Story With Pratap

Story With Pratap Contact information, map and directions, contact form, opening hours, services, ratings, photos, videos and announcements from Story With Pratap, Digital creator, Bhubaneswar.

ଆମେ ଆପଣଙ୍କ ସାମ୍ନାକୁ ସବୁ ତଥ୍ୟ ଆଉ କାହାର ଅଭିଯୋଗ ଆଧାରରେ ସବୁଦିନ ନୂଆ ନୂଆ ଷ୍ଟୋରୀ ନେଇ ଆସିବୁ, ଏ ସବୁ କାହାଣୀ ଆମ ମନ ଗଢ଼ା ନୁହେଁ କାହାର ଅଭିଯୋଗ ସହିତ ତଥ୍ୟ ଦେବା ହେଉ କିମ୍ଭା କିଛି ଖବର ପରିବେଷଣ ହେଇଥିବା ଖବର କୁ ନେଇ ଆମେ କାହାଣୀ ମାଧ୍ୟମରେ ସଚେତନ କରିବା ଆମର ଲକ୍ଷ୍ୟ

14/08/2026

#ଦିନ_ରାତି_ଏକ_କରି_ଖଟି_ଖଟି
#ସ୍ତ୍ରୀ_ଯାହା_ମାଗିଲା_ସବୁ_ଦେଲି
#ଶେଷରେ_ସେଇ_ସ୍ତ୍ରୀ_ମତେ
ୋ_ଦୁଇ_ପୁଅକୁ_ଛାଡି
#ମୋ_ସାନ_ଭାଇ_ସହ
#ଫେରାର_ହେଇଗଲା
ମୋ ସ୍ତ୍ରୀ ଯାହା ମାଗିଲା ଦିନ ରାତି ଏକ କରି ଖଟି ଖଟି ସବୁ ଦେଲି ଶେଷରେ ମତେ ଆଉ ମୋ ଦୁଇ ଛୁଆକୁ ଛାଡ଼ି ମୋ ଭାଇ ସହ ଫେରାର ହେଇଗଲା l LOVE STORY l HUSBAND WIFE STORY ⁨⁩

13/08/2026

#କୋଉଠି_ମନ_ଇଚ୍ଛା_ଫାଇନ
ୋଉଠି_ପୋଲିସର_ଦାଦାଗିରି
#କୋଉଠି_ମୋବାଇଲ_ଛଡେଇ
#ନିଆ_ଯାଉଛି_ତ_କୋଉଠି
#ଗାଡ଼ିରୁ_ଚାବି_କାଢି_ନିଆ_ଯାଉଛି
#ଫାଇନ_ନାଁରେ_ପୋଲିସ_ଆଉ_RTOର
#ଦାଦାଗିରି_ସରକାର_ସବୁ_ଦେଖି_ନିରବ
ସତରେ କଣ ପୋଲିସ ଫାଇନ ଆଦାୟ ନାଁରେ ଦାଦାଗିରି କରୁଛି ସବୁ ଦେଖି ସରକାର କାହିଁକି ଚୁପ l POLICE STORY l ⁨⁩

11/08/2026

#ମୋ_ବେପାରରେ_କ୍ଷତି_ହେଲା_ପରେ
#ଗୋଟେ_ଭିକାରି_ଭାବି_ବଡ଼_ଅଫିସରକୁ
#ବାହା_ହେଇଗଲା_ସବୁ_କଷ୍ଟ_ଯନ୍ତ୍ରଣା_ସହି
#ମୁ_ପୁଣି_ଥରେ_ସବୁ_ହାସଲ_କରିଥିଲି
#ହେଲେ_ସେ_କିନ୍ତୁ_ମୋ_ପାଖରେ_ନଥିଲା
ମୁ ଭିକାରି ହେଇଗଲି ଭାବି ମତେ ଯନ୍ତ୍ରଣା ଦେଇ ବଡ଼ ବାବୁକୁ ବାହା ହେଇ ସେ ଭାରି ଖୁସିରେ ଅଛି l SAD LOVE STORY l ⁨⁩

10/08/2026

#ପାଞ୍ଚଟା_ଛୁଆର_ମାଆ_ହେବା_ପରେ_ବି
#ସ୍ୱାମୀ_ସୁଖ_ଅପେକ୍ଷା_ପ୍ରେମିକ_ବେଶୀ
#ସୁଖ_ଦେଉଥିଲା_ସ୍ୱାମୀ_ଜାଣିଲା_ପରେ
#ଅଳିଆ_ହଟେଇବାକୁ_ଯାଇ
#ହସି_ହସି_ପ୍ରେମିକ_ସହ_ସ୍ତ୍ରୀର
ବାହାଘର କରିଦେଲା
ସବୁ କଷ୍ଟ ଯନ୍ତ୍ରଣାକୁ ଛାତିରେ ଚାପି ହସି ହସି ନିଜ ସ୍ତ୍ରୀକୁ ପ୍ରେମିକ ସହ ବାହା କରେଇ ଦେଲେ ସ୍ୱାମୀ l SAD LOVE STORY l ⁨⁩

09/08/2026

#ପରିବାର_କଥାରେ_ବାହା_ହେଲା
#ଦରବୁଢ଼ା_ପ୍ରେମିକ_ସହ_ମିଶି
#ସ୍ୱାମୀର_ଜୀବନ_ନେଲା
ୁଟ_ଗାତ_ଖୋଳି_ସ୍ୱାମୀକୁ_ପୋତି
#ଦୁଇବର୍ଷ_ପ୍ରେମିକ_ସହ_ଖେଳ_କଲା
#ଶେଷରେ_ଆଜି_ପୋଲିସ_ହାତରେ_ଧରା_ପଡିଗଲା
ସ୍ୱାମୀର ଜୀବନ ନେଇ ସୁନ୍ଦରୀ ସ୍ତ୍ରୀ ଦରବୁଢ଼ା ପ୍ରେମିକ ସହ ଦୁଇବର୍ଷ ରାସଲୀଳା କରିବା ପରେ ପୋଲିସ ହାତରେ ଧରା ପଡିଲା l LOVE STORY l ⁨⁩

