Web protal association

Web protal association all web news channel association community

ବିଧାୟକ ଏବେ ଗେରୁଆ ଛାଡି ହଳଦୀ ଶିବିରରେ । କଟକ ରୋଡ଼ ମାଫିଆ ପିନ୍ଧାଇ ଦେଲେଣି ହଳଦୀ ରଙ୍ଗ । ଜଗା ଏବେ ଧଳା ହେଲେ ବିଧାୟକ ବାବୁ ଏବେ ହଳଦୀ ।
29/03/2026

ବିଧାୟକ ଏବେ ଗେରୁଆ ଛାଡି ହଳଦୀ ଶିବିରରେ । କଟକ ରୋଡ଼ ମାଫିଆ ପିନ୍ଧାଇ ଦେଲେଣି ହଳଦୀ ରଙ୍ଗ । ଜଗା ଏବେ ଧଳା ହେଲେ ବିଧାୟକ ବାବୁ ଏବେ ହଳଦୀ ।

ଜଣେ ସଚ୍ଚୋଟ, ନିଭୀକ ସାମ୍ବାଦିକ, ଯିଏ ରାଜନୀତିର ଏକ କଳ୍ପନାତୀତ ସମାଲୋଚଧାମନଗରରେ ଲୋକଙ୍କ ସ୍ବର ହୋଇ, ସେ ଅସହାୟଙ୍କ ପାଇଁ ସର୍ବଦା ଠିଆ ହୋଇଛନ...
21/03/2026

ଜଣେ ସଚ୍ଚୋଟ, ନିଭୀକ ସାମ୍ବାଦିକ, ଯିଏ ରାଜନୀତିର ଏକ କଳ୍ପନାତୀତ ସମାଲୋଚ
ଧାମନଗରରେ ଲୋକଙ୍କ ସ୍ବର ହୋଇ, ସେ ଅସହାୟଙ୍କ ପାଇଁ ସର୍ବଦା ଠିଆ ହୋଇଛନ୍ତି ।
ତାଙ୍କର ବିୟୋଗ, ସମାଜ ପାଇଁ ଏକ ଅପୂରଣୀୟ କ୍ଷତି ।
ତାଙ୍କ ପବିତ୍ର ଆତ୍ମାର ସଦଗତି ନିମନ୍ତେ ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କରୁଛୁ ।

18/03/2026

କହିଲେ ଦେଖି ମୁହଁ ଦେଖାଇବା ପାଇଁ ଉଦ୍ୟମ କରୁଥିବା ଲୋକ ମହାନ ?
ନା !
କେବେ ମୁଁହ ଦେଖାଇବାକୁ ଇଚ୍ଛା କରୁ ନଥିବା ଲୋକ ମହାନ ?

18/03/2026

ଓଡିଶା ବିଜେପି ସାଂସଦ ହୋଟେଲ ଭିତରେ ସେକ୍ସ କାରବାର !
ଆଗରେ ସେକ୍ସ ରାକେଟ ମାଫିଆ ଚାଲିଗଲେ ଇସାରା ଦେଇ ! ସାଂସଦ ବିଜେପି ହୋଟେଲ ଭିତରେ ଉଲୁ ଉଲୁ !

ଏହି ମାଫିଆ ଆସାମୀ କେମିତି ଜଣେ   ପାଖରେ ବଡ଼ ହୋଟେଲ ଆଗରେ !?
18/03/2026

ଏହି ମାଫିଆ ଆସାମୀ କେମିତି ଜଣେ ପାଖରେ ବଡ଼ ହୋଟେଲ ଆଗରେ !?

ତମେ ଏତେ ବିଜେପି ପାଇଁ କଲ ହୋଉ କାହିଁକି ଛାଡ଼ି ଦେଲ । ଏବେ ରାମ ନାମରେ ପା କିଛି ଗୋଷ୍ଠି ଲୁଟେରା ଚାଉଳ ପଇସା ନେଉଛନ୍ତି ଏହା ସତ୍ୟ କି !
13/03/2026

ତମେ ଏତେ ବିଜେପି ପାଇଁ କଲ ହୋଉ କାହିଁକି ଛାଡ଼ି ଦେଲ । ଏବେ ରାମ ନାମରେ ପା କିଛି ଗୋଷ୍ଠି ଲୁଟେରା ଚାଉଳ ପଇସା ନେଉଛନ୍ତି ଏହା ସତ୍ୟ କି !

ଆମ ଡବଲ ସରକାର ଅବସ୍ଥା ଆଉ ଆମ ପାଖରେ ସେ ଡବଲ କଣ କିଏ କହିବ !
13/03/2026

ଆମ ଡବଲ ସରକାର ଅବସ୍ଥା ଆଉ ଆମ ପାଖରେ ସେ ଡବଲ କଣ କିଏ କହିବ !

19/02/2026
କୃଷକ ପାଇଁ ଆନ୍ଦୋଳନ ହେଲେ ମଞ୍ଚରେ କେବଳ ନେତା ହେଲେ କୃଷକ ସୁନ । ଅଭିନୟ କରିବ ଯଦି ଏହି ନେତାଙ୍କ ପାଖରୁ ଅଭିନୟ ଶିଖିବାର ଆବଶ୍ୟକ । ଯେଉଁ ନେତ...
17/02/2026

କୃଷକ ପାଇଁ ଆନ୍ଦୋଳନ ହେଲେ ମଞ୍ଚରେ କେବଳ ନେତା ହେଲେ କୃଷକ ସୁନ । ଅଭିନୟ କରିବ ଯଦି ଏହି ନେତାଙ୍କ ପାଖରୁ ଅଭିନୟ ଶିଖିବାର ଆବଶ୍ୟକ । ଯେଉଁ ନେତା ନିଜ ନିର୍ବାଚନ ମଇଦାନକୁ ଜନିଏ5କୃଷକ ପାଇଁ ଆନ୍ତରିକତା ଦେଖାଇ ପାରିଲେ ନାହିଁ ସେ କେତେ ଚତୁର ଥିବେ କହିବା ମୁସ୍କିଲ ।

ସତରେ ଏହା କୃଷକ ପାଇଁ ଚେଷ୍ଟା ନା ନିଜ ପକେଟ ଗରମ ।
ମଣ୍ଡି ଆଉ କଟନୀ ଚଟଣି । ଚୋର କଥା ଛାଡ ମ ।
ହେଲେ କୃଷକ ପାଇଁ ଏତେ ନାଟ ହୋଉ ହେଲେ ତମେ କେବେ ବିଲରେ ହଳ କରିବେ କହିଲେ ନେତା ବାବୁ !

15/02/2026

Address

Bhubaneswar
751006

Telephone

9439614677

Website

Alerts

Be the first to know and let us send you an email when Web protal association posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Web protal association:

Share