Web24 Odia

Web24 Odia Fastest Growing Web Channel of Odisha, India.
(1)

08/09/2026

ଜୟପୁର: ବାରିଣୀପୁଟ OHPC କଲୋନୀରୁ ଉଛେଦ ପାଇଁ ନୋଟିସ ଘଟଣା । ପ୍ରଭାବିତ ହେବାକୁ ଥିବା ଲୋକଙ୍କ ପ୍ରତିବାଦ ପରେ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ନୂଆଁ ପ୍ରକଳ୍ପ ପାଇଁ ଜମି ଆବଶ୍ୟକ, ପ୍ରଭାବିତ ଲୋକଙ୍କୁ ଥଇଥାନ କରାଯିବ ।

07/09/2026

ଜୟପୁର : ବାରିଣୀପୁଟର OHPC କଲୋନୀ ବାସିନ୍ଦାଙ୍କୁ ଉଛେଦ ପାଇଁ ନୋଟିସ । ନୋଟିସ ବିରୋଧରେ ସ୍ଥାନୀୟ ଲୋକଙ୍କ ହଲ୍ଲାବୋଲ । ଷଡଯନ୍ତ୍ରର ଅଭିଯୋଗ ଆଣିଲେ ଆନ୍ଦୋଳନକାରୀ ।

07/09/2026

ଜୟପୁର : ଅଧ ଘଣ୍ଟାର ବର୍ଷାରେ ବେହାଲ ଜୟପୁର ସହର । ସବୁଆଡେ ଜଳବନ୍ଦୀ ହେଲେ ଲୋକ । ଦେଖନ୍ତୁ ବିଦ୍ୟାଧର ଦୈନିକ ବଜାରର ଦୃଶ୍ୟ ।

07/09/2026

ଜୟପୁର : ଏଇଟା ମୋର ଝୁପୁଡି । ୮୦ ବର୍ଷ ହେଲା ଏଠି ରହୁଛି । ଏବେ ଏଇଠୁ ଉଠେଇଲେ କୁଆଡ଼େ ଯିବି ? ବାରିଣୀପୁଟସ୍ଥିତ OHPC କଲୋନୀ ଖାଲି ନେଇ ନୋଟିସ ପାଇବା ପରେ ଜଣେ ବୃଦ୍ଧା ମାଆଙ୍କ କ୍ଷୋଭ ।

07/09/2026

ଜୟପୁର : ବାରିଣୀପୁଟସ୍ଥିତ ବିସ୍ଥାପିତ କଲୋନୀର ଲୋକଙ୍କୁ ଜାଗା ଖାଲି କରିବାକୁ OHPC ଦେଲା ନୋଟିସ । ନୋଟିସକୁ ବିରୋଧ କରି ଜୋରଦାର ବିକ୍ଷୋଭ ଓ OHPC ଅଫିସ ଘେରାଉ ।

06/09/2026

ଜୟପୁର : ୯୯ ବର୍ଷରେ ପହଞ୍ଚିଲା ରଜାନଗର ଛକର ସାର୍ବଜନୀନ ଦୁର୍ଗା ପୂଜା । ଏଥର ବଡ ମେଢ଼ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ପାଇଁ ହେଲା ନିଷ୍ପତ୍ତି ।

Web24 Odia ତରଫରୁ ପବିତ୍ର ଗୁରୁ ଦିବସର ଶୁଭେଚ୍ଛା |
05/09/2026

Web24 Odia ତରଫରୁ ପବିତ୍ର ଗୁରୁ ଦିବସର ଶୁଭେଚ୍ଛା |

04/09/2026

କୋରାପୁଟ : ନକ୍ସଲ ପରେ ଗଂଜେଇ ମୁକ୍ତ କୋରାପୁଟ ପାଇଁ ପୋଲିସର ପ୍ରୟାସ । ୧୦ ଏକରରେ ଗଞ୍ଜେଇ ଚାଷ, ୧୨ ହଜାର ଗଛ ନଷ୍ଟ! ପାଡୁଆ ପୋଲିସ ଦ୍ବାରା ଦିସାରିଗୁଡ଼ା ଓ ଲେଞ୍ଜିଗୁଡ଼ାରେ ସ୍ବତନ୍ତ୍ର ଅଭିଯାନ । ୩ ଅଭିଯୁକ୍ତ ଗିରଫ ।

ଜୟପୁର ପୌରପାଳିକାକୁ ସାତ ଖୁନ୍ ମାଫ୍  | କାହା ନିର୍ଦ୍ଦେଶରେ ବୁଲୁଛି ପୌରପାଳିକାର ନମ୍ବର ବିହୀନ ଗାଡି ? ସାଧାରଣ ଲୋକ ଏମିତି ଗାଡି ବୁଲାଇ ପାର...
04/09/2026

ଜୟପୁର ପୌରପାଳିକାକୁ ସାତ ଖୁନ୍ ମାଫ୍ | କାହା ନିର୍ଦ୍ଦେଶରେ ବୁଲୁଛି ପୌରପାଳିକାର ନମ୍ବର ବିହୀନ ଗାଡି ? ସାଧାରଣ ଲୋକ ଏମିତି ଗାଡି ବୁଲାଇ ପାରିବେ ତ ? ଜବାବ ଦିଅନ୍ତୁ Koraput RTO.

04/09/2026

ଜୟପୁର : No Investment.... Full Enjoyment. ବିଜେପିର ଅଭିଯୋଗ , ପୌରପାଳିକାର କ୍ଷମତା ସଂକୁଚିତ କରୁଛନ୍ତି ବିଧାୟକ । ପୌରପାଳିକାର ପରିମଳ ଟେଣ୍ଡର ବିବାଦ ପ୍ରସଙ୍ଗରେ ବିଧାୟକଙ୍କୁ ଦାୟୀ କଲେ ବିଜେପି ନେତା ଗୌତମ ସାମନ୍ତରାୟ ।

Address

Fire Station Square
Bhubaneswar

Website

Alerts

Be the first to know and let us send you an email when Web24 Odia posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share