31/08/2026
ଅକାଳରେ ଚାଲିଗଲା ସ୍ତ୍ରୀର ଜୀବନ, ସୁନ୍ଦରୀ ସ୍ତ୍ରୀକୁ ହରାଇ ମୁଣ୍ଡ ପିଟି କାନ୍ଦୁଛି ସ୍ୱାମୀ, ଖୁସିରେ ଯାଇଥିଲେ ରେଷ୍ଟୁରାଣ୍ଟକୁ ଖାଇବାକୁ ହେଲେ ଫେରିଲା ବେଳେ ସବୁ ଛାରଖାର ହୋଇଗଲା, ଯାଜପୁର ଦୁଧେଇ ନାଳରେ ଭାରସାମ୍ୟ ହରାଇ ବାଇକ୍ ସହ ଖସି ପଡିଥିଲେ ସ୍ୱାମୀ ସତ୍ୟବ୍ରତ ପତ୍ନୀ ସନ୍ଧ୍ୟାରାଣୀ ଓ ୪ ବର୍ଷର ପୁଅ, ଅଳ୍ପକେ ବର୍ତ୍ତି ଯାଇଥିଲେ ସତ୍ୟବ୍ରତ ଓ ପୁଅ ହେଲେ ସ୍ତ୍ରୀ ସନ୍ଧ୍ୟାରାଣୀଙ୍କ ଜୀବନ ଚାଲିଗଲା