QABIL News Odisha

QABIL News Odisha Qabil News Odisha is a digital news platform. We believe in evidence not in exclussive.
(1)

This channel is forever grateful to viewers for their love, support & confidence.

07/12/2025

ଆରଡ଼ି: ବରିଷ୍ଠ ନାଗରିକ ଧୀମାନ୍ କେଦାର ଜେନା ନିଆରା ଢଙ୍ଗରେ ପାଳନ କଲେ ଜନ୍ମଦିନ
#ଚାନ୍ଦବାଲି

02/12/2025

ଚାନ୍ଦବାଲି : ପିକ୍ ଅପ୍ ତଳେ ଚାପି ହୋଇଗଲେ ୧୭ ଜଣ !
JCB ଦ୍ଵାରା ଉଦ୍ଧାର କଲେ ସ୍ଥାନୀୟ ଲୋକେ !
୧୭ ଜଣ ସମସ୍ତେ ଆହାତ ହୋଇଛନ୍ତି I
#ଚାନ୍ଦବାଲି

29/11/2025

ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ୍ ବନ୍ତ ବଜାର ଠାରେ ୭୬ ତମ ସମ୍ବିଧାନ ଦିବସ ପାଳିତ ହୋଇଛି

29/11/2025

ଚାନ୍ଦବାଲି: ବିଜୁ ସ୍ମୃତି ଭବନ ଠାରେ ଚାନ୍ଦବାଲି କୋର୍ଟ ର ୧୮ ତମ ପ୍ରତିଷ୍ଠା ଦିବସ ପାଳିତ !
#ଚାନ୍ଦବାଲି

28/11/2025

ନାଟକର ଗୋବର୍ଦ୍ଧନ କିଏ ପୂର୍ବତ୍ତନ ଏସ୍.ଡି.ଓ ନା ବର୍ତ୍ତମାନର ଏସ୍.ଡି.ଓ?

ତାଙ୍କ ରୋଜଗାରକୁ ଚାକୁଲୁ ଚାକୁଲୁ କରି ଖାଉଥିଲା କିଏ ?

ବର୍ତ୍ତମାନର ଏସ୍.ଡି.ଓ କଣ କ୍ଷୀର ରେ ଗାଧୋଇଛନ୍ତି ?

ଚୋରୀ ପରେ ସିନା ଜୋରି, ସାହସ ଦେଉଛି କିଏ ?

ଚାନ୍ଦବାଲି ଜଳ ସେଚନ କାର୍ଯ୍ୟାଳୟ ୧ ବର୍ଷ ଧରି ଚର୍ଚ୍ଚାରେ ରହି ଆସିଛି l ଜଣେ ଅଣ ସିକୃତୀ ପ୍ରାପ୍ତ ରାତ୍ର ଜଗୁଆଳି ଏବଂ ବର୍ତ୍ତମାନର ଏସ୍.ଡି.ଓ ଙ୍କ କଳି ଏବେ ଆସିଛି ରାଜ ରାସ୍ତାକୁ l ଦେଖା ଯାଉ ଜୋର୍ କାହାର ଆଉ ମୂଳକ କାହାର !

#ଚାନ୍ଦବାଲି

27/11/2025

ଚାନ୍ଦବାଲି : ରାସ୍ତା ମଝିରେ ମୁହଁମାଡ଼ି ପଡ଼ିଛି ଚାଉଳ ବୋଝେଇ ଟ୍ରକ୍ !
#ଚାନ୍ଦବାଲି

25/11/2025

ଘଣ୍ଟେଶ୍ୱର ଛାରଖାର, ବୁଲିଲା ବୁଲ୍ଡୋଜର !
ମାଟିରେ ମିଶିଲା ୧୩୨ ଦୋକାନ !
ହେବ ତ ଥଇଥାନ ?
#ଚାନ୍ଦବାଲି

25/11/2025

ମତୋ ଠାରେ ଛାତ୍ର ଅଧିକାର ସମାବେଶ ଅନୁଷ୍ଠିତ l

ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ମତୋ ଠାରେ ଏ. ଆଇ. ଏସ୍. ଏଫ୍ ଭଦ୍ରକ ଜିଲ୍ଲା ସଂଘ ପକ୍ଷରୁ ଛାତ୍ର ଅଧିକାର ସମାବେଶ ଅନୁଷ୍ଠିତ ହୋଇଛି
#ଚାନ୍ଦବାଲି

21/11/2025

ଘଣ୍ଟେଶ୍ୱର ଫାଣ୍ଡି ପରିସର ରେ ବରିଷ୍ଠ ନାଗରିକ ମାନଙ୍କୁ କାର୍ଡ ପ୍ରଦାନ

#ଚାନ୍ଦବାଲି

21/11/2025

ଚାନ୍ଦବାଲି : ନୂତନ କର୍ମଚାରୀଙ୍କୁ ସ୍ଵାଗତ ଜଣାଇଲେ ଶିକ୍ଷା ଅଧିକାରୀ ଏବଂ କର୍ମଚାରୀ

#ଚାନ୍ଦବାଲି

20/11/2025

ଚାନ୍ଦବାଲି ବଜାର ଷ୍ଟାଡିୟମ୍ ଠାରେ ବ୍ଲକ୍ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ୨୦୨୫ ଅନୁଷ୍ଠିତ
#ଚାନ୍ଦବାଲି

20/11/2025

ଭାରସ୍ୟାମ ହରାଇ ଉଲଟିଲା ଗୋରୁ ବୋଝେଇ ପିକପ୍ !
ପ୍ରାଣ ହରାଇଲେ ୧୦ରୁ ଅଧିକ ଗୋରୁ, ଭଦ୍ରକ

Address

Ward No 6
Chandbali

Telephone

+919090403615

Website

Alerts

Be the first to know and let us send you an email when QABIL News Odisha posts news and promotions. Your email address will not be used for any other purpose, and you can unsubscribe at any time.

Share