବୀନ୍ଦ୍ର ନାଥ ମେହେର ସୂଚନା ଦେଇଛନ୍ତି |ଘଟଣା ସ୍ଥଳରେ ବରିଷ୍ଠ ଅଧିକାରୀ ମାନେ ପହଞ୍ଚିବା ସହ ଅନୁସନ୍ଧାନ କରୁଥିବା ସୂଚନା ମିଳିଛି / counteris in Bhubaneswar Subarious
The police robbed the mask in the pittage of Sunday on the leading of the Baliaya of Sabahow in the Earcasion. The Patter in the pottom.
Granted shooting
|

16/02/2025

ପଟିଆ #ସରସ୍ବତୀ_ଇଣ୍ଟରନ୍ୟାସନାଲ_ସ୍କୁଲ ବାର୍ଷିକ ଉତ୍ସବ

 #ଜୟଗୁରୁ..ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଙ୍କ ୧୩୭ ତମ ଜନ୍ମ ମହା ମହୋତ୍ସବ ତତ୍ ସହ ସତସଙ୍ଗ ବିହାର ଭୁବନେଶ୍ୱର ଶ୍ରୀ ବିଗ୍ର...
16/02/2025

#ଜୟଗୁରୁ..ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଙ୍କ ୧୩୭ ତମ ଜନ୍ମ ମହା ମହୋତ୍ସବ ତତ୍ ସହ ସତସଙ୍ଗ ବିହାର ଭୁବନେଶ୍ୱର ଶ୍ରୀ ବିଗ୍ରହ ୩୦ ତମ ପ୍ରତିଷ୍ଠା ମହା ମହୋତ୍ସବ
ସ୍ଥାନ:- ଜନତା ମଇଦାନ,ଭୁବନେଶ୍ୱର.

16/02/2025

#ମେରାମୁଁଣ୍ଡଳୀ ପୋଷ୍ଟ ଓଫିସ ରେ ଏକ ମଦ୍ୟପ ବ୍ୟକ୍ତିର ଉନୃପ୍ଟ କାଣ୍ଡ ... ଜିଲ୍ଲାର ଓଡ଼ାପଡ଼ା ତହସିଲ ଅନ୍ତର୍ଗତ ମେରା ମଣ୍ଡଳୀ ବଜାର ଷ୍ଟିତ ପୋଷ୍ଟ ଅଫିସ ନିକଟରେ ଏକ ମଦ୍ୟପ ବ୍ୟକ୍ତି ଆସି ଉନୁପ୍ଟ କାଣ୍ଡ ଘଟାଇ ଅଛି।ସୂଚନା ସେ ବ୍ୟକ୍ତି ଜଣଙ୍କ ନିଜର ସୁକନ୍ୟା ଖାତା ରେ ଟଙ୍କା ଦିପୋଜିଟ କୁ ନେଇ ମଦ ପିଇ କରି ଆସି ପୋଷ୍ଟ ମାଷ୍ଟର ଙ୍କୁ ଅଭଦ୍ର ଵ୍ୟବ ହାର କରିବାର ଦେଖିବାକୁ ମିଳିଛି। ଏଥିପାଇଁ ଅନେକ ଗ୍ରାହକ ପୋଷ୍ଟ ଅଫିସ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡ଼ିଥିଲା। ତେଣୁ ଗ୍ରାହକ ମାନେ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି।ଅନେକ ସମୟ ରେ ମଧ୍ୟ ପୋଷ୍ଟ ଅଫିସ ଲାଇନ୍ ନ ରହିବାରୁ ଦୂର,ଦୁରାନ୍ତରୁ ଗ୍ରାହକ ଆସି , ଅସୁ ବିଧା ସମ୍ମୁଖୀନ ହୁଅନ୍ତି।ତେଣୁ ପୋଷ୍ଟ ଅଫିସ ରେ ଗ୍ରାହକ ପାଇ ଯଦି ଜେଲେଟ୍ର ବା ଅନ୍ୟ ଇନେଭଟର ସୁବିଧା ରୁହନ୍ତି,ତେବେ ଗ୍ରାହକ ମାନେ ସୁବିଧାରେ କାର୍ଯ୍ୟ ସାରି ଫେରି ପାରନ୍ତେ।

