Tadant News

Tadant News tadantnews.com is a odisha's leading 24X7 online news portal
(1)

ପ୍ରିୟ ଦର୍ଶକ ବନ୍ଧୁ ଆମେ ଆପଣଙ୍କୁ ଶୁସ୍ୱାଗତ କରୁଛୁ ତଦନ୍ତ ନିୟୁଜ ଚ୍ୟାନେଲକୁ ଆପଣ ଘରେ ବସି ଏହି ଚ୍ୟାନେଲ ମାଧ୍ୟମ ରେ - HEALTH, EDUCATION, TEMPLE, ENTERTAINMENT, NEWS ଇତ୍ୟାଦି ସବୁର Details ପାଇପାରିବେ, ଏବଂ ଆପଣ ମାନଙ୍କ ଆବଶ୍ୟକୀୟ ବା ଚାହିଦା ର ଭିଡ଼ିଓ ମଧ୍ୟ ଉପଲବ୍ଧ କରାଇବୁ

ଆଶା କରୁଛୁ ଆମ୍ଭମାନଙ୍କର ଏ ଛୋଟ ପ୍ରୟାସଟି ଆପଣଙ୍କୁ କିଛି ଖୁସି ଦେବା ସହିତ କିଛି ସୂଚନା ମଧ୍ୟ ପ୍ରଦାନ କରିବାକୁ ସମର୍ଥ ହେବ II ଯଦି ଆପଣଙ୍କୁ ଏହି ଚ୍ୟାନେଲ ଟି ଭଲ ଲାଗେ ତେବେ PL

EASE LIKE, SUBSCRIBE & FOLLOW କରନ୍ତୁ ଓ ଭିଡ଼ିଓ ଟିକୁ LIKE କରନ୍ତୁ II
TADANT NEWS is an eastern Indian State - Odisha based online Web Portal service that runs in Indian language - Odia. An unit of MAA MANGALA CSC & MAA MANGALA FACILITY MANAGEMENT SERCIVES which also runs an Odia web channel tadantnews.com

Whats'up No : 7810088889

If you have any complain about your own content which you find in this channel kindly contact directly us in [email protected] Positively we take the necessary action and not be disappoint you.

31/07/2026

ଖବର ପଛର ପ୍ରକୃତ ସତ କ’ଣ?

ଅନ୍ୟାୟ, ଦୁର୍ନୀତି ଏବଂ ସାଧାରଣ ଲୋକଙ୍କ ସମସ୍ୟାର ସଠିକ୍ ଚିତ୍ର ସାମ୍ନାକୁ ଆଣିବା ପାଇଁ ଆସୁଛି Tadant News। ବିନା ଭୟ, ବିନା ପକ୍ଷପାତରେ ପ୍ରତ୍ୟେକ ଖବରର ନିଷ୍କପଟ ଚିତ୍ର ଆପଣଙ୍କ ପାଖରେ ପହଞ୍ଚାଇବା ଆମର ଲକ୍ଷ୍ୟ। Video

🔔 ଆଜି ହିଁ Channel କୁ Subscribe / Follow କରନ୍ତୁ ଏବଂ ସତ୍ୟ ସହ ଯୋଡ଼ି ହୁଅନ୍ତୁ!

26/07/2026

ରାଜନୀତିରୁ ସନ୍ନ୍ୟାସ ପରେ କୁଆଡ଼େ ଗଲେ ଭି.କେ. ପାଣ୍ଡିଆନ୍? ଜାଣନ୍ତୁ ବର୍ତ୍ତମାନର ସ୍ଥିତି!TadantNews ଓଡ଼ିଶା ରାଜନୀତିରେ ଭି.କେ. ପାଣ୍ଡିଆନ୍‌ଙ୍କୁ ନେଇ ବଡ଼ ଚର୍ଚ୍ଚା! ନିର୍ବାଚନ ପରାଜୟ ଏବଂ ରାଜନୀତିରୁ ସନ୍ନ୍ୟାସ ଘୋଷଣା ପରେ କୁଆଡ଼େ ଗଲେ ନବୀନଙ୍କ ପୂର୍ବତନ ସଚିବ? କାହିଁକି ଗଣମାଧ୍ୟମ ଓ ସୋସିଆଲ୍ ମିଡିଆରୁ ସମ୍ପୂର୍ଣ୍ଣ ଦୂରେଇ ରହିଛନ୍ତି ପାଣ୍ଡିଆନ୍? ତାଙ୍କ ନୀରବତା ପଛର ଅସଲ କାରଣ ଜାଣିବା ପାଇଁ ଦେଖନ୍ତୁ ତଦନ୍ତ News ର ଏହି ବିଶେଷ ରିପୋର୍ଟ।

25/07/2026

ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା! ଜାଣନ୍ତୁ କାହିଁକି ଏହି ବଡ଼ ନିଷ୍ପତ୍ତି ନେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ!

