26/08/2025
ବହୁତ କିଛି କହିବାକୁ ଯାଇ ଏ ସିନେମାଟି ତିଆରି ହୋଇ ଥିଲା |
ଚେଷ୍ଟା ଥିଲା, ଯା ପାଇଁ ଯା ଉଦ୍ଧିଷ୍ଟ ତା ପାଖରେ ସେ କଥା ପାହୁଁଚୁ |
ସବୁ ଚେଷ୍ଟା କଲା ପରେ ଲାଗିଲା, YouTube ବର୍ତମାନ ପାଇଁ ଶ୍ରେଷ୍ଠ ବାଟ |
ଦେଖନ୍ତୁ, ମତାମତ ରଖନ୍ତୁ, ଭଲ ଲାଗିଲେ; ସାଙ୍ଗସାଥି, ପରିବାର ଏବଂ ପରିଚିତଙ୍କ ସହ ସମ୍ବାଦ ରଖନ୍ତୁ 🙏
"Ae Akasha Tale"
ଏଇ ଆକାଶ ତଳେ, ଆପଣଙ୍କୁ ଲାଗିଲା