ମୁଁ  #କଳିଙ୍ଗ_ବିକାଶ ଆସୁଛି ଆପଣଙ୍କ ପାଖକୁ, ଖୁବ ଶୀଘ୍ର, ସବୁ ଅପେକ୍ଷାର ଅନ୍ତକରି... ଆପଣଙ୍କ ଆଶୀର୍ବାଦ ଭିକ୍ଷାକରୁଛି.. ଜୟ  #ଜଗନ୍ନାଥ    ...
16/02/2025

ମୁଁ #କଳିଙ୍ଗ_ବିକାଶ ଆସୁଛି ଆପଣଙ୍କ ପାଖକୁ, ଖୁବ ଶୀଘ୍ର, ସବୁ ଅପେକ୍ଷାର ଅନ୍ତକରି... ଆପଣଙ୍କ ଆଶୀର୍ବାଦ ଭିକ୍ଷାକରୁଛି.. ଜୟ #ଜଗନ୍ନାଥ

www.ommtv.in ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ବାୟୋଗ୍ରାଫି ଉନ୍ମୋଚିତଏହି ପୁସ୍ତକର ଗ୍ରାଣ୍ଡ ଲଂଚ ଇଭେଂଟକୁ ମିଳିଛି ଉତ୍ସାହଜନକ ପ୍ରତିକ୍ରିୟାଭ...
16/02/2025

