Jata Bhai

Jata Bhai go

02/09/2026

ବହୁତ ଦିନ ପରେ ହେଲା Biryani party

ବହୁତ ଦିନ ପରେ ହେଲା biryani
02/09/2026

ବହୁତ ଦିନ ପରେ ହେଲା biryani

Good morning guys
24/08/2026

Good morning guys

24/08/2026

ଆଜିର ଭିଡିଓରେ ଦେଖନ୍ତୁ ଗାଁର ସରଳ ଜୀବନ ଓ ପାରମ୍ପରିକ ହାଣ୍ଡିଆ ପ୍ରସ୍ତୁତିର ଦୃଶ୍ୟ। ମା ଚାଷ କାମରୁ ଫେରିବା ପରେ ଘରେ ହାଣ୍ଡିଆ ତିଆରି କରୁଛନ୍ତି। 🌾🏡

ଗାଁର ପୁରୁଣା ପରମ୍ପରା, ଦେଶୀ ଖାଦ୍ୟ ଓ ଗ୍ରାମୀଣ ଜୀବନର ଏମିତି ଭିଡିଓ ପାଇଁ ଚ୍ୟାନେଲକୁ Subscribe କରନ୍ତୁ। ❤️

#ହାଣ୍ଡିଆ

କଣ ଲେଖା ହେଇଚି କିଏ କହିପାରିବ...?
23/08/2026

କଣ ଲେଖା ହେଇଚି କିଏ କହିପାରିବ...?

23/08/2026

ହାଣ୍ଡିଆ କିପରି ତିଆରି ହୁଏ? 😱 | ଗାଁର ପାରମ୍ପରିକ ପ୍ରଣାଳୀ | Odia Village Life

23/08/2026

LIC policy maturity money 🤑 #

22/08/2026

ଆଜି କଟକରେ ମୋ RRB Group D Exam ଦେବାର ଅନୁଭୂତି ଆପଣଙ୍କ ସହ ସେୟାର କରୁଛି। 😱🚆
Exam Centre ଥିଲା Dash Advanced Engineering, Cuttack। ଏହି ଭିଡିଓରେ Exam Centre, candidates ଙ୍କ ଭିଡ଼, ଯାତ୍ରା ଏବଂ ମୋଟ କେତେ ଟଙ୍କା ଖର୍ଚ୍ଚ ହେଲା ସେ ବିଷୟରେ ଜାଣିପାରିବେ। 💰🤔
ଭିଡିଓଟି ଭଲ ଲାଗିଲେ Like 👍 Share ↗️ ଏବଂ Subscribe 🔔 କରନ୍ତୁ।

17/08/2026

ଆଜିର ଭିଡିଓରେ ଆମ ଗାଁର ବିଲର ଅବସ୍ଥା ଦେଖିବାକୁ ଯାଇଥିଲୁ। 🌾😭
ବର୍ଷା ଓ ପାଣି ଯୋଗୁଁ ଧାନ ଚାଷ ବହୁତ ପ୍ରଭାବିତ ହୋଇଛି। ଚାଷୀଙ୍କ ପରିଶ୍ରମ ଓ ପ୍ରକୃତିର ଦାଉ—ସବୁକିଛି ଏହି ଭିଡିଓରେ ଦେଖନ୍ତୁ।

ଯଦି ମାରିବ ହରି, ତ ରକ୍ଷା କରିବ କିଏ? 😢🌧️

ଭିଡିଓଟି ଭଲ ଲାଗିଲେ Like 👍, Comment 💬 ଓ Subscribe 🔔 କରନ୍ତୁ।

#ଚାଷୀ #ଧାନଚାଷ #ଗାଁଜୀବନ

16/08/2026

ଆଜି ଆମେ ଗାଁ ପାଖରେ ନଦୀବଡ଼ିକୁ ଯାଇ ଦେଶୀ ଉପାୟରେ ମାଛ ଧରିଲୁ 🐟🎣। ମାଛ ଧରା ସହିତ ଗାଁର ମାଟିର ଗନ୍ଧ, ସରଳ ଜୀବନ ଓ ହାଣ୍ଡିଆର ମଜାକୁ ନେଇ ଆଜିର ଏହି ଭିଲେଜ୍ ଭ୍ଲଗ୍ ❤️🌾।
ଗାଁ ଜୀବନର ଏମିତି ରିଅଲ୍ ଭିଡିଓ ଭଲ ଲାଗିଲେ Like 👍, Comment 💬, Share 🔄 ଏବଂ Channelକୁ Subscribe 🔔 କରନ୍ତୁ।
❤️ ଆପଣଙ୍କ ଭଲପାଇବା ହିଁ ଆମର ଶକ୍ତି।
JataGo Odia Explore | Real Odia Vlogs 🌾🎣❤️

Address

Bhubaneswar

Website

Alerts

Be the first to know and let us send you an email when Jata Bhai posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share