Utkal News

Utkal News Read all the latest news from Odisha in Politics, Sports, Entertainment etc. 1st e-news portal of Odisha Utkala News is an online Newspaper of Odisha.

Here you can get all the latest news of Sports, Politics, Entertainment, Business and Education of Odisha.

17/08/2023

Best thing to listen is nature sound. I love Rain sound, it make you feel calm cool and beautiful. ...

23/07/2023

ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ ସହ ଗ୍ରାମୀଣ ବିକାଶରେ ନୂଆ ଅଧ୍ୟାୟ ଯୋଡ଼ିଛି ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନା। ଗାଁଗୁଡ଼ିକରେ ଥିବା ପୂଜାସ୍ଥଳ ତଥା ଅନ୍ୟାନ୍ୟ ଐତିହାସିକ ସ୍ଥାନର ଉନ୍ନତିକରଣ ସହ ପଞ୍ଚାୟତଗୁଡ଼ିକରେ ଆଧୁନିକ ଭିତ୍ତିଭୂମିର ବିକାଶ ପାଇଁ ବ୍ୟବସ୍ଥା, ନୂଆ ଓଡ଼ିଶା ଗଠନର ମାର୍ଗକୁ ଆହୁରି ପ୍ରଶସ୍ତ କରିବ।

Take a look at this Flickhaat Gond Painting Canvas 18 inch x 18 inch Painting on Flipkart
23/07/2023

Take a look at this Flickhaat Gond Painting Canvas 18 inch x 18 inch Painting on Flipkart

ରାଜ୍ୟର କେନ୍ଦୁପତ୍ର ହିତାଧିକାରୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik ୩ୟ ପର୍ଯ୍ୟାୟରେ ₹୫୬ କୋଟିର ବୋନସ୍‌ ଓ ପ୍ରୋତ୍ସାହନ ଘୋଷ...
20/07/2023

ରାଜ୍ୟର କେନ୍ଦୁପତ୍ର ହିତାଧିକାରୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik ୩ୟ ପର୍ଯ୍ୟାୟରେ ₹୫୬ କୋଟିର ବୋନସ୍‌ ଓ ପ୍ରୋତ୍ସାହନ ଘୋଷଣା କରିଛନ୍ତି। ଏଥିରେ ୮ ଲକ୍ଷରୁ ଊର୍ଦ୍ଧ୍ଵ କେନ୍ଦୁପତ୍ର ହିତାଧିକାରୀ ଉପକୃତ ହେଉଥିବା ବେଳେ ଶସ୍ୟବର୍ଷ ୨୦୨୨ରେ ₹୨୫୦ କୋଟିର ସର୍ବକାଳୀନ ରେକର୍ଡ ପରିମାଣର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।

ଏହି ବୋନସ୍‌ ଓ ପ୍ରୋତ୍ସାହନ ରାଶି ଚଳିତ ଜୁଲାଇ ମାସରେ ଦିଆଯିବ। ଶସ୍ୟବର୍ଷ ୨୦୨୨ ପାଇଁ ୩ୟ ପର୍ଯ୍ୟାୟରେ କେନ୍ଦୁପତ୍ର ତୋଳାଳିମାନେ ୨୫% ବୋନସ୍‌ ଓ ୪୦ ହଜାର କେନ୍ଦୁପତ୍ର ବନ୍ଧାଳି ଓ ସାମୟିକ କର୍ମଚାରୀ ୫% ପ୍ରୋତ୍ସାହନ ରାଶି ପାଇବେ। କେନ୍ଦୁପତ୍ର ହିତାଧିକାରୀଙ୍କ ଜୀବନଧାରଣମାନର ଉନ୍ନତିରେ ଏହି ଆର୍ଥିକ ସହାୟତା ବିଶେଷ ସହାୟକ ହେବ।

20/07/2023

Congratulations Rural Development Odisha and district administrations as has been conferred with ‘Bhoomi Samman’ by Hon’ble President of India, Smt. Droupadi Murmu for outstanding contribution to Digital India Land Records Modernization Programme. is a pioneer in digitisation of land records & public services under transformative framework.

Gonda art/Gond Painting at Just Rs.800/-It is a form of painting from folk and tribal art that is practiced by one of th...
20/07/2023

Gonda art/Gond Painting at Just Rs.800/-

It is a form of painting from folk and tribal art that is practiced by one of the largest tribes in India – the Gond
This Painting is made by Sri Umardhar Majhi, Odisha

With effective implementation of pro-people measures and welfare schemes,   is now among top 5 States in the country wit...
19/07/2023

With effective implementation of pro-people measures and welfare schemes, is now among top 5 States in the country with steepest decline in poverty. As per NITI Aayog's National Multidimensional Poverty Index (MPI) report, Odisha has registered a decline in headcount ratio from 29.34% in 2015-16 to 15.68% in 2019-21.

