Sambad PLUS

Sambad PLUS SAMBAD is Odisha’s most widely read and the largest circulated Odia daily. Now get 24/7 latest news updates, videos, stories from Sambad Plus.

ସଲ୍‌ମାନଙ୍କ ‘ଟାଇଗର୍‌-୩’ ଗୀତରେ ଠୁମ୍‌କା ମାରି ମନ କିଣିନେଲେ ‘ବଜରଙ୍ଗୀ ଭାଇଜାନ୍‌’ର ମୁନ୍ନି
29/10/2023

ସଲ୍‌ମାନଙ୍କ ‘ଟାଇଗର୍‌-୩’ ଗୀତରେ ଠୁମ୍‌କା ମାରି ମନ କିଣିନେଲେ ‘ବଜରଙ୍ଗୀ ଭାଇଜାନ୍‌’ର ମୁନ୍ନି

ମୁମ୍ବାଇ: ସୁପରଷ୍ଟାର ସଲ୍‌ମାନ୍‌ ଖାନ୍‌ଙ୍କ ଅଭିନୀତ ‘ବଜରଙ୍ଗୀ ଭାଇଜାନ୍‌’ ଚଳଚ୍ଚିତ୍ରର ସେଇ କୁନି ଝିଅ ମୁନ୍ନି କଥା ମନେ ପଡ଼ୁଛି କ.....

ଗାଜା ବାହ୍ୟ ଜଗତରୁ ବିଚ୍ଛିନ୍ନ; ଇସ୍ରାଏଲ କହିଲା- ସେନା ଏବେ ବି ମଇଦାନ୍‌ରେ…
29/10/2023

ଗାଜା ବାହ୍ୟ ଜଗତରୁ ବିଚ୍ଛିନ୍ନ; ଇସ୍ରାଏଲ କହିଲା- ସେନା ଏବେ ବି ମଇଦାନ୍‌ରେ…

ନୂଆଦିଲ୍ଲୀ: ପାଲେଷ୍ଟାଇନ୍‌ ଅଞ୍ଚଳକୁ ନିୟନ୍ତ୍ରଣ କରୁଥିବା ହମାସ ଆତଙ୍କବାଦୀଙ୍କ ବିରୋଧରେ ଇସ୍ରାଏଲ ପକ୍ଷରୁ ସ୍ଥଳଆକ୍ରମଣ ଆରମ୍ଭ .....

21/06/2023

କି ସୁନ୍ଦର ଦିଶୁଛି ଆହା କାଳିଆ ବଦନ... ରଥ ଉପରେ ଜାଗାକୁ ଦର୍ଶନ କରୁଛନ୍ତି ଭକତ ଜନ...ଭକ୍ତିମୟ ହୋଇ ଉଠିଛି ସରଧାବାଲି...

21/06/2023

#ତନୟା_ପଟ୍ଟନାୟକଙ୍କୁ_ରୁଚିକଳା_ସମ୍ମାନ
ପବିତ୍ର ରଥଯାତ୍ରାରେ ରୁଚିର ୪୮ତମ ପ୍ରତିଷ୍ଠା ଦିବସରେ ଚକଲେଟ୍ ପ୍ରଡକ୍ସନର ବହୁଚର୍ଚ୍ଚିତ ନାଟକ "ଆହେ ନୀଳଶୈଳର" ପ୍ରଯୋଜିକା ତନୟା ପଟ୍ଟନାୟକଙ୍କୁ ସମ୍ମାନିତ କରାଯାଇଛି। ମହାପ୍ରଭୁ ଜଗନ୍ନାଥଙ୍କ ଉପରେ ଆଧାରିତ ଏହି ନାଟକ ଓଡ଼ିଶା ତଥା ଓଡ଼ିଶା ବାହାରେ ପରିବେଷଣ ହୋଇ ଘରେ ଘରେ ପରିଚିତ , ଏହି ନାଟକର ସଫଳତା ପାଇଁ ପ୍ରଯୋଜିକା ତନୟା ପଟ୍ଟନାୟକଙ୍କୁ "ରୁଚିକଳା ସମ୍ମାନରେ" ସମ୍ମାନିତ କରାଯାଇଛି।