www.ommtv.in ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ବାୟୋଗ୍ରାଫି ଉନ୍ମୋଚିତ
ଏହି ପୁସ୍ତକର ଗ୍ରାଣ୍ଡ ଲଂଚ ଇଭେଂଟକୁ ମିଳିଛି ଉତ୍ସାହଜନକ ପ୍ରତିକ୍ରିୟା
ଭୁବନେଶ୍ୱର : ଓଡିଶାର ଲୋକପ୍ରିୟ ସୁପରଷ୍ଟାର, ଯୁବ ଆଇକନ ତଥା ପ୍ରଭାବଶାଳୀ ରାଜନେତା ଶ୍ରୀ ଅନୁଭବ ମହାନ୍ତିଙ୍କୁ ତାଙ୍କର ବହୁପ୍ରତିକ୍ଷୀତ ବାୟୋଗ୍ରାଫିର ବିଶାଳ ଉନ୍ମୋଚନ ସହ ସମ୍ମାନିତ କରାଯାଇଛି । ଭୁବନେଶ୍ୱରର ହୋଟେଲ ସ୍ୟାଣ୍ଡିସ୍ ଟାୱାରଠାରେ ଆୟୋଜିତ ଏହି ଲଂଚ ଇଭେଂଟରେ ଚଳଚିତ୍ର ଓ ସାହିତ୍ୟ ଜଗତ ଏବଂ ରାଜନୈତିକ ମହଲର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ବେଶ ସଫଳ ହୋଇଥିଲା ଏବଂ ଏହି ଅବସରରେ ଅନୁଭବ ମହାନ୍ତିଙ୍କ ଉଲ୍ଲେଖନୀୟ ଜୀବନ ଓ କ୍ୟାରିୟରକୁ ପ୍ରଶଂସା କରାଯାଇଥିଲା ।
ଟାଇମପାସ ପବ୍ଲିକେସନ ଦ୍ୱାରା ପ୍ରକାଶିତ ଏହି ବାୟୋଗ୍ରାଫିର ରଚନା କରିଛନ୍ତି ଜାଗୃତି ଶୁକ୍ଳା । ଯେବେକି ସ୍ୱର୍ଗତଃ ଅସ୍ତିତ୍ୱ ଏହାର ସହ-ରଚନା କରିଥିବା ବେଳେ ମାନସ ପଢିଆରୀ ଏହାର ଓଡିଆ ସଂସ୍କରଣ ଅନୁବାଦ କରିଛନ୍ତି । ଓଡିଶା ଚଳଚିତ୍ର ଶିଳ୍ପରେ ତାଙ୍କର ପ୍ରାଧାନ୍ୟତାଠାରୁ ଆରମ୍ଭ କରି ତାଙ୍କର ପ୍ରଭାବଶାଳୀ ରାଜନୈତିକ କ୍ୟାରିୟର ଏବଂ ଓଡିଶା ତଥା ରାଜ୍ୟବାସୀଙ୍କ ପାଇଁ ତାଙ୍କର ଦୃଢ ନିଷ୍ଠା ପର୍ଯ୍ୟନ୍ତ, ଏହି ବାୟୋଗ୍ରାଫି ଅନୁଭବ ମହାନ୍ତିଙ୍କ ପ୍ରେରଣାଦାୟୀ ଯାତ୍ରା ଉପରେ ଗଭୀର ଦୃଷ୍ଟିକୋଣ ପ୍ରଦାନ କରିଛି । ଏହି ପୁସ୍ତକ ଅନୁଭବ ମହାନ୍ତିଙ୍କ ସ୍ୱର୍ଗୀୟ ପିତା ପ୍ରଫେସର ଶ୍ରୀ ଅଭୟ କୁମାର ମହାନ୍ତିଙ୍କ ପ୍ରତି ଏକ ହୃଦୟସ୍ପର୍ଶୀ ଶ୍ରଦ୍ଧାଞ୍ଜଳି । ଏହି ଅବସରରେ ଅତିଥିମାନଙ୍କ ଗହଣରେ ପ୍ରକାଶକ ସରୋଜ ବଳ ମଧ୍ୟ ଉପସ୍ଥିତ ଥିଲେ ।
ଏହି ଅବସରରେ ମୁଖ୍ୟ ବକ୍ତା ଶ୍ରୀ ଦେବଦାସ ଛୋଟରାୟ ଶ୍ରୀ ମହାନ୍ତିଙ୍କ ପ୍ରଭାବର ଗଭୀରତା ଉପରେ ଆଲୋକପାତ କରି କହିଥିଲେ, “ଏହି ପୁସ୍ତକ କେବଳ ଏକ ଆତ୍ମଜୀବନୀ ନୁହେଁ ବରଂ ଓଡିଶା ସହ ତାଙ୍କର ନିଷ୍ଠାପରତା, ସମର୍ପଣ ଓ ଏକ ଅତୁଟ ବନ୍ଧନର ପ୍ରମାଣ ଅଟେ । ଜଣେ ସୁନାମଧନ୍ୟ ଲେଖକ, କବି ଓ ଗୀତିକାର ଶ୍ରୀ ଛୋଟ୍ରାୟ ଭବିଷ୍ୟତର ପିଢିଙ୍କୁ ଅନୁପ୍ରାଣିତ କରିବା ପାଇଁ ପ୍ରଭାବଶାଳୀ ବ୍ୟକ୍ତିମାନଙ୍କ ଯାତ୍ରାର ଦସ୍ତାବିଜକରଣର ମହତ୍ୱକୁ ଆଲୋକପାତ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଚଳଚିତ୍ର ଓ ସାହିତ୍ୟ ଜଗତର ପ୍ରତିଷ୍ଠିତ ବ୍ୟକ୍ତିବିଶେଷ, ରାଜନେତା ଓ ପ୍ରଶଂସକମାନେ ଅଂଶଗ୍ରହଣ କରିଥିଲେ । ହୃଦୟସ୍ପର୍ଶୀ ଅଭିଭାଷଣ, ଆଲୋଚନା ଓ ଅନୁଭବ ମହାନ୍ତିଙ୍କ ସ୍ୱର୍ଗୀୟ ପିତାଙ୍କ ପ୍ରତି ଏକ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜିଳୀ ସହିତ ଏହି ସନ୍ଧ୍ୟା ତାଙ୍କ ଜୀବନ ଓ ବିରାସତର ଏକ ପ୍ରକୃତ ସେଲିବ୍ରେଶନ ଥିଲା ।
କାର୍ଯ୍ୟକ୍ରମ ଅବସରରେ ନିଜର କୃତଜ୍ଞତା ଜଣାଇ ଶ୍ରୀ ଅନୁଭବ ମହାନ୍ତି କହିଥିଲେ, “ଏହି ପୁସ୍ତବ ମୋର ଖୁବ୍ ବ୍ୟକ୍ତିଗତ ଅଟେ । ଏହା କେବଳ ମୋର ଯାତ୍ରା ନୁହେଁ ବରଂ ମୋ ପିତାଙ୍କ ଶିକ୍ଷା, ମୋର ସଂଘର୍ଷ ଓ ଓଡିଶା ପାଇଁ ମୋର ଦୃଢ ଭଲ ପାଇବାର ଏକ ପ୍ରତିଫଳନ ଅଟେ । ମୁଁ ଆଶା କରୁଛି ପାଠକମାନେ ଏହି ପୁସ୍ତକର ପୃଷ୍ଠାଗୁଡିକରୁ ପ୍ରେରଣା ପାଇବେ ।”
ଏହି ବାୟୋଗ୍ରାଫି ଏବେ ପ୍ରମୁଖ ବୁକ୍ଷ୍ଟୋର ଓ ଅନଲାଇନ ଷ୍ଟୋରଗୁଡିକରେ ଉପଲବ୍ଧ ହେଉଛି । ପାଠକମାନେ ସ୍ଥିରତା, ସଫଳତା ଏବଂ ସେବା ପ୍ରତି ନିରନ୍ତର ପ୍ରତିବଦ୍ଧତାର ଏକ ପ୍ରେରଣାଦାୟକ କାହାଣୀ ସମ୍ପର୍କରେ ଜାଣିପାରିବେ, ଯାହା ଏହାକୁ ପ୍ରଶଂସକ ଓ ଆଶାୟୀ ନେତାମାନଙ୍କ ପାଇଁ ଏକ ପଠନଯୋଗ୍ୟ ପୁସ୍ତକରେ ପରିଣତ କରୁଛି ।

