Mo ଓଡିଶା

Mo ଓଡିଶା News
(1)

24/10/2025

ପୁରୁଣା ଗାଡି ଦିଅନ୍ତୁ,୧୮ ହଜାର ଟଙ୍କା ଛାଡ଼ ପାଆନ୍ତୁ l

22/10/2025

ସନ୍ଧ୍ୟା ଆଳତୀ

22/10/2025

ମା ଭଦ୍ରକାଳୀ ପୀଠରେ ସ୍ବେଚ୍ଛାସେବୀଙ୍କ ପକ୍ଷରୁ ଭକ୍ତଙ୍କୁ ସର୍ବତ ବଣ୍ଟନ l

19/10/2025

ପ୍ରମୋଦ ସେବା ଫାଉଣ୍ଡେସନ ଚାରିଟେବୁଲ ଟ୍ରଷ୍ଟ ଆନୁକୂଲ୍ୟରେ ଭଦ୍ରକ ସାହାଡ଼ା ଠାରେ ଦିବଙ୍ଗତ ଜନନାୟକ ପ୍ରମୋଦ କୁମାର ବେହେରା (ଘାଉ ଭାଇଙ୍କ) ତୃତୀୟ ଶ୍ରାଦ୍ଧ ବାର୍ଷିକୀ ଅବସରରେ ସେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ l

16/10/2025

ଭଦ୍ରକରେ ସହର ବାଙ୍କା ବଜାରରେ ଖୋଲିଲା Ethetique Unisex Salon | ଏଠାରେ ଉଭୟ ପୁରୁଷ ଓ ମହିଳାଙ୍କ କେଶ ଓ ତ୍ବଚାର ସୌନ୍ଦର୍ଯ୍ୟ ପାଇଁ ପାଇପାରିବେ ସର୍ବୋତ୍ତମ ସେବା |

08/10/2025

ଭଦ୍ରକ : ସରକାର ନଗର ଠାରେ ସରକାରୀ ଜାଗାରେ ମାର୍କେଟ କମ୍ପ୍ଲେକ୍ସକୁ ଭାଙ୍ଗିଲା ଜିଲ୍ଲା ପ୍ରଶାସନ l

08/10/2025

ଭଦ୍ରକର ଓଡ଼ିଶା ପ୍ରସିଦ୍ଧ ଐତିହାସିକ କାଳୀପୂଜା ପ୍ରସ୍ତୁତି ବୈଠକ, ୨୧ ରୁ ପୂଜା, ୨୮ ସକାଳେ ଭସାଣି, ସୋସିଆଲ ମିଡିଆ ଅପବ୍ୟବହାର ଉପରେ କଟକଣା l

🌹 ଶ୍ରଦ୍ଧାଞ୍ଜଳି ଜଣାଉଛୁଁ ଏକ ମହାନ ଆତ୍ମାଙ୍କୁ 🌹ଆଜି ଆମେ ସ୍ମରଣ କରୁଛୁଁ ମାନସ ରଞ୍ଜନ ମଲ୍ଲିକଙ୍କୁ — ଜଣେ ଦୃଷ୍ଟିଶାଳୀ, ସହଯୋଗୀ ଏବଂ ମାନବତା...
08/10/2025

🌹 ଶ୍ରଦ୍ଧାଞ୍ଜଳି ଜଣାଉଛୁଁ ଏକ ମହାନ ଆତ୍ମାଙ୍କୁ 🌹

ଆଜି ଆମେ ସ୍ମରଣ କରୁଛୁଁ ମାନସ ରଞ୍ଜନ ମଲ୍ଲିକଙ୍କୁ — ଜଣେ ଦୃଷ୍ଟିଶାଳୀ, ସହଯୋଗୀ ଏବଂ ମାନବତାପରାୟଣ ବ୍ୟକ୍ତିତ୍ୱ।
ତାଙ୍କ ଜୀବନ ଥିଲା ସେବା, ସମର୍ପଣ ଓ ପ୍ରେରଣାର ଉଦାହରଣ।

ତାଙ୍କ ସ୍ମୃତି ଓ ଆଦର୍ଶ ସଦା ଆମ ହୃଦୟରେ ଅବିଚଳ ରହିବ।
ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ। 🙏

28/09/2025

RESONATOR SCIENCE CLASSES . ANNUAL DAY CELEBRATION .

28/09/2025

ଭଦ୍ରକ : ଯୁବପୀଢ଼ିଙ୍କୁ ସାହିତ୍ୟ କ୍ଷେତ୍ରରେ ଆଉ ଗୋଟେ ପାଦ ଆଗକୁ ନେବାକୁ ଯୁବକବି ଋତୁରାଜ ଅକ୍ଷୟଙ୍କ "ସମ୍ଭାବନା ସାହିତ୍ୟ ସାଂସଦ"ର ନିଆରା ପ୍ରୟାସ l

22/09/2025

ଭଦ୍ରକରେ କାଞ୍ଚନ ଗଣେଶ ଭଷାଣି

22/09/2025

ଭଦ୍ରକ ଟାଉନ ଥାନା ପକ୍ଷରୁ ଚଢ଼ାଉ l ଏସପି ମନୋଜ ରାଉତଙ୍କ ନିର୍ଦ୍ଦେଶରେ ଟାଉନ୍ ଥାନା ଆଇଆଇସିଙ୍କ ଦ୍ୱାରା ଗଠନ ହୋଇଥିବା ଟିମରେ ଥିବା ପୋଲସ୍ କର୍ମଚାରୀ ଆଶିଷ ସେନାପତି ଓ ମନୋଜ ପ୍ରଧାନ ଓ ଚନ୍ଦନ ନାୟକ ଆଜି ସନ୍ଧ୍ୟାରେ ଚରିଘରିଆ ଛକ ଠାରେ 11.24 ଗ୍ରାମ ବ୍ରାଉନସୁଗାର ସହ ୧ଟି ବାଇକ୍ ଓ ଜଣେ ଆସାମୀକୁ ଜବତ କରିଛନ୍ତି l

Address

Bhubaneswar
751002

Alerts

Be the first to know and let us send you an email when Mo ଓଡିଶା posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Mo ଓଡିଶା:

Share