JBR Samachar

JBR Samachar "JBR Samachar – Your 24/7 digital news channel, bringing truth, insights & stories that matter. The way to live life with awareness & knowledge!"

Stay informed with real-time updates on current affairs, health, entertainment & more.

11/02/2025

ତାଳଚେର ଘଣ୍ଟପଡା ପଞ୍ଚାୟତ ପଳାସଗାଡ଼ିଆ ଠାରେ ସେଣ୍ଟ ଜାଭିଆର ସ୍କୁଲ ପକ୍ଷରୁ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।

11/02/2025

ଅନୁଗୋଳ ପୋଲିସ ହାତରେ ଛିନତାଇ ଗ୍ୟାଙ୍ଗର ଦୁଇ ମୁଖ୍ୟଙ୍କ ସମେତ ତିନି ଗିରଫ । ଟଙ୍କା ସହ ବହୁ ସୁନା ଜବତ ।

10/02/2025

ତାଳଚେର ଘଣ୍ଟପଡା ଦୁର୍ଗାଦେବୀ ପଡ଼ିଆ ଠାରେ ଷ୍ଟାର ବଏଜ କ୍ଳବ ପକ୍ଷରୁ ଅଲ ଓଡିଶା ସୁବ୍ରତ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟନ ହୋଇଯାଇଛି l

09/02/2025

ତାଳଚେର ଗୋଡିବନ୍ଧ ଛକ ନିକଟରେ କୋଇଲା ବୋଝେଇ ଟ୍ରକ ଧକ୍କାରେ ଯୁବକଙ୍କ ମୃତ୍ୟୁ । କ୍ଷତିପୂରଣ ଦାବିରେ କିଛି ସମୟ ଧରି ରାସ୍ତା ରୋକ

09/02/2025

ଅନୁଗୋଳ ଶାବଳଭଙ୍ଗା ଠାରେ ଏକ ବଲେରୋ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି #

09/02/2025

ତାଳଚେର ସଭାଘର ଠାରେ ଅଗ୍ରଣୀ ସଂଗଠନ ନାରଦ ଟୁଙ୍ଗି ପକ୍ଷରୁ ଚତୁର୍ଥ ବାର୍ଷିକ ଉତ୍ସବ ଅନୁଷ୍ଠିତ

09/02/2025

ଗଞ୍ଜେଇ ଚାଲାଣ ବେଳେ ମାଡ଼ି ବସିଲା ଅବକାରୀ ବିଭାଗ

08/02/2025

ତାଳଚେର ସ୍ଥିତି ପବିତ୍ର ମୋହନ INSTITUTE ଅଫ ଟେକନୋଲୋଜି କଲେଜରେ ପବିତ୍ର ମୋହନ ଜୟନ୍ତୀ ସହ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।

07/02/2025

ତାଳଚେର କଣିହାଁ ଅଞ୍ଚଳରୁ ଏକ ଡିଜେଲ ବୋଝେଇ ଟ୍ୟାଙ୍କର ଅଟକ । ଟ୍ୟାଙ୍କରରେ ଲକ୍ଷାଧିକ ଟଙ୍କାର ଡିଜେଲ ଥିବାର ସୂଚନା |

06/02/2025

ତାଳଚେର ଓଡ଼ିଶା ଜୀବିକା ମିଶନ ସଂଘ ପକ୍ଷରୁ ଆଜି ତାଳଚେର ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ 3 ଦଫା ସମ୍ବଳିତ ଏକ ଦାବି ପତ୍ର ବିଡ଼ିଓଙ୍କୁ ପ୍ରଦାନ କରିଥିଲେ

Address

Patia
Bhubaneswar
751016

Alerts

Be the first to know and let us send you an email when JBR Samachar posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share