15/02/2025

ବୈକୁଣ୍ଠ ପୁରୀ ଲାଞ୍ଜଗଡ଼ସ୍ଥିତ
ନୂତନ ନିର୍ମିତ ଶ୍ରୀ ଜଗନ୍ନାଥ ମନ୍ଦିରର ବାର୍ଷିକ ମହୋତ୍ସବ
ଶ୍ରୀ ଶ୍ରୀ ଶ୍ରୀ ହରିହର ସାଂସ୍କୃତିକ ସେବା ସମିତି ଲାଞ୍ଜିଗଡ଼ ଓ ବେଦାନ୍ତ ଲିମିଟେଡ ର ମିଳିତ ଆନୁକୁଲ୍ୟରେ ବୈକୁଣ୍ଠ ପୁରୀ ଲାଞ୍ଜିଗଡ଼ ଠାରେ ଗତ ବର୍ଷ ନୂତନ ନିର୍ମିତ ଶ୍ରୀ ଜଗନ୍ନାଥ ମନ୍ଦିରର ଆଜି ବାର୍ଷିକ ମହୋତ୍ସବ ହର୍ଷ ଉଲ୍ଲାସରେ ଅନୁଷ୍ଠିତ ହୋଇଥିଲା । ସମସ୍ତ ରୀତିନୀତି ଅନୁସାରେ ପୂଜା କାର୍ଯ୍ୟ ଆଜି ସକାଳ 0୮ ଘଣ୍ଟା ସମୟରେ ଆରମ୍ଭ ହୋଇ ଦିବା ୧.୩୦ ଘଣ୍ଟା ସମୟରେ ପୂର୍ଣ୍ଣାହୁତି ହୋଇଥିଲା I ପୂର୍ଣ୍ଣାହୁତି ସରିବ ପରେ ପରେ ପ୍ରସାଦ ସେବନ ବୈକୁଣ୍ଠ ପୁରୀ ଆନନ୍ଦ ବଜାରରେ ଅନୁଷ୍ଠିତ ହୋଇଥିଲା I ଏହି ପୂଜାରେ ମୁଖ୍ୟ ପୂଜକ ଭାବେ ପଣ୍ଡିତ ଶ୍ରୀ ଅନନ୍ତ ନାରାୟଣ ରଥ ତଥା ତାଙ୍କ ସହଯୋଗୀ ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ I ଶ୍ରୀ ଚନ୍ଦ୍ରଧ୍ଵଜ ପେଶନିଆ ଓ ତାଙ୍କ ସହ ଧର୍ମିଣୀ , ସୁବାସ ଅଗ୍ରୱାଲ ଓ ତାଙ୍କ ସହ ଧର୍ମିଣୀ,ଶରତ ସିଂ ଓ ତାଙ୍କ ସହ ଧର୍ମିଣୀ ଏମାନେ କର୍ତ୍ତା କାର୍ଯ୍ୟ ତୁଲାଇଥିଲେ I ଭକ୍ତଙ୍କର ସଙ୍କୀର୍ତ୍ତନ ର ତାଳେ ତାଳେ,ବାଜା,ଶଙ୍ଖ, ଘଣ୍ଟ ହୁଲୁହୁଲି ଧ୍ୱନୀରେ ପ୍ରକମ୍ପିତ ହୋଇ ଉଠିଥିଲା ବୈକୁଣ୍ଠ ପୁରୀ I ଏହି କାର୍ଯ୍ୟକ୍ରମ ରେ କଳାହାଣ୍ଡି ଓ ରାୟଗଡ଼ ଜିଲ୍ଲlରୁ ହଜାର ହଜାର ଜନସାଧାରଣ ସାମିଲ ହୋଇ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଗ୍ରହଣ କରିଥିଲେ I ଏହି କାର୍ଯ୍ୟକ୍ରମକୁ ଶୃଙ୍ଖଳିତ କରିବାରେ ଲାଞ୍ଜିଗଡ଼ର ଗ୍ରାମବାସୀ ଓ ଲାଞ୍ଜିଗଡ ଥାନା ପୋଲିସ ବାହିନୀ ତଥା ମହିଳା ମାନଙ୍କ ର ଭୂମିକା ଅତ୍ୟନ୍ତ ପ୍ରଶଂସନୀୟ ଥିଲା I
The new-made Mr. Jagnnath's annual magasty I
Fedora was found in the first year cultivation, K**a Jigstiar temple.
All-rumps, 0 earmit hours later after 4 hours the I-was completed Iree Treasing The Propellaway Mr. Modilay-in Nightful Carmetale I and Her Creatally Period Editing I and Her Courted
I Mr. Morus, Surpah, Creathen of Kardhal, a shinhwar to Surgery
Jill l with a blessing of tears to make a pomel and the role of the role of the villages villageman.