The Multidimensional Poverty Index value in rural areas declined from 32.64% in 2015-16 to 17.72% in 2019-21 while in urban areas it declined from 12.32% to 5.42%. MPI value is assessed on parameters like improvement in health, education and standard of living.

19/07/2023

ଭାରତରେ ପ୍ରତିବର୍ଷ ବହୁତ ଲୋକ ଗୋଦର ରୋଗରେ ଆକ୍ରାନ୍ତ ହୋଇ ସାରା ଜୀବନ ଅକ୍ଷମ ହୁଅନ୍ତି। ଏହି ରୋଗ ମଶା କାମୁଡିବା ଦ୍ଵାରା ବ୍ୟାପିଥାଏ ଓ ଏହାର କୌଣସି ଚିକିତ୍ସା ନାହିଁ। କିନ୍ତୁ ଏହି ରୋଗର ପ୍ରତିରୋଧ ସମ୍ଭବ। ପ୍ରତିବର୍ଷ ରାଜ୍ଯ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ଔଷଧ ସେବନ କରନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ।

ଡିଜିଟାଲ୍ ଇଣ୍ଡିଆ ଲ୍ୟାଣ୍ଡ ରେକର୍ଡ ଆଧୁନିକୀକରଣ କାର୍ଯ୍ୟକ୍ରମର ଲକ୍ଷ୍ଯ ପୂରଣ କରିବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡିଶାକୁ ମାନ୍ୟବର ...
19/07/2023

ଡିଜିଟାଲ୍ ଇଣ୍ଡିଆ ଲ୍ୟାଣ୍ଡ ରେକର୍ଡ ଆଧୁନିକୀକରଣ କାର୍ଯ୍ୟକ୍ରମର ଲକ୍ଷ୍ଯ ପୂରଣ କରିବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡିଶାକୁ ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଭାରତର ଶ୍ରେଷ୍ଠ ରାଜ୍ୟ ଭାବେ "ଭୂମି ସମ୍ମାନ" ପ୍ରଦାନ କରିଛନ୍ତି। ଦେଶର 766 ଜିଲ୍ଲା ମଧ୍ଯରୁ 68ଟି ଜିଲ୍ଲାକୁ ପୁରସ୍କାର ମିଳିଥିବା ବେଳେ ଓଡିଶାର ୧୯ଟି ଜିଲ୍ଲା ପୁରସ୍କାର ପ୍ରାପ୍ତ କରି ରାଜ୍ଯ ପାଇଁ ଗୌରବ ଆଣିଛନ୍ତି।

ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନଠାରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଓଡିଶାକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। 19ଟି ଜିଲ୍ଲାର ଜିଲ୍ଲାପାଳ ତଥା ଉପଜିଲ୍ଲାପାଳମାନେ ଏହି ପୁରସ୍କାର ଗ୍ରହଣ କରିଥିଲେ।

ପୁରସ୍କାର ପ୍ରାପ୍ତ କରିଥିବା ଜିଲ୍ଲା:

ଅନୁଗୁଳ, ବୌଦ୍ଧ, ବରଗଡ, ଭଦ୍ରକ, ଦେବଗଡ, ଢେଙ୍କାନାଳ, ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, କେଉଁଝର, ନୟାଗଡ, କୋରାପୁଟ, ନବରଙ୍ଗପୁର, ରାୟଗଡା, ନୂଆପଡା ଓ ସମ୍ବଲପୁର।

(This news is published in ODIA Language only)

କାର୍ଯ୍ୟରତ ସାମ୍ବାଦିକମାନଙ୍କ ପାଇଁ କାର୍ଯ୍ୟକାରୀ ହୋଇଥିବା ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ବୀମା ରାଶିର ପରିମାଣ ₹୨ ଲକ୍ଷରୁ ₹୫ଲକ୍ଷକୁ ...
19/07/2023

କାର୍ଯ୍ୟରତ ସାମ୍ବାଦିକମାନଙ୍କ ପାଇଁ କାର୍ଯ୍ୟକାରୀ ହୋଇଥିବା ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ବୀମା ରାଶିର ପରିମାଣ ₹୨ ଲକ୍ଷରୁ ₹୫ଲକ୍ଷକୁ ବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik ଘୋଷଣା କରିଛନ୍ତି। ଏହା ଦ୍ୱାରା ରାଜ୍ୟର ୮,୭୧୭ କାର୍ଯ୍ୟରତ ସାମ୍ବାଦିକ ଏବଂ ସେମାନଙ୍କ ପରିବାର ଉପକାର ପାଇବେ।

