Metro Tv Odisha

Metro Tv Odisha Metro Tv Odisha is the first One Touch 24x7 advisory App Tv channel in India. All android users can access this app by downloading it from 'Google play store.

We are proud to introduce Metro TV Odisha, the first ONE TOUCH 24x7 advisory news App TV channel in India. The goal of this web TV is to provide impartial and genuine information not only in regional but also in national and international level by one touch service through Internet APP. In reality, it's the time of the internet that the mass always wants to be with it. For visual information TV is

not available always but if you have the internet on Mobile then it's enough to watch Metro TV Bureau by simply typing www.metrotvodisha.com. To make the web TV more vibrant the Metro TV Bureau has launched its android version app on the play store.

09/08/2022

ସ୍କୁଲ କତୁର୍ପକ୍ଷଙ୍କ ଅବହେଳା ଯୋଗୁଁ ଛାତ୍ର ର ମୂର୍ତ୍ୟୁ ଅଭିଯୋଗ ଏବଂ ରାସ୍ତା ଅବରୋଧ

ସ୍କୁଲ କତୁର୍ପକ୍ଷଙ୍କ ଅବହେଳା ଯୋଗୁଁ ଛାତ୍ର ର ମୂର୍ତ୍ୟୁ ଅଭିଯୋଗ ଏବଂ ରାସ୍ତା ଅବରୋଧ

09/08/2022

#ଅସହ୍ୟ_ଅପରାଜିତା_ବିଜେପିରେ_ତିକ୍ତତା_ଧନେଶ୍ୱରଙ୍କୁ_ଧକ୍କା_ଦେଲେ_ଧର୍ମେନ୍ଦ୍ରଙ୍କ_ଟୋକା

ଅସହ୍ୟ ଅପରାଜିତା ବିଜେପିରେ ତିକ୍ତତା ଧନେଶ୍ୱରଙ୍କୁ ଧକ୍କା ଦେଲେ ଧର୍ମେନ୍ଦ୍ରଙ୍କ ଟୋକା

09/08/2022

ଆଳିରେ ସୂଚନା ଅଧିକାର ଅଭିଯାନ ସଙ୍ଗଠନର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ଆଳିରେ ସୂଚନା ଅଧିକାର ଅଭିଯାନ ସଙ୍ଗଠନର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

09/08/2022

ମୋବାଇଲ ରିପେୟାରିଙ୍ଗ୍ ଦୋକାନ କରି ସ୍ଵାବଲମ୍ବି ହୋଇଛନ୍ତି ଲିଟନ କୁମାର ପାଲ

ମୋବାଇଲ ରିପେୟାରିଙ୍ଗ୍ ଦୋକାନ କରି ସ୍ଵାବଲମ୍ବି ହୋଇଛନ୍ତି ଲିଟନ କୁମାର ପାଲ

09/08/2022

#ଡାକ୍ତରଙ୍କ_ବେକରୁ_ଚେନ୍_ଛଡାଇ_୨_ଲୁଟେରା_ଗିରଫ

ଡାକ୍ତରଙ୍କ ବେକରୁ ଚେନ୍ ଛଡାଇ ୨ ଲୁଟେରା ଗିରଫ

09/08/2022

#ନୂଆ_ଓଡିଆ_ମୁଭି_"ଅଧୁରା_ପ୍ରେମ_କାହାଣୀ"

