Naxatra News

Naxatra News Official Facebook Feed of Naxatra News, a NK Media Venture is the first 24x7 Odia Current affairs and News channel of Odisha

Naxatra News, a NK Media Venture is the first 24x7 Odia Current affairs and News channel of Odisha. Set up in 2009 and headquartered at Bhubaneswar, it believes in its motto "POWER OF TRUTH". Known for raising social issues through its hard hitting stories and shows, Naxatra News is Odisha's only Unbiased News Channel which is driven towards the welfare of the people.

08/09/2026

MMDR BILL ବିରୋଧ ରେ ଆସନ୍ତାକାଲି ବଡ଼ ବିକ୍ଷୋଭ ! | Big protest against the MMDR Bill ! | Naxatra News

MMDR ଆକ୍ଟରେ ପରିବର୍ତ୍ତନକୁ ନେଇ କେନ୍ଦ୍ର ସରକାର ବିରୋଧରେ ବିଜେଡିର ଆନ୍ଦୋଳନ ଡାକ। ଆସନ୍ତାକାଲି ଲୋକଭବନ ସାମ୍ନାରେ ବଡ଼ ବିକ୍ଷୋଭ କରାଯିବ ବୋଲି ବିଧାୟକ ଅରୁଣ ସାହୁ କହିଛନ୍ତି। ଜମି, ଜଙ୍ଗଲ ଓ ଖଣି ଅଧିକାର ପ୍ରସଙ୍ଗ ଉଠାଇ କେନ୍ଦ୍ରକୁ ଟାର୍ଗେଟ କରିଛି ବିଜେଡି।

#ଏମଏମଡିଆରବିଲ୍ #ଏମଏମଡିଆରଆକ୍ଟ #ବିକ୍ଷୋଭ #ବିଜେଡି #ଅରୁଣସାହୁ #କେନ୍ଦ୍ରସରକାର #ଓଡ଼ିଶାରାଜନୀତି

Naxatra News is a 24x7 Odia-language news and current affairs channel based in Bhubaneswar, Odisha, operated by NK Media Ventures. It focuses heavily on local Odisha news alongside national and international coverage.

For Latest News and Videos Follow and Subscribe us on:
Visit Website: https://www.naxatranews.com/
Subscribe Us On Youtube: https://www.youtube.com/.official
Follow Us On Facebook: https://www.facebook.com/naxatranews.official
Follow Us On Twitter: https://twitter.com/NaxatraNewsOdia
Follow Us On Instagram: https://www.instagram.com/naxatra.news/

08/09/2026

ପଞ୍ଚାୟତ ସମିତି କୋରାଇଠାରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ ହୋଇଛି। ଶିବିରରେ ଭିନ୍ନକ୍ଷମ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ପରୀକ୍ଷା, ଆବଶ୍ୟକତା ଚିହ୍ନଟ ଏବଂ ସରକାରୀ ସହାୟତା ପାଇଁ ପ୍ରକ୍ରିୟା ନେଇ ବ୍ୟବସ୍ଥା କରାଯାଇଥିଲା |Naxatra News

08/09/2026

ନିର୍ବାଚନ ନିରୀକ୍ଷକ ଙ୍କ ସମୀକ୍ଷା | Election Observer’s Review | Naxatra News

ମାଲକାନଗିରି ଜିଲ୍ଲାରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ। ଏହି ସମୟରେ ନିର୍ବାଚନ ଅବଜରଭର ସାଦିକ୍ ଆଲାମ୍ (IAS) ଜିଲ୍ଲା ଗସ୍ତ କରି ପ୍ରକ୍ରିୟାର ତଦାରଖ କରିଛନ୍ତି। ଅଧିକାରୀ, ରାଜନୈତିକ ଦଳର ପ୍ରତିନିଧି ଓ ଭୋଟରଙ୍କ ସହ ଆଲୋଚନା କରି ତାଲିକା ସଂଶୋଧନ ଓ ସ୍ୱଚ୍ଛ ନିର୍ବାଚନ ଉପରେ ଗୁରୁତ୍ୱ ଦିଆଯାଇଛି।

#ମାଲକାନଗିରି #ନିର୍ବାଚନ #ନିର୍ବାଚନଅବଜରଭର #ଭୋଟରତାଲିକା #ଭୋଟରତାଲିକାସଂଶୋଧନ #ନିରପେକ୍ଷନିର୍ବାଚନ

Naxatra News is a 24x7 Odia-language news and current affairs channel based in Bhubaneswar, Odisha, operated by NK Media Ventures. It focuses heavily on local Odisha news alongside national and international coverage.

