Champua News Room

Champua News Room CHAMPUA & KEONJHAR LOCAL NEWS

Ramciya paints
20/09/2026

Ramciya paints

19/09/2026
ଚମ୍ପୁଆ ର ବରିଷ୍ଠ ସାମ୍ବାଦିକ ଶ୍ରୀ ପ୍ରଦୀପ ପ୍ରଧାନଙ୍କ ମା’ ରମ୍ଭା ପ୍ରଧାନଙ୍କ ବିୟୋଗତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ଶୋକସନ୍ତ...
18/09/2026

ଚମ୍ପୁଆ ର ବରିଷ୍ଠ ସାମ୍ବାଦିକ ଶ୍ରୀ ପ୍ରଦୀପ ପ୍ରଧାନଙ୍କ ମା’ ରମ୍ଭା ପ୍ରଧାନଙ୍କ ବିୟୋଗ

ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଭଗବାନ ଏହି ଦୁଃଖ ସହିବାକୁ ଶକ୍ତି ପ୍ରଦାନ କରନ୍ତୁ।

17/09/2026

ଚମ୍ପୁଆ ନେହେରୁ ଷ୍ଟାଡିୟମରେ ମହିଳା ଫୁଟବଲର ରଣହୁଙ୍କାର
ଆରମ୍ଭ ହେଲା ଭାଗବତ ମେମୋରିଆଲ ମହିଳା ଫୁଟବଲ ପ୍ରତିଯୋଗିତା।
୮ଟି ଦଳ, ୪ ଦିନର ଜୋରଦାର ଲଢ଼େଇ।
ଫାଇନାଲ – ୨୦ ତାରିଖ ଅପରାହ୍ନ ୨ଟା
ନେହେରୁ ଷ୍ଟାଡିୟମ, ଚମ୍ପୁଆ
ମହିଳା ଫୁଟବଲର ଏହି ରୋମାଞ୍ଚକର ଲଢ଼େଇ ଦେଖିବାକୁ ଖେଳପ୍ରେମୀଙ୍କ ମଧ୍ୟରେ ବଢ଼ୁଛି ଉତ୍ସାହ।

ଚମ୍ପୁଆରେ  ମହିଳା ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟଚମ୍ପୁଆ ନେହେରୁ ଷ୍ଟାଡିୟମ୍‌ରେ ୧୭ରୁ ୨୦ ସେପ୍ଟେମ୍ବର ଯାଏଁ ଆୟୋଜିତ ହେବ ଭାଗବତ ମେମୋରିଆଲ୍‌ ଇନଭି...
16/09/2026

ଚମ୍ପୁଆରେ ମହିଳା ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟ
ଚମ୍ପୁଆ ନେହେରୁ ଷ୍ଟାଡିୟମ୍‌ରେ ୧୭ରୁ ୨୦ ସେପ୍ଟେମ୍ବର ଯାଏଁ ଆୟୋଜିତ ହେବ ଭାଗବତ ମେମୋରିଆଲ୍‌ ଇନଭିଟେସନ୍‌ ଅଲ୍‌ ଇଣ୍ଡିଆ ମହିଳା ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟ–୨୦୨୬
ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ଆସାମର ଦଳ ନେବେ ଭାଗ
୨୦ ସେପ୍ଟେମ୍ବରରେ ଗ୍ରାଣ୍ଡ ଫାଇନାଲ୍‌—ଅପରାହ୍ନ ୪ଟାରେ

ଚମ୍ପୁଆରେ ଗଣେଶ ପୂଜାର ଧମାକାପୂଜା, ମନୋରଞ୍ଜନ ଓ ମୀନା ବଜାରରେ ଚମ୍ପୁଆ ରେ ଜମିବ ଉତ୍ସବର ମାହୋଲସାହୁ ମାର୍କେଟ କମ୍ପ୍ଲେକ୍ସ ନିକଟରେ ଆରମ୍ଭ ହୋ...
16/09/2026