25/07/2026

🔴LIVE : ଛାତ୍ର ଆନ୍ଦୋଳନ ଓ ବିବାଦ ଭିତରେ ବଡ଼ ନିଷ୍ପତ୍ତି! ପଦରୁ ଓହରିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ!

କେନ୍ଦ୍ର ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଧର୍ମେନ୍ଦ୍ର ପ୍ରଧାନ! ଦେଶବ୍ୟାପୀ ଛାତ୍ର ଆନ୍ଦୋଳନ ଓ ପରୀକ୍ଷା ବିବାଦ ଭିତରେ ବଡ଼ ନିଷ୍ପତ୍ତି ନେଲେ କେନ୍ଦ୍ରମନ୍ତ୍ରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଖକୁ ପଠାଇଲେ ଇସ୍ତଫା ପତ୍ର। କାହିଁକି ଇସ୍ତଫା ଦେଲେ ଧର୍ମେନ୍ଦ୍ର? ଜାଣିବା ପାଇଁ ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ।

25/07/2026

ବଡ଼ଦାଣ୍ଡରେ ଲକ୍ଷ ଲକ୍ଷ ଭକ୍ତଙ୍କ ଜନସମୁଦ୍ର! ଜାଣନ୍ତୁ ସୁନାବେଶରେ ମହାପ୍ରଭୁ କେଉଁ ସବୁ ଅଳଙ୍କାର ଧାରଣ କରନ୍ତି?
ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ସୁନାବେଶ! ବାହୁଡ଼ା ଯାତ୍ରା ପରେ ରଥ ଉପରେ ସୁବର୍ଣ୍ଣ ଅଳଙ୍କାରରେ ଝଲସୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି। କାହିଁକି ହୁଏ ମହାପ୍ରଭୁଙ୍କ ଏହି ରାଜାରାଜେଶ୍ୱର ବେଶ? କେତେ କ୍ୱିଣ୍ଟାଲ୍ ସୁନା ଅଳଙ୍କାର ଲାଗି ହୁଏ ଏବଂ କେଉଁ ସବୁ ସୁବର୍ଣ୍ଣ ଆଭୂଷଣ ଧାରଣ କରନ୍ତି କାଳିଆ ସାଆନ୍ତ? ଜାଣିବା ପାଇଁ ଦେଖନ୍ତୁ ତଦନ୍ତ News ର ଏହି ସ୍ୱେଶାଲ୍ ଭକ୍ତିପୂତ ରିପୋର୍ଟ। ଜୟ ଜଗନ୍ନାଥ!

25/07/2026

ଜଗନ୍ନାଥଙ୍କ ସହ ମୁଖ୍ୟମନ୍ତ୍ରୀଙ୍କୁ ତୁଳନା! ବନ୍ତ କଲେଜର ଦୁଇ ଛାତ୍ରୀଙ୍କ ବିବାଦୀୟ କାରନାମା ଭାଇରାଲ୍!
ଭଦ୍ରକର ବନ୍ତ କଲେଜରେ ବଡ଼ ବିବାଦ! ଲକ୍ଷ ଲକ୍ଷ ଭକ୍ତଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସହ ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ତୁଳନା କରି କୋଟି ଓଡ଼ିଆଙ୍କ ଭାବାବେଗକୁ କୁଠାରଘାତ କଲେ ଦୁଇ କଲେଜ ଛାତ୍ରୀ। ବ୍ଲାକବୋର୍ଡରେ ଚିତ୍ର ଆଙ୍କି, ହସି ହସି ମହାପ୍ରଭୁଙ୍କ ସ୍ୱରୂପକୁ ଅପମାନ କରୁଥିବାର ଭାଇରାଲ୍ ଭିଡିଓ ଏବଂ ତାକୁ ନେଇ ଜଗନ୍ନାଥ ସଂସ୍କୃତିପ୍ରେମୀଙ୍କ ତୀବ୍ର ଆକ୍ରୋଶ। ଜାଣନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ ଏହି ଭିଡିଓରେ।