For Latest News and Videos Follow and Subscribe us on:
Visit Website: https://www.naxatranews.com/
Subscribe Us On Youtube: https://www.youtube.com/.official
Follow Us On Facebook: https://www.facebook.com/naxatranews.official
Follow Us On Twitter: https://twitter.com/NaxatraNewsOdia
Follow Us On Instagram: https://www.instagram.com/naxatra.news/

08/09/2026

ଗଣପତପୁରାରୁ ଉଦ୍ଧାର ୧୦ ଫୁଟିଆ ବିଶାଳ କୁମ୍ଭୀର | Naxatra News

ଗୁଜରାଟର ଗଣପତପୁରା ଅଞ୍ଚଳରୁ ଉଦ୍ଧାର ହୋଇଛି ଏକ ବିଶାଳ ୧୦ ଫୁଟିଆ କୁମ୍ଭୀର।। ପରେ ଉଦ୍ଧାରକାରୀ ଦଳ ସୁରକ୍ଷିତ ଭାବେ କୁମ୍ଭୀରକୁ ଉଦ୍ଧାର କରିଥିବା ଜଣାପଡ଼ିଛି।

08/09/2026

ଅଙ୍ଗନବାଡ଼ି ପରିସରରୁ ମଦ ଜବତ | Naxatra News

ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅଧିକଟସାହି ପଞ୍ଚାୟତର ମୁଦୁଲିସାହି ଅଙ୍ଗନବାଡ଼ି କେନ୍ଦ୍ର ପରିସରରେ ଅବକାରୀ ବିଭାଗର ଚଢ଼ାଉ। କେନ୍ଦ୍ର ନିକଟରେ ଥିବା ଏକ ପରିତ୍ୟକ୍ତ ପାଇଖାନା ଘରୁ ୧୫ ବସ୍ତାରୁ ଅଧିକ ଦେଶୀ ମଦ ଜବତ |

08/09/2026

ଭୋଗରାଇରେ ଓରାଙ୍ଗଓଟାଙ୍ଗ, ଉଠିଲା ବଡ଼ ପ୍ରଶ୍ନ | Naxatra News

ବାଲେଶ୍ୱର ଜିଲ୍ଲା ଭୋଗରାଇରୁ ଓରାଙ୍ଗଓଟାଙ୍ଗ ମିଳିବା ଘଟଣାକୁ ନେଇ ବଢ଼ିଛି ଚର୍ଚ୍ଚା। ଏହା ପଛରେ ଅନ୍ତର୍ଜାତୀୟ ମାଫିଆ ଲିଙ୍କ ଥାଇପାରେ ବୋଲି ଜଙ୍ଗଲ ମନ୍ତ୍ରୀ କହିଛନ୍ତି। କେଉଁଠୁ ଏମାନଙ୍କୁ ଚାଲାଣ କରାଯାଉଥିଲା, ତାହା ତଦନ୍ତ ପରେ ସ୍ପଷ୍ଟ ହେବ। ବର୍ତ୍ତମାନ ଓରାଙ୍ଗଓଟାଙ୍ଗମାନେ କ୍ୱାରେଣ୍ଟାଇନ୍‌ରେ ଅଛନ୍ତି।

08/09/2026

ନିଜ ପିଲାମାନଙ୍କ ସାମ୍ନାରେ ଚୋରି କରୁଥିବା ଦୃଶ୍ୟ ଚର୍ଚ୍ଚାରେ ଆସିଛି। ଘଟଣାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ଜୋରଦାର ହୋଇଛି |Naxatra News

08/09/2026

ୟୁଟ୍ୟୁବର ନନ୍ଦନ ଗିରଫ, ନନ୍ଦନଙ୍କ ଗିରଫକୁ ନେଇ ସୋସିଆଲ ମିଡିଆ ଓ ୟୁଟ୍ୟୁବ ମହଲରେ ଚର୍ଚ୍ଚା ଜୋରଦାର ହୋଇଛି |Naxatra News

08/09/2026

ଭୟଙ୍କର ଉଦ୍‌ଗୀରଣ | Naxatra News

ଇଣ୍ଡୋନେସିଆରେ ପୁଣି ସକ୍ରିୟ ହୋଇଛି ଆନାକ୍ କ୍ରାକାଟୋଆ ଆଗ୍ନେୟଗିରି। ଆଗ୍ନେୟଗିରିରୁ ଧୂଆଁ ଓ ଆଗ୍ନେୟ ପଦାର୍ଥ ନିର୍ଗତ ହେବା ଘଟଣାକୁ ନେଇ ଚର୍ଚ୍ଚା ବଢ଼ିଛି। ଏହାର ଗତିବିଧି ଉପରେ ନଜର ରଖିଛନ୍ତି ସମ୍ପୃକ୍ତ କର୍ତ୍ତୃପକ୍ଷ |

08/09/2026

ଗଙ୍ଗାର ପ୍ରବଳ ସ୍ରୋତ ଓ ନଦୀକୂଳ ଧସିବା ଯୋଗୁଁ ମନ୍ଦିରଟି ହଠାତ୍ ନଦୀରେ ଭୁଶୁଡ଼ି ପଡ଼ିଛି |Naxatra News

Address

F/4, Indradhanu Market (Third Floor) Nayapalli, Bhubaneswar (Odisha)
Bhubaneswar
751015

Alerts

Be the first to know and let us send you an email when Naxatra News posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Naxatra News:

Shortcuts

Share