02/06/2023

#ଅଡି_କାରରେ_ଚା_ବିକ୍ରି
ସକାଳ ହେଉ କି ସଞ୍ଜ , ବିଛଣାରୁ ଉଠିଲେ ଆଗେ ଖୋଜା ପଡେ ଚା କପେ । କିଏ ରାସ୍ତା କଡରେ ଚାହା ପିଇବାକୁ ପସନ୍ଦ କରେ ତ ଆଉ କିଏ ବଡ ବଡ ରେଷ୍ଟୁରାଂଟ । ସାରା ଦେଶରେ ଘାରିଛି ଚାହା ବିକ୍ରି କରିବାର ନିଶା । ଗତ କିଛି ବର୍ଷ ହେବ ଚାହା ବିକ୍ରି କରି ଚର୍ଚ୍ଚାରେ ରହିଆସୁଛନ୍ତି ଅନେକ ଚାଏୱାଲା ।

01/06/2023

୍ଷରେ_ମହାପ୍ରଭୁଙ୍କ_ସେବା
ମହାପ୍ରଭୁଙ୍କ ସ୍ନାନ ଯାତ୍ରା ହେଉ କି ଘୋଷଯାତ୍ରା ଅବା ନୀଳାଦ୍ରି ବିଜେ। ସବୁ ନୀତି କାନ୍ତି ବେଳେ ଦରକାର ପଡେ ଗୀତଗୋବିନ୍ଦ ଖଣ୍ଡୁଆ ପାଟ ବସ୍ତ୍ର ର।ଆଉ ଏହି ସବୁ ବସ୍ତ୍ର କୁ ସ୍ଵତନ୍ତ୍ର ଭାବରେ ପ୍ରସ୍ତୁତ କରିଥାନ୍ତି କଟକ ଜିଲ୍ଲା ନୂଆପାଟଣା ଗ୍ରାମର ବୁଣାକାର ପରିବାର।

31/05/2023

#ଆଧାର_ଦେଖାଇଲେ_ଗୁପଚୁପ୍_ଫ୍ରି
ଆଜିର ସମୟରେ ଦେଶର ସବୁଠାରୁ ପ୍ରସିଦ୍ଧ ଫାଷ୍ଟଫୁଡ୍ ହେଉଛି ଗୁପଚୁପ। ଯାହାକୁ ଲୋକମାନେ ଖାଇବାକୁ ପାଗଳ ହୋଇଯାଆନ୍ତି। ବିଶେଷକରି ମହିଳାମାନଙ୍କର ଏହା ବେଶ ପସନ୍ଦ। ଯଦି ଆପଣଙ୍କୁ କେହି କୁହନ୍ତି ଯେ ଆପଣଙ୍କୁ ମାଗଣାରେ ଗୁପଚୁପ ଖାଇବାକୁ ମିଳିବ, ତେବେ ଆପଣ କଣ କରିବେ।

19/05/2023

ଜେଲରେ ଅର୍ଚ୍ଚନାଙ୍କ ସାବିତ୍ରୀ ବ୍ରତ ପାଳନ ।

19/05/2023

କିନ୍ନର ପାଳିଲେ ସାବିତ୍ରୀ ବ୍ରତ ।

17/05/2023

#ମହାନତା_ଦେଖାଇଲେ_ସ୍ୱେଚ୍ଛାସେବୀ_ସଂଗଠନ
ଅସହ୍ୟ ହେବାରେ ଲାଗିଛି ତାତି । ପ୍ରବଳ ଗ୍ରୀଷ୍ମପ୍ରବାହ ଜନଜୀବନକୁ ଅସ୍ତବ୍ୟସ୍ତ କରିବାରେ ଲାଗିଛି । ଟୋପାଏ ପାଣି ପାଇଁ ସବୁଠି ହାହାକାର । କେବଳ ଯେ ମଣିଷ ଏହି ତାତିରୁ ତୃପ୍ତି ଖୋଜୁଛି ତାହା ନୁହେଁ , ଜଙ୍ଗଲରେ ବଂଚୁଥିବା ପକ୍ଷୀ ତଥା ପଶୁମାନେ ମଧ୍ୟ ଅସ୍ତବ୍ୟସ୍ତ ହୋଇପଡିଲେଣି । ଆଉ ଏହାରି ଭିତରେ ଜଙ୍ଗଲ ଭିତରେ ତିଆରି ଚାଲିଛି ବସା ।

