Tpd Live Odia

Tpd Live Odia Contact information, map and directions, contact form, opening hours, services, ratings, photos, videos and announcements from Tpd Live Odia, Media/News Company, Bhubaneswar.

30/08/2026

ଭଦ୍ରକ ରେ ଦୁଇ କିନ୍ନର ଗୋଷ୍ଠୀ ମୁହାଁମୁହିଁ ଶୁଣନ୍ତୁ କ'ଣ କହୁଛନ୍ତି ଶ୍ରାବଣୀ କିନ୍ନର

28/08/2026

ମୁଁ ଲଟେରୀ ରେ AC ଜିତିଲି ଏହି AC କୁ ମୁଁ ଜଣେ କେନସର ପେସେଣ୍ଟ କୁ ଦେବି

ବିଦ୍ଯାଳୟ ପରିବେଶକୁ ମନୋହର ଓ ବିଶ୍ବସନୀୟ ହେବାରେ କାଉପୁର ସରକାରୀ ଉଚ୍ଚ ବିଦ୍ୟାଳୟ ଦୈସିଂର ନୂତନ କରି ଯୋଗ ଦେଇଥିବା ପ୍ରଧାନ ଶିକ୍ଷକ ଶ୍ରୀଯୁକ...
27/08/2026

ବିଦ୍ଯାଳୟ ପରିବେଶକୁ ମନୋହର ଓ ବିଶ୍ବସନୀୟ ହେବାରେ କାଉପୁର ସରକାରୀ ଉଚ୍ଚ ବିଦ୍ୟାଳୟ ଦୈସିଂର ନୂତନ କରି ଯୋଗ ଦେଇଥିବା ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବିଶ୍ବ ରଂଜନ ମହାଶୟଙ୍କ ଛାତ୍ର-ଛାତ୍ରୀ ପ୍ରତି ପ୍ରେରଣା ଓ ଉକ୍ତ ବିଦ୍ୟାଳୟରୁ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ହରିହର ଦୀକ୍ଷିତ,ସଂସ୍କୃତ ଶିକ୍ଷକ ରାମ ଚନ୍ଦ୍ର ସାହୁ,କ୍ରୀଡା ଶିକ୍ଷକ ଲକ୍ଷ୍ମୀଧର ସାହୁଙ୍କର ବିଦ୍ୟାଳୟ ପ୍ରତି ସଦାସର୍ବଦା ମହତ୍ବପୂର୍ଣ୍ଣ ବାର୍ତ୍ତାକୁ ଏନସିସି କୈଡେଟ୍ ଭାରତୀୟ ପରମ୍ପରା ଓ ଭାଇଭଉଣୀ ର ପବିତ୍ର ସମ୍ପର୍କକୁ ବିଦ୍ୟାଳୟ ପରିସରରେ ପାଳନ କରି ଭବିଷ୍ଯତରେ ସୈନୀକ ହେଇ ମାଟି ମାଆ ସେବା କରିବାର ଆଶା ରଖିଥିବା କଥା ବ୍ଯକ୍ତ କରିଛନ୍ତି ଏନସିସି ଅଫିସର ପ୍ରଦୀପ କୁମାର ଜେନା। ଏଭଳି କାର୍ଯ୍ୟକ୍ରମକୁ ସି ଆର୍ ସି ବିଜୟ ସାର୍,ସମସ୍ତ ଶିକ୍ଷକ ଶିକ୍ଷିକା ଓ ଅଭିଭାବକ ଗହଣରେ ବେଶ୍ ପ୍ରସଂସନୀୟ ହେଇପାରିଛି।

26/08/2026

ଯାତ୍ରା ବିବାଦ ମୋତେ କିଛି ଯାତ୍ରା କଳାକାର ମାନେ ବଦନାମ୍ କରିବାକୁ ଚାହୁଁଛନ୍ତି ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଯାତ୍ରା ଖବର ଉପରେ ପ୍ରତିକ୍ରିୟା ଦେଲେ ପରିଚାଳକ ବାବୁଲି ମହାନ୍ତି

#ଯାତ୍ରା

24/08/2026

ସରକାର କହୁଛନ୍ତି ନୁଆ ଓଡ଼ିଶା ଶିକ୍ଷକ ନଦେଇ ଆମକୁ ଖାଲି ଡ୍ରେସ୍ ଆଉ ବହି ଦେଇଦେଲେ କ'ଣ ନୁଆ ଓଡ଼ିଶା

