Political Odisha

Political Odisha Political Update News

29/04/2026

#ବୁଣାକାରଙ୍କ_ପାଇଁ_ବରଦାନ
ବରଗଡ ବିଧାୟକଙ୍କ ପ୍ରଚେଷ୍ଟାରେ ୨୭ କୋଟି ଟଙ୍କାରେ ନିର୍ମାଣ ହେବ ବଜାର... ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ କଲେ ଶିଳାନ୍ୟାସ..

25/11/2025

ୁ_ଦୁଲୁକିବ_ବରଗଡ଼_ଚାଲିବ_କଂସ_ରାଜୁତି

24/11/2025

୍ଷ_ଦିଅ_ନ_ହେଲେ...
ଅତାବିରା ଟିଭି ବଳରାମ ବାଗ ବ୍ଲାକମେଲିଂ କରି ମାଗୁଛି ୧୦ ଲକ୍ଷ ଟଙ୍କା l ଟଙ୍କା ନଦେଲେ ଅଫିସରେ ତାଲା ମାରିଦେବାକୁ ଦେଉଛି ଧମକ l

11/11/2025

#ଶୁଣ_ହେ_ମୋହନ
ଜିଲ୍ଲାପାଳ ଅଫିସ୍ ବାହାରେ ଧାରଣାରେ ଚାଷୀ..ଧାନ ପଞ୍ଜୀକରଣରେ ବାଦ ଚାଷୀଙ୍କୁ ସାମିଲ ପାଇଁ ରାତିରେ ମଧ୍ୟ ପ୍ରତିବାଦ...ହେଲେ ଏଥର ଗୀତ ଗାଇ...

11/11/2025

#ଚୁଡ଼ି_ଖୋଲିଦେଇ_ସରକାରଙ୍କୁ_କଡା_ଟାର୍ଗେଟ
ବରଗଡ଼ ଜିଲ୍ଲାପାଳ ଅଫିସ ଘେରିଲେ ଧାନ ପଞ୍ଜିକରଣର ବାଦ ପଡ଼ିଥିବା ଚାଷୀ...ଚୁଡ଼ି ଖୋଲି ସରକାରଙ୍କ ଉପରେ ବର୍ଷିଲେ ମହିଳା..

16/10/2025

ତାତିଲେ_ସଫେଇ_କର୍ମଚାରୀ_କିଏ_ଦବ_ଦରମା ?

14/09/2025

ପଦ୍ମପୁର ବିଜେଡିରେ ଫାଟ !

02/09/2025

ବରଗଡ଼ ବିଧାୟକ ଗାଇଲେ ଚମତ୍କାର ଗୀତ

26/08/2025

ନାରୀ ବେଶରେ ଚୋରି, ଏ ସବୁ ବାଇକ୍ କାହାର ?

07/04/2025

#ପାଣ୍ଡିୟାନ_ବାବୁ_ତାମିଲନାଡୁ_ଯିବା_ସମୟ_ଆସିଗଲା !
ପାଣ୍ଡିୟାନ ହଟାଅ ବିଜେଡି ବଞ୍ଚାଅ l

Address

Bhubaneswar
751031

Alerts

Be the first to know and let us send you an email when Political Odisha posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Political Odisha:

Share