News WORLD

News WORLD All types of news in India you can find. real content.

03/06/2023

Massive Train Accident in Odisha

The train crash in Odisha on Friday, involving the Bengaluru-Howrah Superfast Express, the Shalimar-Chennai Central Coromandel Express and a goods train is the deadliest in recent times. The Friday accident saw at least 233 people losing their lives while more than 900 being injured.
Prime Minister Narendra Modi will visit the train accident spot in Odisha's Balasore district today, according to sources. Earlier, the PM decided to convene a meeting to review the situation arising out of the horrendous train accident that left hundreds dead and many more injured in Odisha's Balasore district on Friday night.
Locals have gathered in large numbers at the Baleshwar Hospital to donate blood for needy people, after the horrific railway accident that took place in Balasore in Odisha.

ଚୀନ ନିର୍ମାଣ କରୁଛି ଏସିଆର ସର୍ବବୃହତ ଯୁଦ୍ଧପୋତ, ବଢି ପାରେ ଭାରତର ସମସ୍ୟା.ବେଜିଂ: ଚୀନ ନିଜର ତୃତୀୟ ଏବଂ ସବୁଠୁ ବଡ ଏୟାରକ୍ରାଫ୍ଟ କ୍ୟାରିଅର...
23/05/2019

ଚୀନ ନିର୍ମାଣ କରୁଛି ଏସିଆର ସର୍ବବୃହତ ଯୁଦ୍ଧପୋତ, ବଢି ପାରେ ଭାରତର ସମସ୍ୟା.

ବେଜିଂ: ଚୀନ ନିଜର ତୃତୀୟ ଏବଂ ସବୁଠୁ ବଡ ଏୟାରକ୍ରାଫ୍ଟ କ୍ୟାରିଅର ନିର୍ମାଣ କରୁଛି । ଆମେରିକା ପ୍ରତିରକ୍ଷା ବିଶେଷଜ୍ଞ ସାଟେଲାଇଟ ଇମେଜ ଜାରି କରି ଏହି ଦାବି କରିଛନ୍ତି । ଏହାର ନିର୍ମାଣ ସଂଘାଇ ନିକଟସ୍ଥ ଡିୟାନଗନ ଶିପୟାର୍ଡରେ କରାଯାଉଛି । ଚୀନ ସରକାର ଏବଂ ସେଠାକାର ସୈନ୍ୟ ଅଧିକାରୀ ଏ ସମ୍ପର୍କରେ କୌଣସି ସୂଚନା ଦେବାକୁ ନାରାଜ । ଗତ ମାସରେ ଆମେରିକାର ପ୍ରତିରକ୍ଷା ମନ୍ତ୍ରାଳୟ ମଧ୍ୟ ଏହାର ସୂଚନା ଦେଇଥିଲା ।

ଚୀନର ଏହି ଏୟାର କ୍ରାଫ୍ଟ କ୍ୟାରିଅରର ଫଟୋ ’ସେଣ୍ଟର ଫର ଷ୍ଟାଟାର୍ଜିକ ଆଣ୍ଡ ଇଣ୍ଟେଲିଜେନ୍ସ ଷ୍ଟଡିଜ’ ଅର୍ଥାତ ସିଏସଆଇଏସ ଜାରି କରିଛି । ଉକ୍ତ ସଂସ୍ଥାର କହିବା କଥା ହେଲା ଏୟାରକ୍ରାଫ୍ଟ ନିର୍ମାଣ ପଛରେ ଗତ 6 ମାସ ଧରି ଖୁବ ଶୀଘ୍ର ଏବଂ ଗୁପ୍ତଭାବେ ନିର୍ମାଣ କରାଯାଉଛି । ଏହି ଯୁଦ୍ଧପୋତଟି ସମ୍ପୂର୍ଣ୍ଣ ଭାବେ ସ୍ବଦେଶୀ ହେବ । ଏହା ଜରିଆରେ ଚୀନ ପୂର୍ବ ଏସିଆରେ ନିଜର ଦବଦବା ରଖିପାରିବ । ସାଟେଲାଇଟ ଇମେଜରୁ ସ୍ପଷ୍ଟ ଜଣାପଡୁଛି ଯେ, ଉକ୍ତ ଏୟାର କ୍ରାଫ୍ଟ କ୍ୟାରିଅରର ସାମ୍ନା ଅଂଶରେ 30 ମିଟର ଏବଂ 41 ମିଟରର 2ଟି ସେକ୍ସନ ତିଆରି କରାଯାଉଛି । ଆଉ ଏଥିଲାଗି ଶକ୍ତିଶାଳୀ କ୍ରେନ ବ୍ୟବହାର କରାଯାଉଛି ।ଆମେରିକା ପାଖରେ 1 ଲକ୍ଷ ଟନ ଏବଂ ଫ୍ରାନ୍ସ ପାଖରେ 42,000 ଟନ ଏୟାରକ୍ରାଫ୍ଟ କ୍ୟାରିଅର ରହିଛି । କୁହାଯାଉଛି ଯେ ଚୀନର ଏହି ଏୟାରକ୍ରାଫ୍ଟ କ୍ୟାରିଅର ଆମେରିକାଠାରୁ ଛୋଟ କିନ୍ତୁ ଫ୍ରାନ୍ସଠାରୁ ବଡ ହେବ । ଏହି ତିଆରି ହେବା ପରେ ଚୀନ ପାଖରେ ରହିବ ଏସିଆର ସବୁଠୁ ବଡ ଯୁଦ୍ଧପୋତ । ଭାରତ ଏବଂ ଜାପାନ ମଧ୍ୟ ଚୀନ ଠାରୁ ପଛରେ ରହିବେ ।