ଚମ୍ପୁଆରେ ଗଣେଶ ପୂଜାର ଧମାକା
ପୂଜା, ମନୋରଞ୍ଜନ ଓ ମୀନା ବଜାରରେ ଚମ୍ପୁଆ ରେ ଜମିବ ଉତ୍ସବର ମାହୋଲ
ସାହୁ ମାର୍କେଟ କମ୍ପ୍ଲେକ୍ସ ନିକଟରେ ଆରମ୍ଭ ହୋଇଛି
(ଚମ୍ପୁଆ ଗଜାନନ ପୂଜା କମିଟିର ଆୟୋଜକ)
୧୬/୯ – ମେଲୋଡି କାର୍ଯ୍ୟକ୍ରମ
୧୭/୯ – ଡାନ୍ସ ପ୍ରତିଯୋଗିତା
୧୪/୯ରୁ ୩୦/୯ – ମୀନାବଜାର

ନୂଆଁଖାଇ ଜୁହାର  ଚମ୍ପୁଆ ଉପଜିଲ୍ଲାପାଳଙ୍କ ବାସଭବନ କାର୍ଯ୍ୟାଳୟରେ ପବିତ୍ର ନୂଆଁଖାଇ ଭେଟଘାଟଚମ୍ପୁଆ ଥାନା ASI ରେବତୀ ବୁଡ଼ ଙ୍କ ସହ ଉପ ଜିଲ୍ଲ...
16/09/2026

ନୂଆଁଖାଇ ଜୁହାର
ଚମ୍ପୁଆ ଉପଜିଲ୍ଲାପାଳଙ୍କ ବାସଭବନ କାର୍ଯ୍ୟାଳୟରେ ପବିତ୍ର ନୂଆଁଖାଇ ଭେଟଘାଟ
ଚମ୍ପୁଆ ଥାନା ASI ରେବତୀ ବୁଡ଼ ଙ୍କ ସହ ଉପ ଜିଲ୍ଲାପାଳ ଉମାକାନ୍ତ ପରିଡ଼ା ଓ ଧର୍ମପତ୍ନୀ ସଂଘମିତ୍ରା ସାହୁ ଓ ଅନ୍ୟାନ୍ୟ ଙ୍କ ସହ ନୂଆଁଖାଇ ଜୁହାର।

14/09/2026

ଶ୍ରୀ ଗଜାନନଙ୍କ ପୂଜା ଅବସରରେ ଗଜାନନ ପୂଜା କମିଟି, ଚମ୍ପୁଆ ପକ୍ଷରୁ ଭଜନ ପରିବେଷଣ
ଚମ୍ପୁଆ ଅଞ୍ଚଳର ସୁମଧୁର କଣ୍ଠଶିଳ୍ପୀଙ୍କ ଭଜନରେ ଗୁଞ୍ଜରିତ ହେଲା ପୂଜା ମଣ୍ଡପ

‘ସଫେଇ କାମ ଚାଲିଛି’… କିନ୍ତୁ କେଉଁଠି?ବଣବୁଦାରେ  ଭର୍ତ୍ତି ରୁଙ୍ଗଟା ଶିଶୁ ଉଦ୍ୟାନ ପାର୍କ, ଶିଉଳିରେ ପିଛଳ ପାଦଚଲା ରାସ୍ତା, ଅସ୍ୱାସ୍ଥ୍ୟକର ପ...
13/09/2026

‘ସଫେଇ କାମ ଚାଲିଛି’… କିନ୍ତୁ କେଉଁଠି?

ବଣବୁଦାରେ ଭର୍ତ୍ତି ରୁଙ୍ଗଟା ଶିଶୁ ଉଦ୍ୟାନ ପାର୍କ, ଶିଉଳିରେ ପିଛଳ ପାଦଚଲା ରାସ୍ତା, ଅସ୍ୱାସ୍ଥ୍ୟକର ପରିବେଶରେ ଜିମ୍‌ରେ ବ୍ୟାୟାମ!

Address

Champua
Champua
758041

Telephone

+918908140234

Website

Alerts

Be the first to know and let us send you an email when Champua News Room posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Champua News Room:

Shortcuts

Share

Category