Jhansi Rani das

Jhansi Rani das Contact information, map and directions, contact form, opening hours, services, ratings, photos, videos and announcements from Jhansi Rani das, Digital creator, IRC, Naypali, Bhubaneswar.
(1)

Advocate at High Court Of Odisha⚖️🇮🇳 Odisha High Court Bar Association Cuttack / Social Activist / SarbajitaFoundation /ShantiSeva Memorial Foundation /Youth Leader / Anandapur Constituency / Women With Voice /सत्यमेव जयते / धर्मो रक्षति रक्षितः 🚩🙏🏻

ଆମର ପୂଜ୍ୟ ଜେଜେ √  ଶ୍ରୀଯୁକ୍ତ ଅଧିକାରୀ ଦାସକଂ ପଞ୍ଚଦଶ କ୍ରିୟାରେ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରା...
01/06/2026

ଆମର ପୂଜ୍ୟ ଜେଜେ √ ଶ୍ରୀଯୁକ୍ତ ଅଧିକାରୀ ଦାସକଂ ପଞ୍ଚଦଶ କ୍ରିୟାରେ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରୁଛି🙏।

#ବିଜେପି_ଆନନ୍ଦପୁର_ନିର୍ବାଚନ_ମଣ୍ଡଳୀ

ବିଶ୍ୱର ସର୍ବବୃହତ୍ ରାଜନୈତିକ ଦଳ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ମାନନୀୟ ଶ୍ରୀ Nitin Nabinଜୀଙ୍କୁ ଜନ୍ମଦିନର ଅନେକ ଅନେକ ଶୁଭେ...
23/05/2026

ବିଶ୍ୱର ସର୍ବବୃହତ୍ ରାଜନୈତିକ ଦଳ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ମାନନୀୟ ଶ୍ରୀ Nitin Nabinଜୀଙ୍କୁ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ l

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର କରୁଣା ଆପଣଙ୍କ ଉପରେ ସଦାସର୍ବଦା ରହିଥାଉ l ଆପଣଙ୍କ ସୁସ୍ଥ, ନିରାମୟ ଓ ଦୀର୍ଘ ଜୀବନ କାମନା କରୁଛି l

#ବିଜେପି_ଆନନ୍ଦପୁର_ନିର୍ବାଚନ_ମଣ୍ଡଳୀ

ହାଟଡିହୀ ବ୍ଲକ ଶାଳଣିଆଁ ପଞ୍ଚାୟତର ମୋ ଗ୍ରାମ ବ୍ରାହ୍ମଣୀକଳାର ଶ୍ରଧେୟ ରାଜୁର ପ୍ରତିଭୋଜନରେ ଯୋଗଦେଇ  ନବଦମ୍ପତିଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ...
22/05/2026

ହାଟଡିହୀ ବ୍ଲକ ଶାଳଣିଆଁ ପଞ୍ଚାୟତର ମୋ ଗ୍ରାମ ବ୍ରାହ୍ମଣୀକଳାର ଶ୍ରଧେୟ ରାଜୁର ପ୍ରତିଭୋଜନରେ ଯୋଗଦେଇ ନବଦମ୍ପତିଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲି।ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ଦାମ୍ପତ୍ୟ ଜୀବନ ସୁଖମୟ ହେଉ ଏହା ହିଁ ପ୍ରାର୍ଥନା କରୁଛି।

#ବିଜେପି_ଆନନ୍ଦପୁର_ନିର୍ବାଚନ_ମଣ୍ଡଳୀ

20/05/2026

ହିଂସା ଓ ନିର୍ଯ୍ୟାତନାର ଶିକାର ହେଉଥିବା ମହିଳାମାନଙ୍କୁ ଆନୁଷ୍ଠାନିକ ଭାବେ ମାନସିକ, ସ୍ୱାସ୍ଥ୍ୟଗତ ଏବଂ ଆଇନଗତ ସାହାଯ୍ୟ ଯୋଗାଇଦେବା ପାଇଁ ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ 'ସଖୀ ୱାନ୍ ଷ୍ଟପ୍ ସେଣ୍ଟର' ନିରନ୍ତର କାର୍ଯ୍ୟ କରୁଛି ।

#ସଖୀ_ସେଣ୍ଟର

CMO Odisha Prabhati Parida Ministry of Women & Child Development, Government of India Subhadra Odisha Information & Public Relations Department, Government of Odisha UNICEF India UNFPA India National Commission for Women

