News godown

News godown Contact information, map and directions, contact form, opening hours, services, ratings, photos, videos and announcements from News godown, Media/News Company, News Godown, Bhubaneswar.

12/09/2026

ପୂଜା ପାଇଁ ଏଣିକି ଆଣିଦେବ

12/09/2026

ଗିରଫ କେବେ ଯେବେ ସେ ଯୁବକ ଯୁବତୀ ଗୋଷ୍ଠି ।।

 #ହୋଟେଲ୍_ମ୍ୟାନେଜର୍‌କୁ_ଉଠାଇଲା_STF-ଜଳେଶ୍ୱର: ବିଚିତ୍ରପୁର ଜଙ୍ଗଲରୁ ୫ ଓରାଙ୍ଗଉଟାନ୍ ଉଦ୍ଧାର ତନାଘନା-ଦୀଘାରୁ ହୋଟେଲ୍ ମ୍ୟାନେଜର୍‌କୁ ଉଠାଇ...
12/09/2026

#ହୋଟେଲ୍_ମ୍ୟାନେଜର୍‌କୁ_ଉଠାଇଲା_STF
-ଜଳେଶ୍ୱର: ବିଚିତ୍ରପୁର ଜଙ୍ଗଲରୁ ୫ ଓରାଙ୍ଗଉଟାନ୍ ଉଦ୍ଧାର ତନାଘନା
-ଦୀଘାରୁ ହୋଟେଲ୍ ମ୍ୟାନେଜର୍‌କୁ ଉଠାଇ ନେଲା STF
-ମ୍ୟାନେଜର୍‌ ସମେତ ୪ ହୋଟେଲ୍‌ କର୍ମଚାରୀ ଅଟକ
-ହୋଟେଲ ମାଲିକ ଓ ତାଙ୍କ ପୁଅଙ୍କ ସମ୍ପୃକ୍ତି ଥିବା ସନ୍ଦେହ
-ହାଓଡ଼ା ଅଞ୍ଚଳର ବାପପୁଅଙ୍କୁ ଖୋଜୁଛି STF ଟିମ୍
-CCTV ଫୁଟେଜ୍‌ ଆଧାରରେ ତଦନ୍ତକାରୀ ଟିମ୍‌ର ଖୋଳତାଡ଼

ସ୍ୱାଭିମାନ ମାନବିକତା ଦେଖାଇଲେ ଜଣେ ମେଡିସିନ ରିପ୍ରେଜେନତେଟିଭ।............................................*ସତତାର ଜୟ - ଏକ ଖୁସିର ଅ...
12/09/2026

ସ୍ୱାଭିମାନ ମାନବିକତା ଦେଖାଇଲେ ଜଣେ ମେଡିସିନ ରିପ୍ରେଜେନତେଟିଭ।............................................
*ସତତାର ଜୟ - ଏକ ଖୁସିର ଅନ୍ତ ସେ ସ୍ୱାଭିମାନ ଯୁବକ ଜଣଙ୍କ
> ଗତକାଲି ପାହାଳ ରୋଡ୍, କଲ୍ୟାଣୀ ହାଇଟ୍ସ ଆପାର୍ଟମେଣ୍ଟ ନିକଟରେ ରାସ୍ତା ଉପରେ ପଡ଼ିଥିବା ବ୍ଲୁଡାର୍ଟର ଏକ ପାର୍ସଲ ପାଇ ଫେରାଇ ଦେଲେ ।
-ଡେଲିଭରୀ ବାଳକ ଭୁଲରେ ଏହାକୁ ହଜାଇ ଦେଇଥିଲା। ଭିତରେ ଏକ ଅମେରିକାନ୍ ଟୁରିଷ୍ଟର ଟ୍ରଲି (Novatrax 65cm Black) ଥିଲା, ଯାହାର ମୂଲ୍ୟ ୧୦,୦୦୦ ଟଙ୍କା।
> ପାର୍ସଲ ଉପରେ ଥିବା ନମ୍ବରକୁ ଫୋନ୍ କଲେ, କିନ୍ତୁ ସେ ଏହାକୁ ନକଲି କଲ୍ ବୋଲି ଭାବିଲେ।
> ସନ୍ଦୀପ ବ୍ଲୁଡାର୍ଟ ମ୍ୟାନେଜର ତାଙ୍କୁ ଫୋନ୍ କରି ଜଣାଇଲେ ଯେ ସେହି ପିଲାକୁ ଚାକିରୀରୁ ବାହାର କରି ଦିଆଯାଇଛି।
> ପୁରୀ ଯୁବକ ସନ୍ଦୀପ ନିଜେ ପାର୍ସଲଟି ବ୍ଲୁଡାର୍ଟ ଅଫିସରେ ଫେରାଇ ଦେଇ ପିଲାଟିକୁ ପୁନର୍ବାର ଚାକିରୀରେ ରଖିବାକୁ ଅନୁରୋଧ କଲେ
> ବହୁତ ଖୁସିର କଥା ଯେ ପାର୍ସଲ ପାଇବା ପରେ ବ୍ଲୁଡାର୍ଟ ସେହି ପିଲାକୁ ପୁନର୍ବାର ନିଯୁକ୍ତି ଦେଇଛି। ଫଟୋରେ ତା ମୁହଁର ହସ ସବୁ କିଛି କହୁଛି!
>> ଦ୍ୱିତୀୟ ସୁଯୋଗ ଦେଇଥିବାରୁ ବ୍ଲୁଡାର୍ଟ ମ୍ୟାନେଜମେଣ୍ଟକୁ ହୃଦୟରୁ ଧନ୍ୟବାଦ। Jay shree jagannath.

