All odisha BJD

All odisha BJD Contact information, map and directions, contact form, opening hours, services, ratings, photos, videos and announcements from All odisha BJD, Digital creator, Sankha Bhawan
Bhubaneswar, Bhubaneswar.

27/02/2026

ନବୀନ ବାବୁଙ୍କୁ ଏକଦମ ଫିଟ ଆଉ ଫାଇନ ଦେଖିବା ପରେ, ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଅପପ୍ରଚାର କରୁଥିବା ବିରୋଧୀ ଏବଂ କେତେଟା ସମାଲୋଚକଙ୍କ ମୁଣ୍ଡ କାମ ଦେଉନି।

25/02/2026

#ହେ_ନବୀନ_ବାବୁ_ଆମେ_ତୁମ_ଫ୍ୟାନ 🙏💚🙏💚🙏💚

 #ଓଡିଶାବାସୀଙ୍କ_ପ୍ରାର୍ଥନା_ଶୁଣିଛନ୍ତି_ମହାବାହୁ ମହାପ୍ରଭୁଙ୍କ ଆଶିଷ ଏବଂ କୋଟି ଓଡ଼ିଆଙ୍କ ଭଲପାଇବା ହିଁ ନବୀନଙ୍କ ଚିକିତ୍ସାକୁ ସଫଳତାର ରୂପ ...
22/06/2025

#ଓଡିଶାବାସୀଙ୍କ_ପ୍ରାର୍ଥନା_ଶୁଣିଛନ୍ତି_ମହାବାହୁ
ମହାପ୍ରଭୁଙ୍କ ଆଶିଷ ଏବଂ କୋଟି ଓଡ଼ିଆଙ୍କ ଭଲପାଇବା ହିଁ ନବୀନଙ୍କ ଚିକିତ୍ସାକୁ ସଫଳତାର ରୂପ ଦେଇଛି।

ନବୀନଙ୍କ ନେତୃତ୍ୱରେ ପୁଣିଥରେ ଲଢ଼ିବ ବିଜେଡି, ବିରୋଧୀଙ୍କୁ ମିଳିବ କଡା ଜବାବ, ଓଡ଼ିଆଙ୍କ ଅଧିକାର ପାଇଁ ଓଡ଼ିଶା ଅସ୍ମିତାର ସୁରକ୍ଷା ପାଇଁ ନିଜକ...
19/04/2025

ନବୀନଙ୍କ ନେତୃତ୍ୱରେ ପୁଣିଥରେ ଲଢ଼ିବ ବିଜେଡି, ବିରୋଧୀଙ୍କୁ ମିଳିବ କଡା ଜବାବ, ଓଡ଼ିଆଙ୍କ ଅଧିକାର ପାଇଁ ଓଡ଼ିଶା ଅସ୍ମିତାର ସୁରକ୍ଷା ପାଇଁ ନିଜକୁ ସମର୍ପି ଦେଇଥିବା ଜନନେତା ନବୀନ ପୁନଶ୍ଚ, ବିଜେଡି ସଭାପତି ରୂପେ ହୋଇଛନ୍ତି ବିବେଚିତ। ଶୁଭେଚ୍ଛା ଜନନେତା ❤️

ିଜେଡି_ଜୟ_ଶଙ୍ଖ ିଜେଡି_ଜୟ_ଶଙ୍ଖ

Address

Sankha Bhawan Bhubaneswar
Bhubaneswar
751001

Website

Alerts

Be the first to know and let us send you an email when All odisha BJD posts news and promotions. Your email address will not be used for any other purpose, and you can unsubscribe at any time.

Share