
12/10/2022
ରତ୍ନଭଣ୍ଡାରକୁ ନେଇ ସଂଶୟ ଦିନକୁ ଦିନ ବଢୁଛି ଆଉ ସରକାର ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ କେବଳ ସମୟ ଗଡ଼ାଇ ଚାଲିଛନ୍ତି l ସାଧାରଣ ଲୋକଙ୍କୁ ଲାଗିଲାଣି ଯେ ସତରେ ରତ୍ନଭଣ୍ଡାରରୁ ମହାପ୍ରଭୁଙ୍କର ସମ୍ପତି ଚୋରି ହୋଇଯାଇଛି ବୋଧେ l
ଧରିତ୍ରୀରେ ପ୍ରକାଶିତ l