Ommtv Kalinga Vikas

Ommtv Kalinga Vikas Description of MD(Mr. He has successfully carried out 15 film choreography and direction in Odiya cinema

Ommtv Digital & Kalinga Vikas Newspaper a Part of Kalinga Cine Arts Foundation & NBPC , It's MIB, RNI & PRGI Approved Media House www.Ommtv.in & www.Kalingavikas.in is WebPortal, AI Radio FM , Mob App also, Head office Bhubaneswar
Ommtv Media Pvt.Ltd. Madhu), He completed Master in Journalism & Mass Communication & MSW at IGNOU & Shreedhar university In the mean time and also propelled him to mov

e to Bombay to learn choreography & film making from the then popular Guru Ganesh Acharya.After his return he started his career in more than 800 albums in Odiya & other languages.

25/10/2025

#କିସ_ପାଲିଳା_ବିଜ୍ଞାନମେଳା

25/10/2025

#କିସ_ପାଲିଳା_ବିଜ୍ଞାନମେଳା

25/10/2025

ମା ଙ୍କ ସୁନାବେଶ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ।
ମୟୁରଭଞ୍ଜ ଜିଲ୍ଲା ଅଧିଷ୍ଠାତ୍ରୀ ଦେବୀ ହେଉଛିନ୍ତି ମା କିଚୋକେଶ୍ୱରୀ । ତେବେ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ମା କିଚକେଶ୍ବରୀଙ୍କ ଦୁର୍ଲଭ ବେଶ ଅଥବା ମାଙ୍କର ସୁନ ବେଶ ଅନୁଷ୍ଠିତ ହେବାକୁ ଯାଉଛି |ଆସନ୍ତା କାର୍ତିକ ପୂର୍ଣ୍ଣିମା ଉପଲକ୍ଷେ ଆସନ୍ତା ୫ ତାରିଖ ବୁଧବାର ଦିନ ମାନଙ୍କ ସୁନା ଶେଷ ଅନୁଷ୍ଠିତ ହେବାକୁ ଯାଉଛି । ଏହି ସୁନାବେଶ ଦେଖିବା ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିବାରୁ ଭିଡ କୁ ଦୃଷ୍ଟି ରେ ରଖି କିଭଳି ଆସୁଥିବା ଭକ୍ତ ମାନଙ୍କ ସୁରକ୍ଷା ଏବଂ ଶାନ୍ତି ଶୃଙ୍ଖଳା ରେ ମାଙ୍କର ଦର୍ଶନ କରି ଆଶ୍ରିବାଦ ଲୋଭ କରିବେ ତା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ଆଜି ଦିବା ୧୧ଘଟିକା ସମୟରେ ଖିଚିଂ ସ୍ଥିତ କଲ୍ୟାଣୀ ମଣ୍ଡପ ଠାରେ ମନ୍ଦିର କମିଟି ସଭାପତି ତଥା ଉପଖଣ୍ଡ ଉପଜିଲ୍ଲାପାଳ କସ୍ତୁରୀ ପଣ୍ଡା ଙ୍କ ସଭାପତିତ୍ବରେ ଏକ ପ୍ରସ୍ତୁତି ବୌଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଉପଖଣ୍ଡ ପୋଲିସ୍ ଅଧିକାରୀ ନବ କୃଷ୍ଣ ନାଏକ, ଖିଚିଂ ସରପଞ୍ଚ ଅଙ୍କିତା ବେହେରା , ରରୁଆଁ ଓ ସୁକ୍ରୁଳି ତହସିଲଦାର , ଅଗ୍ନିଶମ ବିଭାଗ, ରରୁଆଁ ଥାନା ଅଧିକାରୀ ମନ୍ଦିର ପୂଜକ, ମନ୍ଦିର କମିଟି ସଦସ୍ୟ ମାନେ ଉପସ୍ଥିତ ଥିଲେ।

ମୟୂରଭଞ୍ଜ କରଞ୍ଜିଆ ରୁ ସୁମନ୍ତ ପାତ୍ର ଙ୍କ ରିପୋର୍ଟ ଓମ୍ ଟିଭି/କଳିଙ୍ଗ ବିକାଶ

24/10/2025

Ganjam Sp asked something had... #

 ାଇଚାରା ବଜାୟ ରଖିବାପାଇଁ     ମୁତୟନ 😂
23/10/2025

ାଇଚାରା ବଜାୟ ରଖିବାପାଇଁ ମୁତୟନ 😂

ହାଏରେ ଦଇବ..
23/10/2025

ହାଏରେ ଦଇବ..

22/10/2025

କାର୍ତ୍ତିକ ପୂର୍ଣ୍ଣିମା ମହୋତ୍ସବ ନୃତ୍ୟ ଓ ଚିତ୍ରାଙ୍କନ ପ୍ରତିଭା କାର୍ଯ୍ୟକ୍ରମ ପାଇଁ ବିବରଣି

22/10/2025

ପୋଲିସ କମିଶନରଙ୍କ ନାଁ କହି ବାଣ ଦୋକାନୀଙ୍କ ପାଖରୁ ଠକି ବାଣ ନେଉଥିବା ବେଳେ ଧରାପଡ଼ି ହଟହଟା ହେଲେ ବିଜେପି ନେତ୍ରୀ।
BJP leader caught red-handed while taking crackers from a shopkeeper by mentioning the name of Police Commissioner and felt ashamed.

22/10/2025

ପୋଲିସ କମିଶନରଙ୍କ ନାଁ କହି ବାଣ ଦୋକାନୀଙ୍କ ପାଖରୁ ଠକି ବାଣ ନେଉଥିବା ବେଳେ ଧରାପଡ଼ି ହଟହଟା ହେଲେ ବିଜେପି ନେତ୍ରୀ।
BJP leader caught red-handed while taking crackers from a shopkeeper by mentioning the name of Police Commissioner and felt ashamed.

22/10/2025

B care ful for your LIVE

Address

Bhubaneswar
751017

Telephone

+919439177630

Alerts

Be the first to know and let us send you an email when Ommtv Kalinga Vikas posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Ommtv Kalinga Vikas:

Share