12/10/2025
It was a great pleasure meeting Hon'ble Sri Naveen Pattnaik, Leader of Opposition, today at his residence in Bhubaneswar.
We talked of many matters of the past. It was heartening to note that he could recall all happenings with great fondness.
We enquired about his health.
Sought his Blessings.
Lovely meeting, indeed !
ଭୁବନେଶ୍ୱରରେ ଆଜି ବିରୋଧୀ ଦଳ ନେତା ଆଦରଣୀୟ ଶ୍ରୀ ନବୀନ ପଟ୍ଟନାୟକଙ୍କ ସହ ତାଙ୍କ ନିବାସରେ ସାକ୍ଷାତ କରିବା ଅତ୍ୟନ୍ତ ଆନନ୍ଦର ବିଷୟ ହେଲା।
ଆମେ ବିଗତ ଦିନର ସ୍ମୃତି ବିଷୟରେ ଅନେକ କଥା ଆଲୋଚନା କଲୁ। ସମସ୍ତ ଘଟଣାଗୁଡିକୁ ସ୍ନେହ ଶ୍ରଦ୍ଧା ସହିତ ମନେ ପକାଇଥିବା ଦେଖି ଅତ୍ୟନ୍ତ ଆନନ୍ଦ ଅନୁଭୂତ ହେଲା।
ଆମେ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ଜାଣିଲୁ।
ତାଙ୍କର ଆଶୀର୍ବାଦ ଗ୍ରହଣ କଲୁ।
ଏହା ଏକ ଅତ୍ୟନ୍ତ ସୁଖଦ ଏବଂ ସକରାତ୍ମକ ସାକ୍ଷାତ ଥିଲା !