23/08/2026

ଭାଲୁକୁଣି ଓସା ପାଇଁ ଆଜି ସକାଳୁ ନାଥ ସାହିର ରେବ ନଦୀ ରେ ଗାଧୋଇବାକୁ ଯାଇଥିଲେ 4 ଜଣ ଯୁବତୀ | ଗାଧୋଇବା ବେଳେ ଗୋଡ ଖସି ନଦୀର ପ୍ରଖର ସ୍ରୋତରେ 4 ଯୁବତୀ ଭାସିଯାଇଥିଲେ କିନ୍ତୁ 3 ଜଣ ଯୁବତୀ ଭାସି ଆହତ ଅବସ୍ଥାରେ କୂଳରେ ଲାଗିଥିବା ବେଳେ ଗ୍ରାମବାସୀ ଉଦ୍ଧାର କରିଥିଲେ ସାଙ୍ଗରେ ଥିବା ଆଉ ଜଣେ ଯୁବତୀ ଙ୍କ ମୃତ୍ୟୁ ଦେହ ଉଦ୍ଧାର।

ଯାତ୍ରା ଜଗତରେ ଆପଣଙ୍କୁ କେଉଁ ଅଭିନେତ୍ରୀ ଙ୍କ ଅଭିନୟ ଦେଖିବାକୁ ସବୁଠାରୁ ଅଧିକ ଭଲଲାଗେ,କାବେରୀ ପାଢ଼ୀ ନା ଜୁଲି ପଣ୍ଡା
22/08/2026

ଯାତ୍ରା ଜଗତରେ ଆପଣଙ୍କୁ କେଉଁ ଅଭିନେତ୍ରୀ ଙ୍କ ଅଭିନୟ ଦେଖିବାକୁ ସବୁଠାରୁ ଅଧିକ ଭଲଲାଗେ,କାବେରୀ ପାଢ଼ୀ ନା ଜୁଲି ପଣ୍ଡା

20/08/2026

ଭଦ୍ରକ ଜିଲ୍ଲାର ବନ୍ୟା ରେ ଲୋକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି , ଏନେଇ କାହିଁକି ଗର୍ଜିଲେ ଭଣ୍ଡାରୀପୋଖରୀ ବିଧାୟକ ସଞ୍ଜିବ ମଲ୍ଲିକ

#ବିଜେଡି

18/08/2026

ମଣିଷ ଯେତେବେଳେ ବଞ୍ଚିବା ପାଇଁ ସାହା ମାଗୁଛି ସେତେବେଳେ ସେମାନେ ଡି,ଏସ,ଏଲ,ଆର କ୍ୟାମେରା ନେଇ ଫିଲ୍ମ ସୁଟିଂ କଲାଭଳି ବୋଟ୍ ରେ ଯାଉଛନ୍ତି,

#ବିଜେଡି

16/08/2026

ଭଦ୍ରକ ବ୍ଲକର କାଉପୁର ସରକାରୀ ଉଚ୍ଚ ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ର ଦ୍ୱିତୀୟ ହିନ୍ଦୀ ବ୍ୟାକରଣ ପୁସ୍ତକ, କେନ୍ଦ୍ରୀୟ ହିନ୍ଦୀ ସଂସ୍ଥାନ ଭୁବନେଶ୍ୱର କେନ୍ଦ୍ରର ନିର୍ଦେଶକ ଡା ରଂଜନ ସାର୍ ଙ୍କ କରକମଳରେ ଲୋକାର୍ପଣ ହେଇଛି। ଏହି ଅବସରରେ ସି,ପି ସିଂ ମହୋଦୟ, ଦେବ କିଶୋର ଦାସ, ପ୍ରକାଶ ଖଟୁଆ, ପଲ୍ଲବୀ ପ୍ରଧାନ, ସୁଶାନ୍ତ, ନବକିଶୋର ସହିତ ବିଭିନ୍ନ ହିଦ୍ୟାଳୟରୁ ୫୦ଜଣ ହିନ୍ଦୀ ଶିକ୍ଷକ ଓ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ।

Address

Bhubaneswar
751001

Website

Alerts

Be the first to know and let us send you an email when Tpd Live Odia posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share