08/08/2026

#ବୁଢା_ବାପାଟା_କାନ୍ଦି_କାନ୍ଦି_କହୁଥିଲା
#ମୋ_ପୁଅ_ମତେ_ଘରୁ_ବାହାର_କରି
#କହିଲେ_ଯାଆ_ଭିକ_ମାଗି_ପେଟ_ପୋଷିବୁ
#ଭିକ_ତ_ମାଗି_ପାରିବିନି_ବାଧ୍ୟ_ହେଇ
ିଆ_ଗୋଟେଇ_ଦୁଇ_ପଇସା
#ରୋଜଗାର_କରି_ପେଟର_ଭୋକ_ମେଣ୍ଟେଉଛି
ବୁଢା ବାପାଟା କାନ୍ଦି କାନ୍ଦି ସାହାରା ଖୋଜୁଥିଲା ଦୁଇ ପୁଅ ମିଶି ଭିକ ମାଗିବାକୁ ରାସ୍ତାକୁ ପଠେଇ ଦେଲେ l SAD STORY l ⁨⁩

07/08/2026

ିନ_ତଳେ_ବାହା_ହେଇଥିବା_ସ୍ତ୍ରୀ
#ବନ୍ଦ_ଘର_ଭିତରେ_ଚିତ୍କାର_କରୁଥିଲା
#ସ୍ୱାମୀ_ଅଣ୍ଡା_ତରକାରୀ_ଖାଇ_ଏମିତି
ା_ନୂଆ_ନୂଆ_ବାହା_ହେଇଥିବା
#ସ୍ତ୍ରୀ_ସିଧା_ଆର_ପାରିକୁ_ଚାଲିଗଲା
25 ଦିନ ତଳେ ବାହା ହେଇଥିବା ସୁନ୍ଦରୀ ସ୍ତ୍ରୀକୁ ସ୍ୱାମୀ ଅଣ୍ଡା ତରକାରୀ ଖାଇ ଜୀବନ ନେଇଗଲା l HUSBAND WIFE STORY l ⁨⁩

06/08/2026

#ପ୍ରେମିକ_ଜିଲ୍ଲାପାଳ_ପାଖରେ_ପହଞ୍ଚି
#କାନ୍ଦି_କାନ୍ଦି_କହିଲା_ମୋ_ପ୍ରେମିକ_ମତେ
#ରୋଗୀଣା_କରି_ଧୋକା_ଦେଇ
#ଅନ୍ୟମାନଙ୍କ_ସହ_ସମ୍ପର୍କ_ରଖି
#ସେମାନଙ୍କୁ_ରୋଗ_ବାଣ୍ଟି_ଚାଲିଛି
#ମତେ_ତା_ସହ_ବାହାଘର_କରେଇଦିଅ
୍ୟମାନଙ୍କ_ଜୀବନ_ବଞ୍ଚାଅ
ଯୁବକ ଜାଣିଶୁଣି ଜଣେ ପରେ ଜଣେ ଯୁବତୀ ମହିଳାଙ୍କୁ ପ୍ରେମ ଜାଲରେ ଫସେଇ ରୋଗ ବାଣ୍ଟି ଦେଇ ଚାଲିଥିଲା l LOVE STORY l ⁨⁩

05/08/2026

#ସେ_ସେତେବେଳ_ବି_ହୋଟେଲ_ଯାଇ
#ରାତି_କାଟୁଥିଲା_ଆଉ_ଆଜି_ବି_ହୋଟେଲ_ଯାଇ
#ରାତି_କାଟୁଛି_ଫରକ_କଣ_ଜାଣିଛନ୍ତି
#ଏବେ_ସେଇ_ହୋଟେଲ_ରୁମର_ବେଡ଼_ଉପରେ
#ମୋ_ବଦଳରେ_ତା_ନୂଆ_ପ୍ରେମିକ_ଅଛି
ତାକୁ ପ୍ରେମ କରି ଦୁଇ ବର୍ଷ ହେଲା ଅନେକ ଯନ୍ତ୍ରଣା ବହୁତ କଷ୍ଟ ପାଇଛି ହେଲେ ତାକୁ କିଛି ଫରକ ପଡିନି l SAD LOVE STORY l ⁨⁩

05/08/2026

୍ରାଣର_ପ୍ରିୟ_ଠାକୁର
େ_କାର୍ଟୁନ
#ମହାପ୍ରଭୁ_ଜଗନ୍ନାଥଙ୍କୁ
#କାର୍ଟୁନ_କରିବା_ପଛରେ
#କାହାର_ହାତ_ଅଛି
#ବିଦେଶୀ_ଷଡଯନ୍ତ୍ର_ନା_ଇସ୍କନ
#ଏମିତି_ପ୍ରଶ୍ନ_ଭିତରେ
#କାର୍ଟୁନ_ସିନେମାକୁ_ନେଇ
#ସାରା_ରାଜ୍ୟରେ_ବିରୋଧ_ଆରମ୍ଭ
ବିଶ୍ୱ ଚିନ୍ତାମଣି ଜଗତର ନାଥ ଜଗନ୍ନାଥଙ୍କୁ କାର୍ଟୁନ କରି ସିନେମା କରିବା ପଛରେ କାହାର ହାତ ଅଛି l SHREE JAGANNATH l ⁨⁩

Address

Bhubaneswar

Website

Alerts

Be the first to know and let us send you an email when Story With Pratap posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share