Live Odisha

Live Odisha Digital News Channel

09/09/2026

ବିଶିଷ୍ଟ ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରା ମଙ୍ଗଳବାର କିଟ୍‍ ଓ କିସ୍‍ ପରିଦର୍ଶନ କରି ଫେରିଯାଇଛନ୍ତି। ସେ କିଟ୍‍ର ସମସ୍ତ କ୍ୟାମ୍ପସ ବୁଲିବା ସହ ଓ କିସ୍‍ର ସମସ୍ତ ୟୁନିଟ୍‍ ପରିଦର୍ଶନ କରିଥିଲେ। କିସ୍‍ ପରିଦର୍ଶନ କରି ସେ ଆଶ୍ଚର୍ଯ୍ୟ ହେବା ସହ ଖୁସି ବ୍ୟକ୍ତ କରିଥିଲେ। ଏହି ଅବସରରେ କିସ୍‍ ଛାତ୍ରୀଙ୍କୁ ଆର୍ଶୀବଚନ ପ୍ରଦାନ କରି ସେ କହିଲେ ସେ ଶିକ୍ଷା କ୍ଷେତ୍ରରେ ବହୁଦିନ ଧରି କାର୍ଯ୍ୟ କରିଆସୁଛନ୍ତି। ମାତ୍ର ମଧ୍ୟ ଶିକ୍ଷାବିତ୍‍ ଓ ସମାଜସେବୀ ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ପ୍ରତିଷ୍ଠିତ କିସ୍‍ ଦେଶର ବହୁତ ବଡ଼ ଅନୁଷ୍ଠାନ। ସେ କହିଲେ, ମୁଁ ଏଠାକୁ ଆସି ଏତେ ଆନନ୍ଦିତ ଯେ ଏହାକୁ ପରିପ୍ରକାଶ କରିବା ପାଇଁ ମୋ ପାଖରେ ଶବ୍ଦ ନାହିଁ। କିସ୍‍ ହେଉଛି ସମସ୍ତ ତୀର୍ଥର ତୀର୍ଥତ୍ୱ ଓ ସବୁ ଦେବଙ୍କ ଦେବତ୍ୱ। କିଟ୍‍ ଓ କିସ୍‍ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ କାର୍ଯ୍ୟଧାରାର ପ୍ରଶଂସା କରି ସେ କହିଲେ, ଜଣେ ବ୍ୟକ୍ତିଙ୍କ ନିଷ୍ଠା ଓ ତପସ୍ୟାର ପ୍ରତିଫଳନ ହେଉଛି କିସ୍‍। ତପସ୍ୟା କ’ଣ, ପରିଶ୍ରମ କ’ଣ, ନିଷ୍ଠା କ’ଣ ତାହା ଆଜି ମୁଁ ଏଠି ଦେଖିବାକୁ ପାଇଲି। କିସ୍‍ ରେ ପିଲାମାନଙ୍କ ଶୃଙ୍ଖଳା ଓ ସଂସ୍କାର ଦେଖି ମୁଁ ଅନୁଭବ କରୁଛି ଏହା ହିଁ ହେଉଛି ପ୍ରକୃତ ଭାରତ।

01/09/2026

GDP ଗ୍ରୋଥ ରେକର୍ଡ ସ୍ତରରେ ପହଁଚିବା ପରେ ସମସ୍ତ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ଶୁଭେଚ୍ଛା ଜଣାଇଛନ୍ତି । ସମଗ୍ର ବିଶ୍ୱରେ ଆର୍ଥିକ ମାନ୍ଦାବସ୍ଥା ଦେଖା ଦେଇଥିବା ବେଳେ ଭାରତର ଅର୍ଥ ବ୍ୟବସ୍ଥା ସମସ୍ତ ବିକଶିତ ରାଷ୍ଟ୍ରମାନଙ୍କୁ ପଛରେ ପକାଇ ହଇଚଇ ସୃଷ୍ଟି କରିଛି ।

29/08/2026

ଚା ଦେବା ପୂର୍ବରୁ ଦୋକାନୀ ଜାତି ପଚାରି ପେପର କପ୍ କିମ୍ବା କାଚ କପ୍‌ରେ ଚା ଦିଏ କି ?

24/08/2026

ଇଚ୍ଛା ଓ ଲଢୁଆ ପ୍ରବୃତ୍ତି ଥିଲେ ସବୁ ସମ୍ଭବ ।

23/08/2026

ଦିମାଗୀ ନକ୍ସଲଙ୍କ ଅସଲ ଉଦ୍ଦେଶ୍ୟ କ’ଣ ?

18/08/2026

ଦିମାଗୀ ନକ୍ସଲ ବାସ୍ତବରେ କିଏ ? ଦେଶରେ ବିଭିନ୍ନ ସମସ୍ୟାକୁ ନେଇ
ଆନ୍ଦୋଳନ କରୁଥିବା ନାଗରିକ ନା ଆନ୍ଦୋଳନର ଆଢୁଆଳରେ ରହି ଦେଶରେ ଅରାଜକତା ଓ ହିଂସାକାଣ୍ଡ ରଚିବାକୁ ଅହରହ ଉଦ୍ୟମ କରୁଥିବା ମୁଖାଧାରୀ ଷଡଯନ୍ତ୍ରକାରୀ ।

15/08/2026

କଂଗ୍ରେସ ହେଡ କ୍ୱାର୍ଟରରେ ବନ୍ଦେ ମାତରମ ବାଜିବା ବେଳେ ଅସହଜ ହୋଇ ପଡ଼ିଲେ ସୋନିଆ ଗାନ୍ଧୀ । ଜାତୀୟ ସଙ୍ଗୀତ ମଝିରୁ ବିଚଳିତ ହୋଇ ତାହାକୁ ଅଧାରୁ ବନ୍ଦ କରିବାକୁ କହିଲେ । ହେଲେ ସେ କଂଗ୍ରେସ କର୍ମୀକୁ ମାନିବାକୁ ପଡ଼ିବ ସିଧା ମନା କରିଦେଲା ଗୀତ ବାଜିଛି ମାନେ ଆଉ ବନ୍ଦ ହେବ ନାହିଁ । କାହାକୁ ଭଲ ଲାଗୁ ବା ନଲାଗୁ ।

13/08/2026

ସଙ୍ଗୀତର ତାଳେ ତାଳେ ଏମିତି ନାଚିଲା ଯେ ସମସ୍ତଙ୍କୁ କରିଦେଲା ମନ୍ତ୍ରମୁଗ୍ଧ ।

09/08/2026

ପୁଣି ଥରେ ପ୍ରମାଣିତ ହେଲା ଜଣେ ଚରିତ୍ରବାନ୍ ନାରୀ, ଜଣେ ସାଧାରଣ ପୁରୁଷକୁ ବି ଭଗବାନ କରିଦିଏ ।

Address

Shatabdi Nagar, Lane/2, Unit/8
Bhubaneswar
751003

Alerts

Be the first to know and let us send you an email when Live Odisha posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Live Odisha:

Shortcuts

Share