23/07/2026

ରାତି ପାହିଲେ ବାହୁଡ଼ା ଯାତ୍ରା! ଜନ୍ମବେଦୀ ଛାଡ଼ି ରତ୍ନବେଦୀକୁ ବାହୁଡ଼ିବେ କାଳିଆ ସାଆନ୍ତ!
ରାତି ପାହିଲେ ମହାପ୍ରଭୁଙ୍କ ପବିତ୍ର ବାହୁଡ଼ା ଯାତ୍ରା! ଜନ୍ମବେଦୀ ଶ୍ରୀଗୁଣ୍ଡିଚା ମନ୍ଦିରରୁ ରତ୍ନବେଦୀକୁ ବାହୁଡ଼ିବେ ଚତୁର୍ଦ୍ଧାମୂର୍ତ୍ତି। ଗୁଣ୍ଡିଚା ମନ୍ଦିରରେ ଭକ୍ତଙ୍କ ଅଶ୍ରୁପୂର୍ଣ୍ଣ ବିଦାୟ, ମାଉସୀମା ଦୁଆରେ ପୋଡ଼ପୀଠା ଭୋଗ ଏବଂ ସିଂହଦ୍ୱାରରେ ମାଆ ଲକ୍ଷ୍ମୀଙ୍କ ମାନ-ଅଭିମାନ ଭଙ୍ଗ... ବାହୁଡ଼ା ଯାତ୍ରାର ସମସ୍ତ ପବିତ୍ର ଓ ରହସ୍ୟମୟ ନୀତିକାନ୍ତି ବିଷୟରେ ଜାଣିବା ପାଇଁ ଦେଖନ୍ତୁ ତଦନ୍ତ News ର ଏହି ସ୍ୱେଶାଲ୍ ଭକ୍ତିପୂତ ରିପୋର୍ଟ। ଜୟ ଜଗନ୍ନାଥ!

20/07/2026

ନନ୍ଦିଘୋଷ ରଥ ଭାଙ୍ଗିଲେ ମାଆ ମହାଲକ୍ଷ୍ମୀ! ଶ୍ରୀକ୍ଷେତ୍ରରେ ପାଳିତ ହେଲା ହେରାପଞ୍ଚମୀର ନିଆରା ନୀତି!
ଶ୍ରୀକ୍ଷେତ୍ର ପୁରୀରେ ପାଳିତ ହେଲା ମହାପ୍ରଭୁଙ୍କ ଅନନ୍ୟ 'ହେରାପଞ୍ଚମୀ' ନୀତି! ରଥଯାତ୍ରାର ପଞ୍ଚମ ଦିନରେ କାହିଁକି ମାଆ ମହାଲକ୍ଷ୍ମୀ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପରେ ଅଭିମାନ କରି ନନ୍ଦିଘୋଷ ରଥ ଭାଙ୍ଗିଲେ? ଦାମ୍ପତ୍ୟ ସ୍ନେହ, ଅଭିମାନ ଓ ପ୍ରେମର ଏହି ଦିବ୍ୟ ଲୀଳା ଏବଂ ହେରାଗୋହିରୀ ସାହି ଦେଇ ମାଆଙ୍କ ଶ୍ରୀମନ୍ଦିର ବାହୁଡ଼ା ପଛର ସମ୍ପୂର୍ଣ୍ଣ ରହସ୍ୟ ଜାଣିବା ପାଇଁ ଦେଖନ୍ତୁ ତଦନ୍ତ News ର ଏହି ସ୍ୱେଶାଲ୍ ଭକ୍ତିପୂତ ରିପୋର୍ଟ। ଜୟ ଜଗନ୍ନାଥ!

18/07/2026
18/07/2026

🔴LIVE : ପୁରୀ ରଥଯାତ୍ରାରେ ପ୍ରଶାସନିକ ବିଫଳତାର ସବୁଠାରୁ କଳା ଚିତ୍ର! ବଡ଼ଦାଣ୍ଡରେ ଅସମ୍ଭାଳ ଭିଡ଼ ଯୋଗୁଁ ଘଟିଛି ଭୟଙ୍କର ଦଳାଚକଟା। ୧୨୦ରୁ ଅଧିକ ଶ୍ରଦ୍ଧାଳୁ ଅଣନିଶ୍ୱାସୀ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ଶ୍ୱାସରୁଦ୍ଧ ହୋଇ ଜଣଙ୍କର ଜୀବନ ଯାଇଥିବା ସନ୍ଦେହ କରାଯାଉଛି। ମୋହନ ମାଝୀ ସରକାରଙ୍କ ସୁରକ୍ଷା ଦାବି ଉପରେ ଦେଖନ୍ତୁ ତଦନ୍ତ News ର ଏହି ବିସ୍ଫୋରକ ଖୁଲାସା।

Address

Bhubaneswar
751010

Alerts

Be the first to know and let us send you an email when Tadant News posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Tadant News:

Shortcuts

Share