News Nine Odia

News Nine Odia News Nine Odia is an emerging news channel in odisha, we provide 24/7 news in odia language.. UDYAM REG NO OD- 05-0023346

ସମ୍ରାଟ ଚୌଧୁରୀ ହେବେ ବିହାର ବିଜେପିର ନୂଆ ମୁଖ୍ୟମନ୍ତ୍ରୀ
14/04/2026

ସମ୍ରାଟ ଚୌଧୁରୀ ହେବେ ବିହାର ବିଜେପିର ନୂଆ ମୁଖ୍ୟମନ୍ତ୍ରୀ

01/04/2026

ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଏହି ଐତିହାସିକ ଦିବସ ଅବସରରେ ସମସ୍ତ ଓଡ଼ିଆ ଭାଇ ଭଉଣୀମାନଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

 #କଂଗ୍ରେସରୁ_୩_ବିଧାୟକ_ନିଲମ୍ବିତକଂଗ୍ରେସରୁ ନିଲମ୍ବନ ହେଲେ ୩ ବିଧାୟକ.....କ୍ରସ୍‌ ଭୋଟିଂ ପାଇଁ ୩ ବିଧାୟକଙ୍କୁ ଦଳରୁ ନିଲମ୍ବନ......ବିଧାୟକ...
17/03/2026

#କଂଗ୍ରେସରୁ_୩_ବିଧାୟକ_ନିଲମ୍ବିତ
କଂଗ୍ରେସରୁ ନିଲମ୍ବନ ହେଲେ ୩ ବିଧାୟକ.....
କ୍ରସ୍‌ ଭୋଟିଂ ପାଇଁ ୩ ବିଧାୟକଙ୍କୁ ଦଳରୁ ନିଲମ୍ବନ......
ବିଧାୟକ ଦାଶରଥି ଗମାଙ୍ଗ, ରମେଶ ଜେନା ଓ
ବିଧାୟିକା ସୋଫିଆ ଫିର୍ଦ୍ଦୋସଙ୍କୁ ନିଲମ୍ବନ......
ହ୍ବିପ୍‌ ଉଲ୍ଲଂଘନ ସହ ଦଳୀୟ ଶୃଙ୍ଖଳା ଭଙ୍ଗ କରିବା ଅଭିଯୋଗ.......

କଟକ SCB ମେଡିକାଲରେ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଅଗ୍ନିକାଣ୍ଡରେ ଆହତଙ୍କୁ ଭେଟିବା ପାଇଁ କଟକ ବଡ଼ ମେଡିକାଲରେ ପହ...
16/03/2026

କଟକ SCB ମେଡିକାଲରେ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ
ଅଗ୍ନିକାଣ୍ଡରେ ଆହତଙ୍କୁ ଭେଟିବା ପାଇଁ କଟକ ବଡ଼ ମେଡିକାଲରେ ପହଞ୍ଚିଛନ୍ତି ନବୀନ ପଟ୍ଟନାୟକ

16/03/2026

କଟକ ଏସ୍.ସି.ବି ମେଡିକାଲ ଟ୍ରମା କେୟାର୍ ଆଇସିୟୁରେ ଘଟିଥିବା ଦୁର୍ଘଟଣା ପରେ ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ସମୀକ୍ଷା କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ।

 #ନବୀନ_ନିବାସରେ_ଲୁଙ୍ଗି_ପଲିଟିକ୍ସରାଜ୍ୟସଭା ନିର୍ବାଚନ ପୂର୍ବରୁ 'ଘୋଡ଼ା ବେପାର' ଭୟ। ପ୍ରଥମ ଥର ପାଇଁ ନବୀନ ନିବାସରେ ବିଧାୟକଙ୍କ ରାତ୍ରି ଯା...
16/03/2026

#ନବୀନ_ନିବାସରେ_ଲୁଙ୍ଗି_ପଲିଟିକ୍ସ
ରାଜ୍ୟସଭା ନିର୍ବାଚନ ପୂର୍ବରୁ 'ଘୋଡ଼ା ବେପାର' ଭୟ। ପ୍ରଥମ ଥର ପାଇଁ ନବୀନ ନିବାସରେ ବିଧାୟକଙ୍କ ରାତ୍ରି ଯାପନ। ଖୋର୍ଦ୍ଧାଲୁଙ୍ଗି ଡ୍ରେସ୍ କୋଡ୍ ସାଜିଛି ଚର୍ଚ୍ଚାର ବିଷୟ।