ଚାଷୀଭାଇଙ୍କ ପାଇଁ ଖୁସି ଖବର। ଚଳିତ ବର୍ଷ ରାଜ୍ୟ ସରକାର ୮ଟି ଫସଲ ପାଇଁ ପ୍ରତି ଚାଷୀ ପିଛା ସର୍ବାଧିକ ୨ ହେକ୍ଟର ପର୍ଯ୍ୟନ୍ତ ଫସଲ ବୀମା ପ୍ରିମି...
18/07/2023

ଚାଷୀଭାଇଙ୍କ ପାଇଁ ଖୁସି ଖବର। ଚଳିତ ବର୍ଷ ରାଜ୍ୟ ସରକାର ୮ଟି ଫସଲ ପାଇଁ ପ୍ରତି ଚାଷୀ ପିଛା ସର୍ବାଧିକ ୨ ହେକ୍ଟର ପର୍ଯ୍ୟନ୍ତ ଫସଲ ବୀମା ପ୍ରିମିୟମ ବହନ କରିବେ। ପଞ୍ଜୀକରଣର ଶେଷ ତାରିଖ ୩୧ ଜୁଲାଇ ୨୦୨୩। ଅଧିକ ତଥ୍ୟ ପାଇଁ, 'ଆମ କୃଷି'ର ଟୋଲ୍ ଫ୍ରି ନମ୍ବର ୧୫୫୩୩୩ରେ ଯୋଗାଯୋଗ କରନ୍ତୁ।

CMO Odisha Ranendra Pratap Swain Information & Public Relations Department, Government of Odisha Mo Sarkar 5T

11/07/2023

🌾✨ Embrace the Millet Revolution with Sivani Sangita! ✨🌾

Join us on an exciting journey with the talented actress Sivani Sangita as she joins us to promote health and fitness among youngsters. 🌟💪

Sivani is here to address the common dilemma of indulging in fast food while striving for a healthy lifestyle. But guess what? She unveils a game-changing secret: Fast foods can be healthy if they are made of millets! 🍔🌾

Get ready to be amazed as Sivani unravels the delicious and nutritious world of millet-based fast foods. It's time to satisfy those cravings guilt-free and nourish your body at the same time. Let's embark on this millet revolution together! 🌾💚

ମିଲେଟ ବିପ୍ଳବରେ ସାମିଲ ହେଲେ ଶିବାନୀ ସଙ୍ଗିତା

ପ୍ରତିଭାବାନ ଅଭିନେତ୍ରୀ ଶିବାନୀ ସଙ୍ଗିତା ମିଲେଟ ବିପ୍ଳବରେ ଯୋଗ ଦେଇ ରାଜ୍ୟର ଯୁବାଙ୍କୁ ମିଲେଟର ଉପକାରିତା, ସୁସ୍ଥତା ଓ ଫିଟନେସ ସଂପର୍କରେ ସଚେତନ କରାଇଥିଲେ |

ସୁସ୍ଥ ଜୀବନଶୈଳୀ ସମସ୍ତେ ଚାହୁଁଥିବା ବେଳେ, ଫାଷ୍ଟ ଫୁଡକୁ ଛାଡିପାରୁ ନାହାନ୍ତି, ତେଣୁ ଶିବାନୀ ସଂଗୀତା ପରିବର୍ତ୍ତନକାରୀ ରହସ୍ୟ ଉନ୍ମୋଚନ କରନ୍ତି: ଫାଷ୍ଟଫୁଡ୍ ଯଦି ମିଲେଟରେ ତିଆରି ହୁଏ ତେବେ ଶରୀର ପାଇଁ ସୁସ୍ଥ ହୋଇପାରେ!

ଶିବାନୀ ମିଲେଟ ଆଧାରିତ ଫାଷ୍ଟଫୁଡର ସୁସ୍ବାଦୁ ଏବଂ ପୁଷ୍ଟିକର ଦୁନିଆକୁ ଲୋକ ଲୋକଲୋଚନକୁ ଆଣିଛନ୍ତି | ବର୍ତ୍ତମାନ ଫାଷ୍ଟଫୁଡ଼ ସୁସ୍ୱାଦୁ ସହ ଦେହ ପାଇଁ ପୁଷ୍ଟିକର ମଧ୍ୟ, ତେବେ ଆସନ୍ତୁ ଏହି ମିଲେଟ ବିପ୍ଳବକୁ ଏକାଠି ମିଳିମିଶି ଆଗେଇ ନେବା

CMO Odisha Naveen Patnaik Ranendra Pratap Swain Department of Agriculture & Farmers' Empowerment Sivani Sangita Mission Shakti Odisha IYM 2023 Food and Agriculture Organization of the United Nations (FAO) World Food Programme IHM Bhubaneswar RRA Network

Address

Bhubaneswar
751007

Alerts

Be the first to know and let us send you an email when Utkal News posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Utkal News:

Share