Sarcasm Odia

Sarcasm Odia Contact information, map and directions, contact form, opening hours, services, ratings, photos, videos and announcements from Sarcasm Odia, Magazine, Bhubaneswar Smart City Limited, 5th Floor, BMC-ICOMC Tower, Unit -9,Bhoi Nagar,, Bhubaneswar.

ଏହାକୁ ବୋଧେ ବନ୍ଧୁତା କୁହନ୍ତି।"ବିଜୟ-ଅଜିତ୍"-ଦୁହେଁ National School of Drama ରେ same batch ରେ ପାଠ ପଢ଼ିଲେ,-1976-77ରେ ଦୁହେଁ cine...
14/09/2020

ଏହାକୁ ବୋଧେ ବନ୍ଧୁତା କୁହନ୍ତି।
"ବିଜୟ-ଅଜିତ୍"
-ଦୁହେଁ National School of Drama ରେ same batch ରେ ପାଠ ପଢ଼ିଲେ,
-1976-77ରେ ଦୁହେଁ cine career ଆରମ୍ଭ କଲେ।
-ଦୁହେଁ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଚାକିରି କଲେ।
-ଦୁହେଁ ଅନେକ ସିନେମା ଓ ନାଟକରେ ମିଶି ଅଭିନୟ ବି କଲେ।
ଆଉ ଗଲାବେଳେ ଆଗପଛ ହୋଇ ଚାଲି ବି ଗଲେ।
🙏🏼
ଓଡ଼ିଆ ସିନେମା ଜଗତର ପୁନରୁଦ୍ଧାର ପାଇଁ ପୁଣି ଜନ୍ମ ନିଅନ୍ତୁ ଏହି କଳାର ଭୂମିରେ।
।। ଶ୍ରଦ୍ଧାଞ୍ଜଳି।।

Post Credit:

ବିଶିଷ୍ଟ ଅଭିନେତା ଅଜିତ ଦାସଙ୍କ ପରଲୋକ 😥🙏
13/09/2020

ବିଶିଷ୍ଟ ଅଭିନେତା ଅଜିତ ଦାସଙ୍କ ପରଲୋକ 😥🙏

"ଶାଗୁଣା ବସିଛି ଡେଣା ମେଲାଇ ...ଖୁମ୍ପିଦେଲୁ ଭଲ କଲୁ  "ଭିକୁ ସେଠ ଆଉ ଆମ ଗହଣ ରେ ନାହାନ୍ତି । “Veteran Jollywood Artiste ‘Viku Seth’ ...
12/09/2020

"ଶାଗୁଣା ବସିଛି ଡେଣା ମେଲାଇ ...
ଖୁମ୍ପିଦେଲୁ ଭଲ କଲୁ "
ଭିକୁ ସେଠ ଆଉ ଆମ ଗହଣ ରେ ନାହାନ୍ତି ।

“Veteran Jollywood Artiste ‘Viku Seth’ no more.”

ପରଲୋକରେ ଆଲବମ୍ ଅଭିନେତ୍ରୀ  #ଦୀପା_ସାହୁ 😥 । ଚିକିତ୍ସାଧୀନ ଅବସ୍ଥାରେ ଅଭିନେତ୍ରୀ ଦୀପା ସାହୁଙ୍କ ମୃତ୍ୟୁ ହୋଇଛି 😩ସେ କର୍କଟ  ରୋଗରେ ପୀଡ଼ିତ...
27/07/2020

ପରଲୋକରେ ଆଲବମ୍ ଅଭିନେତ୍ରୀ #ଦୀପା_ସାହୁ 😥 । ଚିକିତ୍ସାଧୀନ ଅବସ୍ଥାରେ ଅଭିନେତ୍ରୀ ଦୀପା ସାହୁଙ୍କ ମୃତ୍ୟୁ ହୋଇଛି 😩
ସେ କର୍କଟ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ ...
ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ 🙏

 #ମନପଡିବେ_ବିଜୟ   ବିଜୟ ମହାନ୍ତିଙ୍କ ପରଲୋକ 😥ଗୁରୁତର ଅବସ୍ଥାରେ ଭୁବନେଶ୍ୱର କ୍ୟାର ହସ୍ପିଟାଲରେ ମୃତ୍ୟୁ l
20/07/2020

#ମନପଡିବେ_ବିଜୟ

ବିଜୟ ମହାନ୍ତିଙ୍କ ପରଲୋକ 😥
ଗୁରୁତର ଅବସ୍ଥାରେ ଭୁବନେଶ୍ୱର କ୍ୟାର ହସ୍ପିଟାଲରେ ମୃତ୍ୟୁ l

ବିଶିଷ୍ଟ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ବିଜୟ ମହାନ୍ତି ଅସୁସ୍ଥ।  #ବିଜୟ ଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ସେ ଏବେ  #ହାଇଦ୍ରାବାଦ ରେ ଏକ  ...
27/05/2020

ବିଶିଷ୍ଟ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ବିଜୟ ମହାନ୍ତି ଅସୁସ୍ଥ।
#ବିଜୟ ଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ସେ ଏବେ #ହାଇଦ୍ରାବାଦ ରେ ଏକ #ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Address

Bhubaneswar Smart City Limited, 5th Floor, BMC-ICOMC Tower, Unit -9,Bhoi Nagar,
Bhubaneswar
751022

Website

Alerts

Be the first to know and let us send you an email when Sarcasm Odia posts news and promotions. Your email address will not be used for any other purpose, and you can unsubscribe at any time.

Share

Category