www.ommtv.in ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ବାରା ଅନୁଷ୍ଠିତ ହେବ ଜାତୀୟ କ୍ଷୁଦ୍ର ଚଳଚ୍ଚିତ୍ର ଫେଷ୍...
15/02/2025

www.ommtv.in ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ବାରା ଅନୁଷ୍ଠିତ ହେବ ଜାତୀୟ କ୍ଷୁଦ୍ର ଚଳଚ୍ଚିତ୍ର ଫେଷ୍ଟିଭାଲ ଏବଂ ପ୍ରତିଯୋଗିତା National short movies festival and competition of the state government's Social Security and Personal Employment Department

15/02/2025

ଭୁବନେଶ୍ୱର ପାଣ୍ଡରା ସ୍ଥିତ ଉତ୍କଳ ମଣି ଗୋପବନ୍ଧୁ ଵୃଦ୍ଧାଶ୍ରମ ରେ ବୃଦ୍ଧାଶ୍ରମ ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି | ଏହି ବାର୍ଷିକ ଉତ୍ସବ ରେ ଗୋ ମାତା ଙ୍କ ସେବା, ମାତୃ ପିତୃ ଦିବସ ଓ ବୃକ୍ଷ ରପଣ ଓ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା | ମୁଖ୍ୟ ଅତିଥି ଭାବରେ ସମ୍ବାଦ ପେପେର ର ପ୍ରତିଷ୍ଠାତା ସୌମ୍ୟ ରଞ୍ଜନ ପଟ୍ଟନାୟକ ଓ ଅମୃତାନନ୍ଦ ସରସ୍ବତୀ ମହାରାଜ ଏବଂ ରାଜ୍ୟସଭା ସାଂସଦ ଶୁବାଶିଷ ଖୁଣ୍ଟିଆ ଯୋଗ ଦେଇଥିଲେ | Bhubaneswar opened in the mouth of the scale. Thermal hell club

15/02/2025

#ଭୁବନେଶ୍ୱର ପାଣ୍ଡରା ରେ ଖୋଲି ଯାଇଛି ତ୍ରିକାରା ହେଲଥ କ୍ଲବ / opened in the mouth of the scale. Thermal hell club

15/02/2025

#ଚାଷ_ବିଜ୍ଞାନ ଏବେ ନିହାତି ଆବଶ୍ୟକ

15/02/2025

#ନିଶାମହାରଣା ଗୋଟେ ଲଙ୍ଗୁଳି

Address

Bhubaneswar
751017

Telephone

+919439177630

Alerts

Be the first to know and let us send you an email when OMMTV INDIA posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to OMMTV INDIA:

Videos

Share