ନୂଆ ଓଡିଆ ମୁଭି ' ଅଧୁରା ପ୍ରେମ କାହାଣୀ

09/08/2022

#ଚୋରି_ହେଉଛି_ଟ୍ରକ_ଟ୍ରକ_ବାଲି_ଘାଟ_ଗୋଟିଏ_ରସିଦ_ଭିନ୍ନ_ଭିନ୍ନ

ଚୋରି ହେଉଛି ଟ୍ରକ ଟ୍ରକ ବାଲି ଘାଟ ଗୋଟିଏ ରସିଦ ଭିନ୍ନ ଭିନ୍ନ

09/08/2022

୨୦୧୮ ଅନୁଦାନପ୍ରାପ୍ତ ଅଧ୍ୟାପକ ଓ କର୍ମଋରୀ ସଂଘ ତରଫରୁ ଆଜି ଭୁବନେଶ୍ବରସ୍ଥ ଲୋହିଆ ଏକାଡ଼େମୀ ଠାରେ ସାଧାରଣ ପରିଷଦ ବୈଠକରେ ରାଜ୍ୟ ସରକାରଙ୍କ ପାତର ଅନ୍ତର ନୀତିର ପ୍ରତିବାଦ କରାଯିବା ସହ ତୁରନ୍ତ ସପ୍ତମ ବେତନ ଓ ଋକିରୀ ସର୍ତ୍ତାବଳୀ ଲାଗୁ କରିବା ପାଇଁ ଦାବୀ କରାଯାଇଛି

09/08/2022

#ସ୍ପର୍ମ_ନୁହେଁ_ସେଲ_ଦ୍ୱାରା_ହେବ_ବେବି_ଇସ୍ରାଏଲ_ଆଣୁଛି_କୁତ୍ରିମ_ଭୃଣ

ସ୍ପର୍ମ ନୁହେଁ ସେଲ ଦ୍ୱାରା ହେବ ବେବି ଇସ୍ରାଏଲ ଆଣୁଛି କୁତ୍ରିମ ଭୃଣ

09/08/2022

#ଗୋଟିଏ_ହାତ_ଓ_ଅଧା_ଗୋଡ_ବଳରେ_କରୁଛନ୍ତି_ବିଶ୍ୱ_ଭ୍ରମଣ

ଗୋଟିଏ ହାତ ଓ ଅଧା ଗୋଡ ବଳରେ କରୁଛନ୍ତି ବିଶ୍ୱ ଭ୍ରମଣ

09/08/2022

ୁଟର_ଉଡିବ_ଜାତୀୟ_ପତାକା

ଏଥର ୧୨୦ ଫୁଟର ଉଡିବ ଜାତୀୟ ପତାକା
ଦେଶରେ ପାଳନ ହେବାକୁ ଯାଉଛି ୭୫ ତମ ସ୍ୱାଧିନତା ଦିବସ । ଯାହା ର୍ପୁରୁ ଦେଶରେ ଦେଖିବାକୁ ମିଳିଛି ଉତ୍ସାହ । କେବଳ ଦେଶ କାହିଁଙ୍କି ବିଦେଶରେ ମଧ୍ୟ ଏହାକୁ ଏନେଇ ଉତ୍ସାହ ଦେଖିବାକୁ ମିିଳିଛି । ସୂଚନା ଅନୁସାରେ ସ୍ୱାଧିନତା ଦିବସ ଅବସରରେ ଆମେରିକାର ବୋଷ୍ଟନରେ ଉଡିବ ଭାରତର ଜାତୀୟ ପତାକା

09/08/2022

ଲଘୁଚାପ ସକାଶେ ମାଲକାନଗିରି ରେ ଅବିଶ୍ରାନ୍ତ ବର୍ଷା , ବୁଡ଼ିଲା କାଙ୍ଗୁରକୋଣ୍ଡା ପୋଲ ମାଲକାନଗିରି ଜିଲ୍ଲା କାଙ୍ଗୁରକୋଣ୍ଡା ପୋଲ ଉପରେ ୩ ରୁ ୪ ଫୁଟ ର ପାଣି ପ୍ରବାହିତ ଉଭୟ କୂଳରେ ଶତାଧିକ ଗାଡି ଅଟକି ରହିଛି ଫଳରେ ମାଲକାନଗିରି ଠୁ ମୋଟ ୩୨୬ ନମ୍ବର ଜାତୀୟ ରାଜପଥ ଯାତାୟାତ ଠପ ହୋଇଛି

Address

6th Floor Metro House
Bhubaneswar
751007

Alerts

Be the first to know and let us send you an email when Metro Tv Odisha posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Metro Tv Odisha:

Share