Radio Choklate 104 FM Dhum Mitha

Radio Choklate 104 FM Dhum Mitha � Verified Official © ORIGINAL Page
Radio Choklate 104 FM is Odisha's most loved radio station. Keep listening to Radio Choklate 104 FM and feel Dhum Mitha!
(1)

We believe in entertaining our listeners with music and programs that are rich in local flavour. 6 to 60, we are loved by all age groups in the state and have been the No.1 station in Odisha for the last 8 years. Like our page to know more about our shows, RJ's, events and activities.

07/09/2026

କାମ ଆଦାୟ କରିବାର କଳା: ବୁଝାମଣା + ସଂଯମତା = ଶତ ପ୍ରତିଶତ ସଫଳତା!

Rj Pooja Talk

05/09/2026

ପବିତ୍ର ଗୁରୁଦିବସ ଅବସରରେ "ଚକଲେଟ୍ ବାୟା" ରେ ଶୁଣନ୍ତୁ 'ପୂଜ୍ୟ ଗୁରୁଙ୍କୁ କୋଟି କୋଟି ଦଣ୍ଡବତ' ।

📝 Lyric: Guru Satpathy
🎤 Voice: Saumitri Palai
🎨 Poster Design: Hadukishor
🎬 Animation: Arun Das
🎹 Sound: Saumitri, Srikanta & Satya

05/09/2026

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦୁର୍ଲଭ 'କାଳୀୟ ଦଳନ ବେଶ' ଦର୍ଶନ କରିଛନ୍ତି କି?

କାଳୀୟ ଦଳନ ଏକାଦଶୀ ଅବସରରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହୁଏ ମହାପ୍ରଭୁଙ୍କ ଏକ ବିଶେଷ ଲୀଳା। ମାର୍କଣ୍ଡ ପୁଷ୍କରିଣୀରେ କାଳୀୟ ନାଗ ଦଳନ ଠାରୁ ଆରମ୍ଭ କରି ଜଗନ୍ନାଥ ବଲ୍ଲଭ ମଠରୁ ଅମୃତ ଲଡୁ ଆସିବା ଏବଂ ପ୍ରଭୁଙ୍କ ଦିବ୍ୟ ନୃତ୍ୟ ପର୍ଯ୍ୟନ୍ତ, ଜାଣନ୍ତୁ ଏହି ପବିତ୍ର ଦିନର ସମ୍ପୂର୍ଣ୍ଣ ବିବରଣୀ।

ସମ୍ପୂର୍ଣ୍ଣ ଭିଡିଓ ଦେଖିବା ପାଇଁ ଏହି ଲିଙ୍କ୍‌ରେ କ୍ଲିକ୍ କରନ୍ତୁ: https://youtu.be/zZMOIbLMyyk

05/09/2026

ଜନ୍ମାଷ୍ଟମୀ ପରେ ଶ୍ରୀମନ୍ଦିରରେ ପ୍ରଭୁ କୃଷ୍ଣଙ୍କ ଅସୁର ବଧ ଲୀଳା!

ବକାସୁର, ଅର୍ଘାସୁର ଏବଂ ପୂତନା ବଧ... ମହାପ୍ରଭୁଙ୍କ ଜନ୍ମ ପରେ ଶ୍ରୀମନ୍ଦିରରେ କିପରି ପାଳିତ ହୁଏ ଏହି ସବୁ ଦିବ୍ୟ ଲୀଳାଖେଳା?

ସମ୍ପୂର୍ଣ୍ଣ ଭିଡିଓ ଦେଖିବା ପାଇଁ ଏହି ଲିଙ୍କ୍‌ରେ କ୍ଲିକ୍ କରନ୍ତୁ: https://youtu.be/zZMOIbLMyyk

05/09/2026

ଦ୍ୱାର ଫିଟା ନୀତି ପରେ ମହାପ୍ରଭୁଙ୍କ ମଙ୍ଗଳ ଆଳତି ଓ ତା'ପରେ ଦୋଳି ଖେଳା

ସମ୍ପୂର୍ଣ୍ଣ ଭିଡିଓ ଦେଖିବା ପାଇଁ ଏହି ଲିଙ୍କ୍‌ରେ କ୍ଲିକ୍ କରନ୍ତୁ: https://youtu.be/zZMOIbLMyyk