17/05/2026

ଏ podcastକୁ ହାଟଡିହୀ ଓ ଆନନ୍ଦପୁର ବିଡିଓ ଏବଂ ଅନ୍ୟ ପ୍ରଶାସନିକ ଅଧିକାରୀ ଦେଖିବା ଉଚିତ୍। ଆନନ୍ଦପୁର ଲୋକ ଆପଣମାନଙ୍କୁ ଖୋଲାମଞ୍ଚରେ ଧୁମ୍ ନାଚିବାର ଗାଇବାର ଏବଂ କିଛି ରାଜନୈତିକ ଦୁର୍ନୀତିଗ୍ରସ୍ତ ନେତାଙ୍କ କବଳରେ ଥିବାର ଦେଖିଲେଣି କିନ୍ତୁ ଏବେ ଆନନ୍ଦପୁର ଲୋକ ଆପଣଙ୍କୁ ଅପେକ୍ଷା କରିଛନ୍ତି ଏଭଳି ଏକ interview ମାଧ୍ୟମରେ ଆପଣଙ୍କର ମହାନ ବ୍ଯକ୍ତିତ୍ବ ଓ ଆନନ୍ଦପୁର ଓ ହାଟଡିହୀ ଯେବେଠାରୁ ଆସିଛନ୍ତି କଣ ଲୋକାଭିମୁଖୀ କାର୍ଯ୍ୟ କରିଛନ୍ତି ତାହା ଜାଣିବା ପାଇଁ ।

#ବିଜେପି_ଆନନ୍ଦପୁର_ନିର୍ବାଚନ_ମଣ୍ଡଳୀ

ଓଡିଆ ସଂସ୍କୃତିରେ ସ୍ୱାମୀ-ସ୍ତ୍ରୀଙ୍କର ଦିବ୍ୟ ସମ୍ପର୍କର ପର୍ବ ସାବିତ୍ରୀ ବ୍ରତ ଅବସରରେ ସମସ୍ତ ଦମ୍ପତ୍ତିଙ୍କୁ ଆନ୍ତରିକ ଅଭିନନ୍ଦନ ଓ ଶୁଭେଚ୍ଛ...
16/05/2026

ଓଡିଆ ସଂସ୍କୃତିରେ ସ୍ୱାମୀ-ସ୍ତ୍ରୀଙ୍କର ଦିବ୍ୟ ସମ୍ପର୍କର ପର୍ବ ସାବିତ୍ରୀ ବ୍ରତ ଅବସରରେ ସମସ୍ତ ଦମ୍ପତ୍ତିଙ୍କୁ ଆନ୍ତରିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛି l ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ଆପଣ ସମସ୍ତଙ୍କ ଦାମ୍ପତ୍ତ୍ୟ ଜୀବନ ସୁଖମୟ ହେବା ସହ ପ୍ରତିଟି ସଧବା ନାରୀଙ୍କର ଶଙ୍ଖା,ସିନ୍ଦୂର ବଜ୍ର ସମ ଟାଣ ହେଉ,ଏହାହିଁ ପ୍ରାର୍ଥନା l🙏🏻


#ବିଜେପି_ଆନନ୍ଦପୁର_ନିର୍ବାଚନ_ମଣ୍ଡଳୀ

ଆମର ପୂଜ୍ୟ ଜେଜେ √ଶ୍ରୀଯୁକ୍ତ ଅଧିକାରୀ ଦାସ ୯୦ ବର୍ଷ ବୟସରେ ଆମକୁ ଛାଡି ଚାଲିଯାଇଛନ୍ତି। ସେ ଜଣେ ଶାନ୍ତ ସରଳ ସ୍ବଭାବ ମଣିଷ, ଭଗବତ ଉପାସକ, ଧା...
12/05/2026

ଆମର ପୂଜ୍ୟ ଜେଜେ √ଶ୍ରୀଯୁକ୍ତ ଅଧିକାରୀ ଦାସ ୯୦ ବର୍ଷ ବୟସରେ ଆମକୁ ଛାଡି ଚାଲିଯାଇଛନ୍ତି। ସେ ଜଣେ ଶାନ୍ତ ସରଳ ସ୍ବଭାବ ମଣିଷ, ଭଗବତ ଉପାସକ, ଧାର୍ମିକ, ଭଗବତ ଚିନ୍ତାଧାରା ଏବଂ ନୈଷ୍ଠିକ ବୈଷ୍ଣବ ଥିଲେ।
ତାକଂ ଜୀବନକାଳରେ ସେ କେବଳ ହିଁ କେବଳ ଭଗବାନଙ୍କ ପୂଜା ଅର୍ଚ୍ଚନା,ନାମ ସଂକିର୍ତ୍ତନ,ଯଜମାନରେ ନିଜକୁ ସମର୍ପିତ କରିଥିଲେ।
ମହାପ୍ରଭୁ ଜଗନ୍ନାଥଙ୍କ ପାଦପଦ୍ମରେ ତାଙ୍କର ଅମର ଆତ୍ମା ଚରଣାଶ୍ରିତ ହେଉ ଏହା ହିଁ ମୋର ପ୍ରାର୍ଥନା।

