Najartv Odisha

Najartv Odisha NAJAR TV Odisha is your trusted 24/7 news channel for fast, accurate, and unbiased journalism. Stay informed, stay ahead.

We bring you breaking news, live updates, and ground-level reporting from every corner of Odisha.

15/09/2026

ବରଗଡ ଜିଲ୍ଲା ପ୍ରତି ନିଧି କୃପାସିନ୍ଧୁ ମହାନ୍ତି ଙ୍କ ନୁଆଁଖାଇ ଶୁଭେଚ୍ଛା
NajaraTV ତରଫ ମଧ୍ୟ ଢେର ସାରା ଶୁଭେଚ୍ଛା ନୁଆଁଖାଇ ଜୁହାର 🙏🙏

15/09/2026

MMDR Bill ବିରୋଧରେ ଓଡ଼ିଶା ଲୋକ ଦଳର ଜୋରଦାର ଗର୍ଜନ!
ଓଡ଼ିଶା ଲୋକ ଦଳ MMDR Billକୁ ଜୋରଦାର ବିରୋଧ କରୁଥିବା ବେଳେ, ସରକାର ଏବେ ଛାନିଆ!
ଓଡ଼ିଶାର ମାଟି, ଖଣି ଓ ଖଣିଜ ସମ୍ପଦ ଉପରେ ଓଡ଼ିଶାର ଅଧିକାର ପାଇଁ ଲଢ଼େଇ ଜାରି ରହିବ।
ଏବେ ଦେଖିବାକୁ ବାକି—ବିରୋଧୀ ଦଳମାନଙ୍କ ଭୂମିକା କ’ଣ? #ଓଡ଼ିଆସ୍ୱାଭିମାନ #ସର୍ବାଗ୍ରେଓଡ଼ିଆ

15/09/2026

ବରଗଡ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋଏଲ ଜିଲ୍ଲା ବାସି ତଥା ପଶ୍ଚିମ ଓଡିଶା ବାସୀ ଙ୍କୁ ନୁଆଁଖାଇ ର ଅଭିନନ୍ଦନ ଜଣାଇଛନ୍ତି

14/09/2026

ଓଡିଶା ବାସି ଙ୍କ ନୂଆ ଶକ୍ତି ଯୁବ ଶକ୍ତି ଓଡିଶା ଲୋକ ଦଳ ର ନୂଆ ଚେହେରା

14/09/2026

ଓଡିଶା ର ହକ ପାଇ ରାଜ ରାସ୍ତା ରେ ଛାତ୍ର ନେତା ଅଭିଷେକ ଦାଷ |

14/09/2026

ଓଡିଶା ଲୋକ ଦଳ ମହିଳା ସଂଗଠନ ମାତୃ ଶକ୍ତି ସଭାପତି ପୁଷ୍ପାଞ୍ଜଳି ସାହୁ ଙ୍କ ଠୁ ଶୁଣନ୍ତୁ କେତେ ମାରାତ୍ମକ MMDR Bill

13/09/2026

ଓଡିଶା ଲୋକ ଦଳ ନାରୀ ନେତ୍ରୀ ସୋନମ ଖାନ ଙ୍କ ଠୁ ଶୁଣନ୍ତୁ MMDR BILL କାହିଁକି ରଦ୍ଦ୍ଧ ହେବା କଥା

13/09/2026

ଛାତ୍ର ନେତା ଅଭିଷେକ ଦାଶ ମଧ୍ୟ୍ୟ mmdr କୁ ବିରୋଧ କରିବା ସମୟ ର ଦୃଶ୍ୟ

12/09/2026

Double ଇଞ୍ଜିନ ବର୍ତମାନ ଓଡିଶା ରେ ଖରାପ

ଗୁପ୍ତ ଚୋର ଙ୍କ ଗୁପ୍ତାଙ୍ଗ କଥା 300 ୟୁନିଟ ବିଜୁଳି କୁହନ୍ତୁ କାହାକୁ ମିଳିଲା
12/09/2026

ଗୁପ୍ତ ଚୋର ଙ୍କ ଗୁପ୍ତାଙ୍ଗ କଥା 300 ୟୁନିଟ ବିଜୁଳି କୁହନ୍ତୁ କାହାକୁ ମିଳିଲା

Address

Bhubaneswar
751001

Alerts

Be the first to know and let us send you an email when Najartv Odisha posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share