RJ Komal

05/09/2026

ସକାଳର ଗରମାଗରମ ଚା' ଆଉ ସାଙ୍ଗମାନଙ୍କ ସହ ଖଟି... ଦିନ ଆରମ୍ଭ କରିବା ପାଇଁ ଆଉ କ'ଣ ଦରକାର? ☕

ନିଦ ଭାଙ୍ଗିବା ଠାରୁ ଆରମ୍ଭ କରି ମୁଡ୍ ରିଫ୍ରେସ୍ କରିବା ପର୍ଯ୍ୟନ୍ତ, ଚା' ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ । ଶୁଣନ୍ତୁ ଆମ ପ୍ରିୟ ପାନୀୟର ଏହି ସୁନ୍ଦର କାହାଣୀ ଆପଣଙ୍କ ମର୍ଣ୍ଣିଙ୍ଗ ଆର.ଜେ. ମହେଶଙ୍କ ସହିତ!

RJ Mahesh

ଗୁରୁର୍ବ୍ରହ୍ମା ଗୁରୁର୍ବିଷ୍ଣୁଃ ଗୁରୁର୍ଦେବୋ ମହେଶ୍ୱରଃ ।ଗୁରୁଃ ସାକ୍ଷାତ୍ ପରବ୍ରହ୍ମ ତସ୍ମୈ ଶ୍ରୀଗୁରବେ ନମଃ ॥ରେଡିଓ ଚକ୍‌ଲେଟ୍ ତରଫରୁ ପବିତ୍...
04/09/2026

ଗୁରୁର୍ବ୍ରହ୍ମା ଗୁରୁର୍ବିଷ୍ଣୁଃ ଗୁରୁର୍ଦେବୋ ମହେଶ୍ୱରଃ ।
ଗୁରୁଃ ସାକ୍ଷାତ୍ ପରବ୍ରହ୍ମ ତସ୍ମୈ ଶ୍ରୀଗୁରବେ ନମଃ ॥
ରେଡିଓ ଚକ୍‌ଲେଟ୍ ତରଫରୁ ପବିତ୍ର ଗୁରୁଦିବସର ଅନେକ ଅନେକ ଶୁଭକାମନା ।

04/09/2026

ପବିତ୍ର ଜନ୍ମାଷ୍ଟମୀର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା!

✍️ Lyric: Guru Satpathy
🎙️ Voice: Saumitri Palai
🎧 Sound Design: Saumitri, Srikanta, Satya
🎨 Poster Design: Hadukishor
🎬 Animation & Editing: Arun Das

04/09/2026

ରାଧାରାଣୀଙ୍କ ଅତି ପ୍ରିୟ ତମାଳ ବୃକ୍ଷର ରହସ୍ୟ କଣ ଜାଣନ୍ତି କି? କୁହାଯାଏ ଏହି ଗଛମୂଳେ ମାନସିକ କରି ନଟବର ବେଶ ଯାଚିଲେ ସବୁ ଇଚ୍ଛା ପୂରଣ ହୁଏ ।

ସମ୍ପୂର୍ଣ୍ଣ ଭିଡିଓ ଦେଖିବା ପାଇଁ ଏହି ଲିଙ୍କ୍‌ରେ କ୍ଲିକ୍ କରନ୍ତୁ: https://youtu.be/0HwBS9XvhOQ

RJ Komal

04/09/2026

ଜାଣନ୍ତି କି ଭଗବାନ କାହିଁକି ନିଜ ଭକ୍ତ ପାଇଁ ଚାଲି ଚାଲି ଆସିଥିଲେ?

ସମ୍ପୂର୍ଣ୍ଣ ଭିଡିଓ ଦେଖିବା ପାଇଁ ଏହି ଲିଙ୍କ୍‌ରେ କ୍ଲିକ୍ କରନ୍ତୁ: https://youtu.be/0HwBS9XvhOQ

Address

Radio Choklate, 3rd Floor, B/27, Sambad Bhawan, Rasulgarh Indl. Estate
Bhubaneswar

Alerts

Be the first to know and let us send you an email when Radio Choklate 104 FM Dhum Mitha posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Radio Choklate 104 FM Dhum Mitha:

Shortcuts

Share

Category