12/09/2026
ଭିଜିଲାନ୍ସ ଜାଲରେ ଅବକାରୀ ସୁପରିଟେଣ୍ଡେଣ୍ଟ......................................................
ରାଉରକେଲା: ରାଉରକେଲା ଅବକାରୀ ସୁପରିଟେଣ୍ଡେଣ୍ଟ ଧନେଶ୍ବର ବରାଡ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଉଦିତ ନଗର ସ୍ଥିତ କାର୍ଯ୍ୟାଳୟରେ ଜଣେ ମଦ ଦୋକାନୀଙ୍କ ଠାରୁ ୫ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ମାଡ଼ି ବସିଥିଲା। ଏହି ଘଟଣା ପରେ ତାଙ୍କ ଭୁବନେଶ୍ବର ସ୍ଥିତ ବାସଭବନ ସମେତ ଏକାଧିକ ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ବ୍ୟାପକ ଚଢ଼ାଉ ଜାରି ରହିଛି।
#ରାଉରକେଲା #ଭିଜିଲାନ୍ସ_ଚଢାଉ #ଅବକାରୀ_ସୁପରିଟେଣ୍ଡେଣ୍ଟ #ଲାଞ୍ଚ #ଧନେଶ୍ବର_ବରାଡ