Odisha News Now

Odisha News Now "Odisha’s voice, every moment. straight from the heart of Odisha to your Mobile screen."
(1)

05/08/2026

େମେଣ୍ଟ_କଲେ_ଲାଗିବ_ଫାଇନ୍
ସୋସିଆଲ ମିଡିଆରେ ଦାବି କରାଯାଉଛି ଯେ ଏଣିକି UPI ପେମେଣ୍ଟ କଲେ ଅତିରିକ୍ତ ଚାର୍ଜ ଦେବାକୁ ପଡ଼ିବ। କିନ୍ତୁ ଏହି ଦାବିରେ କେତେ ସତ୍ୟ ରହିଛି? ସମସ୍ତ UPI ବ୍ୟବହାରକାରୀଙ୍କ ପାଇଁ କି ଏହି ନିୟମ ଲାଗୁ ହେବ, ନା କେବଳ କିଛି ବିଶେଷ ପ୍ରକାରର ମର୍ଚାଣ୍ଟ ଆକାଉଣ୍ଟ ପାଇଁ?

05/08/2026

#ବାଲି_ତାଡ଼ୁଛନ୍ତି
#ବନ୍ୟା_ମାଡ଼ି_ଆସୁଛି!
ଓଡ଼ିଶାରେ ବନ୍ୟା ପରିସ୍ଥିତି ଓ ନଦୀରୁ ବାଲି ଉତ୍ତୋଳନକୁ ନେଇ ବରିଷ୍ଠ ସାମ୍ବାଦିକ ଏକ ଗୁରୁତ୍ୱପୂର୍ଣ୍ଣ ମତ ରଖିଛନ୍ତି। ତାଙ୍କ ମତରେ, ଅତ୍ୟଧିକ ବାଲି ଉତ୍ତୋଳନ ନଦୀର ସ୍ୱାଭାବିକ ପ୍ରବାହ ଓ ପରିବେଶ ଉପରେ ପ୍ରଭାବ ପକାଇପାରେ, ଯାହାକୁ ନେଇ ସେ ଚିନ୍ତା ପ୍ରକାଶ କରିଛନ୍ତି।

05/08/2026

ମାଗଣା UPI ସେବା ହେବ କି ବନ୍ଦ ? RBI ଗଭର୍ଣ୍ଣରଙ୍କ ବୟାନ ପରେ ବଢ଼ିଲା ଚର୍ଚ୍ଚା...

୨ ମାସ ଧରି ଚାଲିଥିଲା ହତ୍ୟା ଷଡ଼ଯନ୍ତ୍ର ! ଶିକ୍ଷୟିତ୍ରୀଙ୍କୁ ୨୭ରୁ ଅଧିକ ଥର ଛୁରି ଭୁସି ହତ୍ୟା କଲା ଏକତରଫା ପ୍ରେମ କରୁଥିବା ଯୁବକ
05/08/2026

୨ ମାସ ଧରି ଚାଲିଥିଲା ହତ୍ୟା ଷଡ଼ଯନ୍ତ୍ର ! ଶିକ୍ଷୟିତ୍ରୀଙ୍କୁ ୨୭ରୁ ଅଧିକ ଥର ଛୁରି ଭୁସି ହତ୍ୟା କଲା ଏକତରଫା ପ୍ରେମ କରୁଥିବା ଯୁବକ

ଫରିଦାବାଦର ଏକ ଘରୋଇ ବିଦ୍ୟାଳୟରେ ଶିକ୍ଷୟିତ୍ରୀଙ୍କୁ ଛୁରିରେ ଆକ୍ରମଣ କରି ହତ୍ୟା କରିବା ଅଭିଯୋଗରେ ଗିରଫ ହୋଇଥିବା ୨୧ ବର୍ଷୀୟ ଅମି...

05/08/2026

#ରାଜନୀତିକୁ_ଓହ୍ଲାଇବ_କି_CJP

ଅଗଷ୍ଟ ୬କୁ ନେଇ CJPର ଆଗାମୀ ପଦକ୍ଷେପ ଉପରେ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି। ଜନ୍ତର-ମନ୍ତର ଆନ୍ଦୋଳନ ପରେ ସଂଗଠନ ରାଜନୀତିରେ ପ୍ରବେଶ କରିବ କି ନା କେବଳ ଯୁବ ଆନ୍ଦୋଳନକୁ ଆହୁରି ମଜବୁତ କରିବ, ସେନେଇ ସସ୍ପେନ୍ସ ଜାରି ରହିଛି।

ସତର୍କ ରୁହନ୍ତୁ ଓଡ଼ିଶାବାସୀ ! ଆଜି ଓ କାଲି ପ୍ରବଳ ବର୍ଷା ସମ୍ଭାବନା
05/08/2026

ସତର୍କ ରୁହନ୍ତୁ ଓଡ଼ିଶାବାସୀ ! ଆଜି ଓ କାଲି ପ୍ରବଳ ବର୍ଷା ସମ୍ଭାବନା

ରାଜ୍ୟରେ ପୁଣି ସକ୍ରିୟ ହେବାକୁ ଯାଉଛି ବର୍ଷା। ଆଜି ଓ ଆସନ୍ତାକାଲି ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ....