ମା " କେବେ ସାଧାରଣ ନୁହଁ, ପରମାତ୍ମାଙ୍କ ପରେ ଶ୍ରେଷ୍ଠ ଶକ୍ତି ସିଏ, ଯିଏ ନିଜର ମୃତ୍ୟୁର କୋଳରେ ଶୋଇ ଗୋଟିଏ ଜୀବନ ଜନ୍ମ ଦିଏ। ମା ସର୍ବଦା ପୂଜନ...
10/05/2026

ମା " କେବେ ସାଧାରଣ ନୁହଁ, ପରମାତ୍ମାଙ୍କ ପରେ ଶ୍ରେଷ୍ଠ ଶକ୍ତି ସିଏ, ଯିଏ ନିଜର ମୃତ୍ୟୁର କୋଳରେ ଶୋଇ ଗୋଟିଏ ଜୀବନ ଜନ୍ମ ଦିଏ। ମା ସର୍ବଦା ପୂଜନୀୟା ଆଉ ବନ୍ଦନୀୟା 👏।

ଆଜକୁ ଏକ ବର୍ଷରୁ ଉର୍ଦ୍ଧ୍ବ ହେଇଗଲାଣି ତୋ ଯିବାର ସବୁକିଛି ପରିବର୍ତ୍ତନ ହେଇଛି କିନ୍ତୁ ତୁ ସେମିତି ରହିଛୁ ମନରେ,ଚିନ୍ତା ଆଉ ଭାବନାରେ।

ବୟସର ପରିପକ୍ବତା ହେଲେ ମଧ୍ଯ ତୋ କଥା ମନେପଡିଲେ ଲାଗେ ଯେମିତି ଏବେବି ମୁଁ ଛୋଟପିଲା।
ଘରକୁ ଆସିଲେ ତୋର ସବୁ କଥା ଗୋଟି ଗୋଟି କରି ମନେ ପଡିଯାଏ। ସତରେ ତୁ ଅତୁଳନୀୟ, ଅପୂରଣୀୟ । ତୋର ଅବଦାନ ଅନେକ କିଛି।

ତୋର ସ୍ମୃତିରେ ଆନନ୍ଦପୁର ଲୋକମାନଙ୍କ ପାଇଁ "ଶାନ୍ତି ସେବା ମେମୋରିଆଲ ଫାଉଣ୍ଡେସନ (Shanti Seva Memorial Foundation) ଲୋକମାନଙ୍କର ସୁଖଦୁଃଖ ପାଇଁ କାମ କ କରିବ। କାହିଁକି ନା ତୁ ସବୁବେଳେ ଚାହୁଁ ଲୋକମାନଙ୍କୁ ମୁଁ ସାହାର୍ଯ୍ୟ କରେ।

ତେଣୁ ଆଜି ତୋରି ନାମ ଦୁଃଖୀ ଲୋକକଂ ପାଖରେ ପହଞ୍ଚିବ ଆଉ ଏହି"ଶାନ୍ତି ସେବା ଫାଉଣ୍ଡେସନ" ଆନନ୍ଦପୁର ପ୍ରେତ୍ୟେକଟି ଅସହାୟ, ଗରିବ ଲୋକକଂର ଆସ୍ଥା ବନିବ।


ମାତୃଭୂମି, ସ୍ୱାଭିମାନ ଏବଂ ଧର୍ମର ସୁରକ୍ଷା ପାଇଁ ନିଜର ସର୍ବସ୍ୱ ଉତ୍ସର୍ଗ କରିଥିବା ଅଦମ୍ୟ ସାହସ, ତ୍ୟାଗ ଏବଂ ବଳିଦାନର ପ୍ରତୀକ ମହାରାଣା ପ୍ର...
09/05/2026

ମାତୃଭୂମି, ସ୍ୱାଭିମାନ ଏବଂ ଧର୍ମର ସୁରକ୍ଷା ପାଇଁ ନିଜର ସର୍ବସ୍ୱ ଉତ୍ସର୍ଗ କରିଥିବା ଅଦମ୍ୟ ସାହସ, ତ୍ୟାଗ ଏବଂ ବଳିଦାନର ପ୍ରତୀକ ମହାରାଣା ପ୍ରତାପଙ୍କ ଜୟନ୍ତୀ ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି।

#ବିଜେପି_ଆନନ୍ଦପୁର_ନିର୍ବାଚନ_ମଣ୍ଡଳୀ

09/05/2026

Address

IRC, Naypali
Bhubaneswar
751015

Alerts

Be the first to know and let us send you an email when Jhansi Rani das posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Jhansi Rani das:

Share