Kalinga News

Kalinga News Odisha Talks aims to be one stop solution for political, sports, entertainment and other news related stories.

Thank you for liking the official page of Odisha Talks.

ଅଷ୍ଟ୍ରେଲିଆ (କଳିଙ୍ଗ ନ୍ୟୁଜ):  ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଜିଠାରୁ ଟେଷ୍ଟ୍ ସିରିଜ୍ ଆରମ୍ଭ ହୋଇଛି। ଏଡିଲେଡ୍‌ରେ ଖେଳା ଯାଉଥିବା ପ୍ରଥମ ଟେ...
06/12/2018

ଅଷ୍ଟ୍ରେଲିଆ (କଳିଙ୍ଗ ନ୍ୟୁଜ): ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଜିଠାରୁ ଟେଷ୍ଟ୍ ସିରିଜ୍ ଆରମ୍ଭ ହୋଇଛି। ଏଡିଲେଡ୍‌ରେ ଖେଳା ଯାଉଥିବା ପ୍ରଥମ ଟେଷ୍ଟ୍‌ ମ୍ୟାଚ୍‌ରେ ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ୯ ୱିକେଟ୍ ହରାଇ ୨୫୦ ରନ୍ କରିଛି।

ମୁମ୍ବାଇ (କଳିଙ୍ଗ ନ୍ୟୁଜ): ବଲିଉଡ୍‌ର ଧକ୍‌ଧକ୍‌ ଗାର୍ଲ ମାଧୁରୀ ଦୀକ୍ଷିତ ଏବେ ତାଙ୍କ ରାଜନୀତିକ କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି। ସେ ଖୁ...
06/12/2018

ମୁମ୍ବାଇ (କଳିଙ୍ଗ ନ୍ୟୁଜ): ବଲିଉଡ୍‌ର ଧକ୍‌ଧକ୍‌ ଗାର୍ଲ ମାଧୁରୀ ଦୀକ୍ଷିତ ଏବେ ତାଙ୍କ ରାଜନୀତିକ କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି। ସେ ଖୁବ୍‌ଶୀଘ୍ର ବିଜେପି ଦଳରେ ମିଶିବେ। ଖାଲି ସେତିକି ନୁହେଁ, ୨୦୧୯ରେ ପଦ୍ମ ଦଳ ତାଙ୍କୁ ପୁଣେ ଲୋକସଭା ଆସନରୁ ପ୍ରାର୍ଥୀ କରିବ ବୋଲି ମଧ୍ୟ ଜଣାପଡ଼ିଛି।

ଭୁବନେଶ୍ୱର (କଳିଙ୍ଗ ନ୍ୟୁଜ): ରାଜ୍ୟରେ ଚାଲିଛି ବେଆଇନ୍ ଧର୍ମାନ୍ତରୀକରଣ, ଚର୍ଚ୍ଚାରେ ଗୁଡ୍ ନ୍ୟୁଜ ଇଣ୍ଡିଆ ଡ୍ରିମ୍ ସେଂଟର ଦ୍ୱାରା ପରିଚାଳିତ ...
06/12/2018

ଭୁବନେଶ୍ୱର (କଳିଙ୍ଗ ନ୍ୟୁଜ): ରାଜ୍ୟରେ ଚାଲିଛି ବେଆଇନ୍ ଧର୍ମାନ୍ତରୀକରଣ, ଚର୍ଚ୍ଚାରେ ଗୁଡ୍ ନ୍ୟୁଜ ଇଣ୍ଡିଆ ଡ୍ରିମ୍ ସେଂଟର ଦ୍ୱାରା ପରିଚାଳିତ ବେଲଟିକିରି ସେଲ୍ଟର ହୋମର ମୁଖ୍ୟ ଫୟାଜ୍ ରେହମାନ୍ ଓରଫ ଡାଡି ।

ଭୁବନେଶ୍ୱର (କଳିଙ୍ଗ ନ୍ୟୁଜ): ଆଜି ରାଜ୍ୟ କଂଗ୍ରେସ୍‌ ଇସ୍ତାହାର କମିଟି ଘୋଷଣା କରାଯାଇଛି। ଏଥିରେ ଗଣେଶ୍ୱର ବେହେରାଙ୍କୁ ନୂଆ ଅଧ୍ୟକ୍ଷ କରାଯାଇ...
06/12/2018

ଭୁବନେଶ୍ୱର (କଳିଙ୍ଗ ନ୍ୟୁଜ): ଆଜି ରାଜ୍ୟ କଂଗ୍ରେସ୍‌ ଇସ୍ତାହାର କମିଟି ଘୋଷଣା କରାଯାଇଛି। ଏଥିରେ ଗଣେଶ୍ୱର ବେହେରାଙ୍କୁ ନୂଆ ଅଧ୍ୟକ୍ଷ କରାଯାଇଛି।

Welcome to the "Kalinga News" page. Follow us for latest political, sports, literature, event related updates.
06/12/2018

Welcome to the "Kalinga News" page. Follow us for latest political, sports, literature, event related updates.

Address

Kendrapara
Bhubaneswar

Alerts

Be the first to know and let us send you an email when Kalinga News posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Kalinga News:

Share