ଏସ୍‌ସିବିରେ  ଆଇସିୟୁରେ ନିଆଁ ଲାଗି ୮ରୁ ଅଧିକ ଲୋକଙ୍କ ମୃତ୍ୟୁ
16/03/2026

ଏସ୍‌ସିବିରେ ଆଇସିୟୁରେ ନିଆଁ ଲାଗି ୮ରୁ ଅଧିକ ଲୋକଙ୍କ ମୃତ୍ୟୁ

କଟକ SCB ମେଡିକାଲ କଲେଜ ଓ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟଣା । ଚିକିତ୍ସାଧୀନ ଆହତ ବ୍ୟକ୍ତିମାନଙ୍କ ସହିତ ଭେଟି ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଷୟର...
16/03/2026

କଟକ SCB ମେଡିକାଲ କଲେଜ ଓ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟଣା । ଚିକିତ୍ସାଧୀନ ଆହତ ବ୍ୟକ୍ତିମାନଙ୍କ ସହିତ ଭେଟି ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଡାକ୍ତର ଓ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା ପରେ ରୋଗୀମାନଙ୍କୁ ଆବଶ୍ୟକ ଚିକିତ୍ସା ଓ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ।

ଦାଶରଥୀ ଗମାଙ୍ଗୋକୁ ସୋ କଜ୍ ନୋଟିସ୍ । କାରଣ ଦର୍ଶାଅ ନୋଟିସ୍ ଜାରି କଲା PCC ଶୃଙ୍ଖଳା କମିଟି। ଆଜି ସନ୍ଧ୍ୟା ୬ଟା ସୁଦ୍ଧା ବ୍ୟକ୍ତିଗତ ଭାବେ ହା...
15/03/2026

ଦାଶରଥୀ ଗମାଙ୍ଗୋକୁ ସୋ କଜ୍ ନୋଟିସ୍ । କାରଣ ଦର୍ଶାଅ ନୋଟିସ୍ ଜାରି କଲା PCC ଶୃଙ୍ଖଳା କମିଟି। ଆଜି ସନ୍ଧ୍ୟା ୬ଟା ସୁଦ୍ଧା ବ୍ୟକ୍ତିଗତ ଭାବେ ହାଜର ହେବାକୁ ନୋଟିସ୍। ଦଳୀୟ କାର୍ଯ୍ୟାଳୟରେ ହାଜର ବେହାକୁ ନିର୍ଦ୍ଦେଶ

ବିଜେପି ଛାଡ଼ିଲେ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ, ବିଜେପିରେ ରବୀନ୍ଦ୍ର ଜେନାଙ୍କ ମିଶ୍ରଣ ପରେ ଦଳ ଛାଡ଼ିଥିବା ...
13/03/2026

ବିଜେପି ଛାଡ଼ିଲେ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ, ବିଜେପିରେ ରବୀନ୍ଦ୍ର ଜେନାଙ୍କ ମିଶ୍ରଣ ପରେ ଦଳ ଛାଡ଼ିଥିବା ସୂଚନା !

11/03/2026

ଶେରଗଡ଼ ବ୍ଲକ ଅଧ୍ୟକ୍ଷଙ୍କ ଉପରେ ମରଣାନ୍ତକ ଆକ୍ରମଣକ ପରେ ତାଙ୍କୁ ମେଡିକାଲ ରେ ଭେଟିଛନ୍ତି ନବୀନ ପଟ୍ଟନାୟକ Naveen Patnaik

 #ବିଜେଡି_ଛାଡିଲେ_ବାଲେଶ୍ବର_ପୂର୍ବତନ_ସାଂସଦବାଲେଶ୍ବର ପୂର୍ବତନ ସାଂସଦ ତଥା ପୂର୍ବ ଜିଲ୍ଲା ସଭାପତି ରବିନ୍ଦ୍ର କୁମାର ଜେନା ବିଜେଡିରୁ ଇସ୍ତଫା...
10/03/2026

#ବିଜେଡି_ଛାଡିଲେ_ବାଲେଶ୍ବର_ପୂର୍ବତନ_ସାଂସଦ
ବାଲେଶ୍ବର ପୂର୍ବତନ ସାଂସଦ ତଥା ପୂର୍ବ ଜିଲ୍ଲା ସଭାପତି ରବିନ୍ଦ୍ର କୁମାର ଜେନା ବିଜେଡିରୁ ଇସ୍ତଫା ଦେଇଛନ୍ତି
ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପଠାଇଲେ ଇସ୍ତଫା ପତ୍ର
ବ୍ୟକ୍ତିଗତ କାରଣ ଦେଖାଇ ଦଳ ଛାଡିଥିବା ଉଲ୍ଲେଖ
ଦଳ ନେତୃତ୍ୱ ଓ କର୍ମୀଙ୍କ ସମର୍ଥନ ପାଇଁ ଜଣାଇଲେ କୃତଜ୍ଞତା

Address

Bhubaneswar

Website

Alerts

Be the first to know and let us send you an email when News Nine Odia posts news and promotions. Your email address will not be used for any other purpose, and you can unsubscribe at any time.

Share