ବେଗୁନିଆ ବିଜେଡି ବିଧାୟକ ଶ୍ରୀ ପ୍ରଦୀପ ସାହୁଙ୍କ ପିତା ସ୍ବର୍ଗତ ଲକ୍ଷ୍ମୀଧର ସାହୁଙ୍କ ଦ୍ଵାଦଶାହ ଅବସରରେ ପହଞ୍ଚି, ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି...
12/09/2026

ବେଗୁନିଆ ବିଜେଡି ବିଧାୟକ ଶ୍ରୀ ପ୍ରଦୀପ ସାହୁଙ୍କ ପିତା ସ୍ବର୍ଗତ ଲକ୍ଷ୍ମୀଧର ସାହୁଙ୍କ ଦ୍ଵାଦଶାହ ଅବସରରେ ପହଞ୍ଚି, ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ଶ୍ରୀମତୀ ସୁଜାତା ରାଉତ।

- ଦୁଇ ଅଡିଟର୍ ଙ୍କ ନିକଟରୁ ଭିଜିଲାନ୍ସ ଜବତ୍ କରିଥିବା ୧୪ ଲକ୍ଷ ଟଙ୍କା ଅର୍ଥ।- ବାରିପଦାରୁ ୨ ଅଡିଟ୍ ଅଫିସର୍ଙ୍କୁ ଧରିଲା ବାଲେଶ୍ୱର ଭିଜିଲାନ୍...
12/09/2026

- ଦୁଇ ଅଡିଟର୍ ଙ୍କ ନିକଟରୁ ଭିଜିଲାନ୍ସ ଜବତ୍ କରିଥିବା ୧୪ ଲକ୍ଷ ଟଙ୍କା ଅର୍ଥ।
- ବାରିପଦାରୁ ୨ ଅଡିଟ୍ ଅଫିସର୍ଙ୍କୁ ଧରିଲା ବାଲେଶ୍ୱର ଭିଜିଲାନ୍ସ ଟିମ୍।
- ଯେଉଁ ସରକାରୀ ବାବୁଙ୍କୁ ଦେଖ ପୁଳା ପୁଳା ଟଙ୍କା ।

12/09/2026

ଆମ ଆଦମୀ ପାର୍ଟିର ଶକ୍ତି ପଦର୍ଶନ ଦେଖି ଡବଲ ଇଞ୍ଜିନ ବେକାବୁ ।

 #ଚାଷଜମିରୁ_କୁମ୍ଭୀର_ଉଦ୍ଧାର-କେନ୍ଦ୍ରାପଡ଼ା: ରାଜନଗର ଅଂଚଳରୁ ବଉଳା କୁମ୍ଭୀର ଉଦ୍ଧାର-ବ୍ରାହ୍ମଣୀକୋହ୍ଲା ଗାଁ ପାଖ ଚାଷଜମିରୁ କୁମ୍ଭୀର ଉଦ୍ଧା...
12/09/2026

#ଚାଷଜମିରୁ_କୁମ୍ଭୀର_ଉଦ୍ଧାର
-କେନ୍ଦ୍ରାପଡ଼ା: ରାଜନଗର ଅଂଚଳରୁ ବଉଳା କୁମ୍ଭୀର ଉଦ୍ଧାର
-ବ୍ରାହ୍ମଣୀକୋହ୍ଲା ଗାଁ ପାଖ ଚାଷଜମିରୁ କୁମ୍ଭୀର ଉଦ୍ଧାର
-ମାଛ ଧରା ଲଞ୍ଜା ଜାଲରେ ପଡ଼ିଲା ୬ ଫୁଟ୍‌ର କୁମ୍ଭୀର
-କୁମ୍ଭୀରକୁ ଉଦ୍ଧାର କଲା ବନ ବିଭାଗ, ଲୋକେ ଆତଙ୍କିତ

ଗଛ ବଦଳରେ ଝାଉଁ ଡାଳ ପୋତି ଦେଇ , ଲକ୍ଷାଧିକ ଟଙ୍କା ଲୁଟ୍ କରିଥିବାର ଅଭିଯୋଗ  #ଅସ୍ତରଙ୍ଗ। ଦେଖନ୍ତୁ ଫୋଟୋ, ବର୍ଷା ଦିନେ ବି, ସବୁ ଗଛ ମରିଗଲା ...
12/09/2026

ଗଛ ବଦଳରେ ଝାଉଁ ଡାଳ ପୋତି ଦେଇ , ଲକ୍ଷାଧିକ ଟଙ୍କା ଲୁଟ୍ କରିଥିବାର ଅଭିଯୋଗ #ଅସ୍ତରଙ୍ଗ। ଦେଖନ୍ତୁ ଫୋଟୋ, ବର୍ଷା ଦିନେ ବି, ସବୁ ଗଛ ମରିଗଲା କିପରି ? ସରକାରଙ୍କୁ ବଦନାମ କରିବା ପାଇଁ ଅଧିକାରୀଙ୍କ ଚେଷ୍ଟା କି ? ଏହାର ସଠିକ୍ ତଦନ୍ତ ହେବା ଆବଶ୍ୟକ । କିନ୍ତୁ ସରକାରଙ୍କୁ ପରିବେଶ ସୁରକ୍ଷା ଚିନ୍ତା, ଅଧିକାରୀଙ୍କୁ ନିଜ ଲୋନ୍ EMI ଚିନ୍ତା !

#କାକଟପୁର #ଅସ୍ତରଙ୍ଗ

Address

News Godown
Bhubaneswar
751021

Website

Alerts

Be the first to know and let us send you an email when News godown posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share