Ninduka Odia

Ninduka Odia ଆପଣଙ୍କ ସେବାରେ,ଆପଣଙ୍କ ସ୍ବାର୍ଥରେ "ନିନ୍?

26/07/2021

ବୈପାରୀଗୁଡା ବିଜେଡି ତରଫରୁ ସାମ୍ବାଦିକଙ୍କୁ ନେଇ ବନ୍ଧୁମିଳନ କାର୍ଯ୍ୟକ୍ରମ ||

26/07/2021



#ଚିରନିଦ୍ରାରେ_କେନ୍ଦ୍ରାପଡା_ଡନ୍
#ପୁଲିସ_ଗୁଳିରେ_ଟଳିପଡିଲା_ଗ୍ୟାଙ୍ଗଷ୍ଟାର_ହାଇଦର

26/07/2021




24/07/2021

ସି.ୱାଇ.ଏସ.ଡ଼ି ପ୍ରୟାସ ପକ୍ଷରୁ ଅଙ୍ଗନବାଡ଼ି କର୍ମୀଙ୍କୁ କରୋନା କିଟ ବଣ୍ଟନ ।

24/07/2021

ଆନ୍ଧ୍ର ବିଧାୟକ ଅନୁପ୍ରବେଶ କରି ପଟା ବାଣ୍ଟିବା ପରେ ଉପଜିଲ୍ଲାପାଳ ପହଞ୍ଚି ଯାଞ୍ଚ କଲେ

22/07/2021

#ଓଡିଶାରେ_ଜମିପଟ୍ଟା_ବାଣ୍ଟିଲା_ଆନ୍ଧ୍ର
କୋଟିଆ ପଞ୍ଚାୟତରେ ଅନୁପ୍ରବେଶ କରି ଜମିପଟ୍ଟା ବାଣ୍ଟିଲା ଆନ୍ଧ୍ର ।

22/07/2021

#ଗିରଫ_ହେଲେ_ଥାନା_ବାବୁ
ଗୋଲାମୁଣ୍ଡା ସବ୍-ଇନ୍ସପେକ୍ଟର ଉଗ୍ରସେନ ପଟେଲ ଭିଜିଲାନ୍ସ୍ ଦ୍ବାରା ଗିରଫ

22/07/2021

#ପେସାରେ_ଅଟୋ_ଚାଳକ
#ନିଶା_ସମାଜସେବା
ଗରୀବ ଅସହାୟଙ୍କ ଦୁଃଖ ଦେଖିଲେ ସଙ୍ଗେ ସଙ୍ଗେ ପହଞ୍ଚିଯାଆନ୍ତି ସେ , ଜାଣନ୍ତୁ କିଏ ସେ ସମାଜସେବୀ ?

22/07/2021

#ତୁ_ଏକା_ମୋ_ସାହା_ଭରସା
#ବଞ୍ଚିବାର_ରାହା_ଖୋଜୁଛି_ବାପା_ମା_ଛେଉଣ୍ଡ_ଝିଅ
ବାପା କ୍ୟାନସରରେ ଆରପାରିକୁ ଚାଲିଗଲେ , ମା କୋରନାରେ ଆକ୍ରାନ୍ତ ହୋଇ ଆରପାରିକୁ ଚାଲିଗଲେ । ବାପା ମା ଛେଉଣ୍ଡ ହୋଇଗଲା କୁନି ଝିଅ ଜ୍ୟୋତିଶ୍ରୀ । ବୃଦ୍ଧା ଆଈ ଏକା ସାହା ଭରସା ।

21/07/2021


ସରକାରଙ୍କ ମାଳମାଳ ଯୋଜନା କିନ୍ତୁ ଲୋକଙ୍କ ବଦଳୁନି ଭାଗ୍ୟ !

21/07/2021

#ତେଜିଲା
#ଗର୍ଜିଲା_କଂଗ୍ରେସ୍
ଦରଦାମ ବୃଦ୍ଧି ପ୍ରତିବାଦରେ ଜୟପୁରରେ କଂଗ୍ରେସର ବିଖ୍ୟୋଭ ପ୍ରଦର୍ଶନ

20/07/2021

#ଦୁର୍ଘଟଣା
#ଟ୍ରକକୁ_ପଛରୁ_ପିଟିଲା_ଟ୍ରକ୍
୧୬ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା

Address

Bhubaneswar

Alerts

Be the first to know and let us send you an email when Ninduka Odia posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Ninduka Odia:

Share