16/05/2023

ଦେଶରେ ଅର୍ଥନୈତିକ ବିକାଶ ଚରମ ସୀମାରେ ପହଞ୍ଚିଛି । ଓଡ଼ିଶାର ଗର୍ଭବତୀ ମା’ଙ୍କ ସହିତ ନବଜାତ ଶିଶୁ ଓ କିଶୋର-କିଶୋରୀଙ୍କ ଅବସ୍ଥା ଚିନ୍ତାଜନକ । ଶିଶୁଙ୍କ ସ୍ୱାସ୍ଥ୍ୟବସ୍ଥାକୁ ଧ୍ୟାନ ଦେଇ ଗଭର୍ଣ୍ଣାନ୍ସର ଅଭାବକୁ ପୂରଣ କରିବା ପାଇଁ ଅନୁରୋଧ କଲେ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

16/05/2023

#ହ୍ୱାଟସ୍ଆପ୍_ନୂଆ_ଫିଚର_ଚାଟ୍_ଲକ୍
ବଦଳିବ ହ୍ୱାଟସ୍ଆପ୍ ଫିଚର । ମେଟା ମୁଖ୍ୟ ଆଣିଲେ ନୂଆ ପରିବର୍ତ୍ତନ । ମେଟା ମୁଖ୍ୟ ମାର୍କ ଜୁକରବର୍ଗ ହ୍ୱାଟସ୍ଆପ୍ ପାଇଁ ଲକ୍ ଚାଟ୍ ସୁବିଧା ଘୋଷଣା କରିଛନ୍ତି । ୟୁଜର୍ସ ନିଜର ଗୋପନୀୟ ଚାଟକୁ କରିପାରିବେ ଲକ୍ । ବିଶେଷ କରି ଆପଣ ଯଦି ନିଜର କୌଣସି ଚାଟ୍କୁ ଗୋପନୀୟ ରଖିବାକୁ ଚାହୁଁଛନ୍ତି ତେବେ ଏହି ନୂଆ ଫିଚର ଆପଣଙ୍କୁ ବେଶ୍ ସହାୟକ ହେବ ।

13/05/2023

ଦଖନ୍ତୁ ଗଛରେ କେମିତି ଫଳିଛି ସେଓ । ତେବେ ଯାଜପୁର ମାଟିରେ ଏଭଳି ପେନ୍ଥା ପେନ୍ଥା ସେଓ ଫଳିଛି । କୋରେଇ ବ୍ଲକ ବନ୍ଦାଳୋ ପଂଚାୟତର ଚାଷୀ ରବିନ୍ଦ୍ର ନାୟକଙ୍କ ବାଡ଼ିରେ ଫଳିଛି ସେଓ । ଅନ୍ୟ ଚାଷୀଙ୍କ ପାଇଁ ମାର୍ଗଦର୍ଶକ ସାଜିଛନ୍ତି ରବିନ୍ଦ୍ର ।

10/05/2023

#କାହିଁକି_ହେଉଛି_ବିବାଦ?
ଟ୍ରେଲର ରିଲିଜ୍ ହେବା ପରଠୁ ବିବାଦ ଭିତରେ ରହିଛି ଫିଲ୍ମ ଦ କେରଲା ଷ୍ଟୋରୀ । ଗତବର୍ଷ ନଭେମ୍ବରରେ ଯେତେବେଳେ ଏହି ଫିଲ୍ମର ଟିଜର ମୁକ୍ତିଲାଭ କରିଥିଲା ଏନେଇ କୌଣସି ଆଲୋଚନା ହୋଇନଥିବା ବେଳେ ନିକଟରେ ଚଳଚ୍ଚିତ୍ରର ଟ୍ରେଲର ରିଲିଜ୍ ହେବା ପରେ ଏହାକୁ ନେଇ ବିବାଦ ଦେଖିବାକୁ ମିଳିଛି ।

Address

Bhubanes

Telephone

+916742548902

Alerts

Be the first to know and let us send you an email when Sambad PLUS posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Sambad PLUS:

Share

Category

Sambad E-Paper

Way back thirty two years ago, Odia journalism witnessed the dawn of a new era in 1984, when Sambad was launched as the first vernacular morninger of the state. And, as they say, the rest is history.

With many firsts to its credit, SAMBAD, not only brought about a revolution in the media industry of Odisha but also set new standards in Odia journalism. Sambad, is no longer a newspaper but a movement for socio-economic changes. Riding on the support of the readers Sambad today is the No.1 Odia daily, a household name for substance and style.

SAMBAD is Odisha’s most widely read and the largest circulated Odia daily. Started in 1984 and the first to introduce offset printing technology in the state, it has 8 editions now. The ABC and IRS figures also testify to Sambad’s No.1 status.