ପ୍ରଥମ ଶ୍ରେଣୀ ପାଠ୍ୟପୁସ୍ତକରେ ସାଂଘାତିକ ତ୍ରୁଟି ! ଅଭିଭାବକଙ୍କ ଅସନ୍ତୋଷ, ଶିକ୍ଷା ବିଭାଗର ସ୍ପଷ୍ଟୀକରଣ...
05/08/2026

ପ୍ରଥମ ଶ୍ରେଣୀ ପାଠ୍ୟପୁସ୍ତକରେ ସାଂଘାତିକ ତ୍ରୁଟି ! ଅଭିଭାବକଙ୍କ ଅସନ୍ତୋଷ, ଶିକ୍ଷା ବିଭାଗର ସ୍ପଷ୍ଟୀକରଣ...

ରାଜ୍ୟରେ ପୁଣିଥରେ ପାଠ୍ୟପୁସ୍ତକରେ ତ୍ରୁଟିକୁ ନେଇ ବିବାଦ ତେଜିଛି। ପ୍ରଥମ ଶ୍ରେଣୀର ଭାଷା ଓ ପରିବେଶ ସମନ୍ୱିତ ପାଠ୍ୟପୁସ୍ତକ ‘ଝୁଲ....

ମହଙ୍ଗା ପଡ଼ିଲା ପ୍ରଧାନମନ୍ତ୍ରୀଙ୍କ ଭିଡିଓ ହଟାଇବା ! କ୍ଷମା ମାଗିଲେ ମେଟା ମୁଖ୍ୟ ମାର୍କ ଜୁକରବର୍ଗ...
05/08/2026

ମହଙ୍ଗା ପଡ଼ିଲା ପ୍ରଧାନମନ୍ତ୍ରୀଙ୍କ ଭିଡିଓ ହଟାଇବା ! କ୍ଷମା ମାଗିଲେ ମେଟା ମୁଖ୍ୟ ମାର୍କ ଜୁକରବର୍ଗ...

ବୁଧବାର ମେଟାର ମୁଖ୍ୟ ମାର୍କ ଜୁକରବର୍ଗ ସଂସଦୀୟ ପ୍ୟାନେଲ୍ ସମ୍ମୁଖରେ ମେଟା ପ୍ଲାଟଫର୍ମରେ ଶିଶୁ ଯୌନ ଶୋଷଣ ସମ୍ବନ୍ଧୀୟ ବିଷୟବସ୍ତୁ ...

ଜାଲି ଉପସ୍ଥାନ, ଜାଲି କର୍ମଚାରୀ, କୋଟି କୋଟି ଟଙ୍କାର ଦରମା ! ପୋଲିସ ବିଭାଗରେ ବଡ଼ ଦୁର୍ନୀତି !
05/08/2026

ଜାଲି ଉପସ୍ଥାନ, ଜାଲି କର୍ମଚାରୀ, କୋଟି କୋଟି ଟଙ୍କାର ଦରମା ! ପୋଲିସ ବିଭାଗରେ ବଡ଼ ଦୁର୍ନୀତି !

ମୁମ୍ବାଇ ପୋଲିସ ବିଭାଗରେ ଏକ ବଡ଼ ଆର୍ଥିକ ଜାଲିଆତିର ପର୍ଦ୍ଦାଫାସ ହୋଇଛି। ପୋଲିସ ବିଭାଗର ବେତନ ବ୍ୟବସ୍ଥାରେ ପ୍ରାୟ ୬.୪୧ କୋଟି ଟଙ୍....

05/08/2026

#ବେପାରକୁ_ଯାଇଥିଲେ
#ଘରେ_ବୁଲିଗଲେ_ଚୋର
ଘରେ କେହି ନଥିବା ସୁଯୋଗ ନେଇ କବାଟ ଭାଙ୍ଗି ଘରେ ପଶିଲେ ଦୁର୍ବୃତ୍ତ। ମାଛ ବେପାରୀ ବ୍ୟବସାୟ କାମରେ ବାହାରକୁ ଯାଇଥିବା ବେଳେ ଘରେ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରର କବାଟ ଭାଙ୍ଗି ନଗଦ ଟଙ୍କା, ସୁନା ଗହଣା ଓ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ନେଇ ଦୁର୍ବୃତ୍ତ ଫେରାର ହୋଇଥିବା ସୂଚନା ମିଳିଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Address

Bhubaneswar

Alerts

Be the first to know and let us send you an email when Odisha News Now posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share