One Odisha One Voice

  • Home
  • One Odisha One Voice

One Odisha One Voice Utkal Pradesh

ପ୍ରାର୍ଥ ପତ୍ର ଦାଖଲ କଲେ BJP ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପାତ୍ର।
02/05/2024

ପ୍ରାର୍ଥ ପତ୍ର ଦାଖଲ କଲେ BJP ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପାତ୍ର।

ଗୋଟେ ଖୁସୀ ଆଉ।🤣
22/07/2023

ଗୋଟେ ଖୁସୀ ଆଉ।🤣

17/07/2023

14/07/2023

11/07/2023

ବନ୍ଦେ ଉତ୍କଳ ଜନନୀ
ମୋ ମାଟି ର ବାସ୍ନା ମୋତେ ଅଧିକ ପ୍ରିୟ।
ବନ୍ଦେ ଉତ୍କଳ ଜନନୀ

The MSDHappy birthday 🎂
07/07/2023

The MSD
Happy birthday 🎂

ପର୍ବତାରୋହୀ କଳ୍ପନା ଦାଶଙ୍କ ଜୟନ୍ତୀରେ ବିନମ୍ର ଶ୍ରଦ୍ଧାଞ୍ଜଳି । ମାଉଣ୍ଟ ଏଭରେଷ୍ଟ ଚଢିବାରେ ସେ ହେଉଛନ୍ତି ପ୍ରଥମ ଓଡ଼ିଆ ।        #ଓଡିଶା
07/07/2023

ପର୍ବତାରୋହୀ କଳ୍ପନା ଦାଶଙ୍କ ଜୟନ୍ତୀରେ ବିନମ୍ର ଶ୍ରଦ୍ଧାଞ୍ଜଳି । ମାଉଣ୍ଟ ଏଭରେଷ୍ଟ ଚଢିବାରେ ସେ ହେଉଛନ୍ତି ପ୍ରଥମ ଓଡ଼ିଆ ।


#ଓଡିଶା

https://youtu.be/g_UMNvG4Kqs
22/06/2023

https://youtu.be/g_UMNvG4Kqs

funny pranks, prank compilation, try not to laugh, pranksters, classic pranks, unsuspecting victims, reactions, good laugh, shareTags:funny, pranks, prank co...

21/06/2023

Top 5 Scary beach


ବର୍ଷା ନ ହେବା ଲାଗି ୧୦୮ ନଡ଼ିଆ ଜାଚିଲେ ଆମ କେନ୍ଦ୍ରାପଡ଼ା ସଂସଦ। ଆରେ ଭାଇ ବର୍ଷା ନ ହେଲେ ଚାଷୀ ମାନଙ୍କର କଣ ହବ କେବେ ବୁଝିଛ?କଳିଙ୍ଗ ଷଣ୍ଢ ...
30/05/2023

ବର୍ଷା ନ ହେବା ଲାଗି ୧୦୮ ନଡ଼ିଆ ଜାଚିଲେ ଆମ କେନ୍ଦ୍ରାପଡ଼ା ସଂସଦ।
ଆରେ ଭାଇ ବର୍ଷା ନ ହେଲେ ଚାଷୀ ମାନଙ୍କର କଣ ହବ କେବେ ବୁଝିଛ?
କଳିଙ୍ଗ ଷଣ୍ଢ ହବାକୁ କିଏ କହୁଥିଲା ?
ବାହାରେ ବୁଲିଲେ ତ ବର୍ଷା ଛିଟା ପଡ଼ିବ ନା।
ବଳଦ ହେଇଥିଲେ କିଏ ଗୁହାଳ ଭିତରେ ରଖିଥାନ୍ତି।
ଏ ଷଣ୍ଢ କୁ କିଏ ବନ୍ଧିବ।
ବର୍ଷା ହବ ହାବ ହବ...............💦💦💦💦😝🤣😜

ଏ ଧରାପୃଷ୍ଠ ସବୁ ବେଳେ ସୌନ୍ଦର୍ଯ୍ୟ ରେ ପରିପୂର୍ଣ୍ଣ।ନିଷ୍ପତ୍ତି ଆମେ ନେଇ ଥାଉ ଯେ ଆମେ କଣ ଦେଖିବାକୁ ଚାହୁଁ।
17/04/2023

ଏ ଧରାପୃଷ୍ଠ ସବୁ ବେଳେ ସୌନ୍ଦର୍ଯ୍ୟ ରେ ପରିପୂର୍ଣ୍ଣ।
ନିଷ୍ପତ୍ତି ଆମେ ନେଇ ଥାଉ ଯେ ଆମେ କଣ ଦେଖିବାକୁ ଚାହୁଁ।

17/04/2023

Address


Website

Alerts

Be the first to know and let us send you an email when One Odisha One Voice posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

  • Address
  • Alerts
  • Claim ownership or report listing
  • Want your business to be the top-listed Media Company?

Share