କେନ୍ଦୁଝର ପରିସରରୁ ବିଚାରଧୀନ କଏଦୀ ଫେରାର । ଫେରାର କଏଦୀ ଟାଉନ ଥାନା ଅନ୍ତର୍ଗତ ଗମ୍ଭାରୀଆ ଗ୍ରାମର ରାଜ କିଶୋର ଲୋହାର ବୋଲି ଜଣାପଡିଛି ।କେନ୍...
23/05/2019

କେନ୍ଦୁଝର ପରିସରରୁ ବିଚାରଧୀନ କଏଦୀ ଫେରାର । ଫେରାର କଏଦୀ ଟାଉନ ଥାନା ଅନ୍ତର୍ଗତ ଗମ୍ଭାରୀଆ ଗ୍ରାମର ରାଜ କିଶୋର ଲୋହାର ବୋଲି ଜଣାପଡିଛି ।

କେନ୍ଦୁଝର: କୋର୍ଟ ପରିସରରୁ ବିଚାରଧୀନ କଏଦୀ ଫେରାର । ଏହି ଘଟଣା ଘଟିଛି କେନ୍ଦୁଝର କୋର୍ଟ ପରିସରରେ । ଫେରାର କଏଦୀ ଟାଉନ ଥାନା ଅନ୍ତର୍ଗତ ଗମ୍ଭାରୀଆ ଗ୍ରାମର ରାଜ କିଶୋର ଲୋହାର ବୋଲି ଜଣାପଡିଛି ।
୨୦୧୮ ମସିହାରୁ ଏକ ଦୁଷ୍କର୍ମ ମାମଲାରେ ଜେଲରେ ଥିଲେ କିଶୋର । ଆଜି କୋର୍ଟରୁ ପରିସ୍ରା ଯିବା ବାହାନାରେ ଫେରାର ହୋଇଥିବା ଜଣାପଡ଼ିଛି ।ତେବେ ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ ଜେଲରୁ କୋର୍ଟକୁ ଭିତରକୁ ଯିବାବେଳେ ପୂର୍ବରୁ ତୟାର ଥିବା କଳା ରଙ୍ଗର ହୋଣ୍ଡା ସାଇନ ଗାଡ଼ିରେ ଏକ ସହଯୋଗୀ ଫେରାର କରିବାରେ ସହଯୋଗ କରିଥିଲା । ପୋଲିସ ଏନେଇ ନିକଟସ୍ଥ ଥାନା ଗୁଡିକରେ ଆଲର୍ଟ କରିଥିବା ଜଣାପଡ଼ିଛି । ଏନେଇ ସଦର ଏସଡିପିଓଙ୍କୁ ପଚାରି ଥିବାବେଳେ ସେ କିଛି ଜାଣି ନଥିବା ପ୍ରକାଶ କରିଥିଲେ ।

Address

Bhubaneswar

Website

Alerts

Be the first to know and let us send you an email when News WORLD posts news and promotions. Your email address will not be used for any other purpose, and you can unsubscribe at any time.

Share