KKB

KKB Digital creator,News Creator,News orditet

13/11/2025

Black paddy # #କଳାଧାନ # food # News # #

17/09/2025

ସର୍ବ ନିର୍ମାଣ ର କର୍ତ୍ତା
ପ୍ରଭୁ ବିଶ୍ଵକର୍ମା ଆସିଛନ୍ତି ଧରାଧାମକୁ ।।
ଆସନ୍ତୁ ଆମ ଚାନ୍ଦବାଲି କୁ ପ୍ରଭୁ ବିଶ୍ଵକର୍ମା ଙ୍କୁ ଦର୍ଶନ କରିବା ।।

ହେ ଇଶ୍ଵର ! ଆମ ସାର୍ ଙ୍କୁ ଟିକିଏ ଭଲ ବୁଦ୍ଧି ଦିଅ ।ପାଠରେ ସିନା ଟପ୍ପର କରିଦେଲ ।ସାଧାରଣ ଜନତାଙ୍କର ସୁଖଦୁଃଖ ର ସାଥୀ ହେବା ସିଖାଅ ପ୍ରଭୁ.
13/09/2025

ହେ ଇଶ୍ଵର !
ଆମ ସାର୍ ଙ୍କୁ ଟିକିଏ ଭଲ ବୁଦ୍ଧି ଦିଅ ।
ପାଠରେ ସିନା ଟପ୍ପର କରିଦେଲ ।
ସାଧାରଣ ଜନତାଙ୍କର ସୁଖଦୁଃଖ ର ସାଥୀ ହେବା ସିଖାଅ ପ୍ରଭୁ.

What is Strock ???
08/09/2025

What is Strock ???

ସଚରାଚର ଏହି ବିଶ୍ବବ୍ରହ୍ମାଣ୍ଡ କିମ୍ବା ଆମ ଜୀବଜଗତ ରେ କ୍ଷୁଦ୍ରାତିକ୍ଷୂଦ୍ର ଜୀବନ ଧାରଣର ପ୍ରତ୍ୟେକ ଜୀବ ହିଁ ସେହି ପରମାତ୍ମା ଈଶ୍ଵରଙ୍କର ସତ୍...
08/09/2025

ସଚରାଚର ଏହି ବିଶ୍ବବ୍ରହ୍ମାଣ୍ଡ କିମ୍ବା ଆମ ଜୀବଜଗତ ରେ କ୍ଷୁଦ୍ରାତିକ୍ଷୂଦ୍ର ଜୀବନ ଧାରଣର ପ୍ରତ୍ୟେକ ଜୀବ ହିଁ ସେହି ପରମାତ୍ମା ଈଶ୍ଵରଙ୍କର ସତ୍ତା ଯାହାକି ପଞ୍ଚଭୂତ କୁ ନେଇ ଶରିର ର ସୃଷ୍ଟି । ମୃତ୍ୟୁ ପରେ ପଞ୍ଚଭୂତ ମାନେ ନିଜେ ନିଜର ଜାଗାକୁ ଫେରି ଯାଆନ୍ତି।
ପୂର୍ବ କାଳରେ ରାଜାଙ୍କର ପୁଅ ରାଜା ହିଁ ହୁଏ ଏହାର କାରଣ ଅନେକ ଅଛି । ରାଜାଙ୍କର 99 ରାଣୀ ଥିବା ସତ୍ବେ ମଧ୍ୟ ପାଟରାଣୀଙ୍କ ପାଖକୁ ରାଜା ନିର୍ଘଣ୍ଟ ହୋଇଥିବା ସମୟ ଅନୁସାରେ ଯାଆନ୍ତି । ଏହାର ମଧ୍ୟ କାରଣ ଅଛି ।
କୈାଣସି ଏକ ପୁରୁଷ ର ପୈାରୁଷତ୍ବ ରୁ ଜଣେ ଭଲ ମଣିଷ ହେବାବେଳେ ଏକ ମାଆ ପେଟରୁ ଅନ୍ୟ ଜଣେ କାହିଁକି ଚୋର, ଡକାୟତ Criminal ହୁଏ ।
ଏହାର ମଧ୍ୟ କାରଣ ଅଛି ।
ତେଣୁ, ଗ୍ରହମାନଙ୍କ ର ଚଳନ ଫଳରେ ବିଭିନ୍ନ ପ୍ରକାର ଘଟଣା ଦୂର୍ଘଟଣା ମାନ ଘଟିଥାଏ। ଏହାକୁ ମାନି ଚଳିବା ଅତ୍ୟନ୍ତ ଆବଶ୍ୟକ ।। ଏହା ମୋର ମତ ।।
ଆପଣ ମାନଙ୍କ ର ମତାମତ ଅପେକ୍ଷା ରେ ମୁଁ .........

ପିଲାବେଳର ମଧୁ ବଣ୍ଣବୋଧ -ସାଧୁ ସଙ୍ଗତରେ ସଙ୍ଗୀ ହେଲେ ଲୋକ,ଆପେ ସାଧୁ ହୋଇଯାଏ ହିନ ଜନ ସଙ୍ଗେ ମିଳାମିଶା କଲେ, ହିନବୁଦ୍ଧି ସିନା ପାଏ ।ଆହୁରି ବ...
06/09/2025

ପିଲାବେଳର ମଧୁ ବଣ୍ଣବୋଧ -
ସାଧୁ ସଙ୍ଗତରେ ସଙ୍ଗୀ ହେଲେ ଲୋକ,ଆପେ ସାଧୁ ହୋଇଯାଏ
ହିନ ଜନ ସଙ୍ଗେ ମିଳାମିଶା କଲେ, ହିନବୁଦ୍ଧି ସିନା ପାଏ ।
ଆହୁରି ବି ଗୋଟେ କଥା -
ଭଲ୍ଲୂକ ସଙ୍ଗେ କଲେ ଭାବ
ଶେଷରେ ଆମ୍ପୁଡାଟି ଲାଭ ।
କଥାଟି ସବୁ ଓଡ଼ିଆ ଭାଇ, ଭଉଣୀ ମାନଙ୍କୁ ଜଣା କିନ୍ତୁ -
ଯିଏ ବି ମନେ ରଖିଛି ସେ ନିଶ୍ଚୟ କିଛି ଶିକ୍ଷାଗ୍ରହଣ କରିଛି ।।
ସତ ନା ବନ୍ଧୁ ????????????????????????????

02/09/2025

ସମସ୍ତେ ଜାଣନ୍ତି ବନ୍ଧୁ!
ମୃତ୍ୟୁ ଧୃବ ସତ୍ୟ ଆଉ କେତେ ବେଳେ ଆସେ ,
କାହାକୁ ବି ଜଣା ନଥାଏ। ତଥାପି କିଛି ଟା ନିହାତି ଭାବରେ ସମସ୍ତେ ଜାଣିବା କଥା ଯେ -

କିଛି ପୁରୁଣା ସ୍ମୃତିରୁ........କିଛି ସ୍ମୃତି କିଛି ଅନୁଭୂତି କିଛି ଇଚ୍ଛା, କିଛି ଅନିଚ୍ଛା କିଛି ସମ୍ଭାବନା, କିଛି ଉଦ୍ଧିପନାକିଛି ଆଶା, କିଛି...
13/08/2025

କିଛି ପୁରୁଣା ସ୍ମୃତିରୁ........
କିଛି ସ୍ମୃତି କିଛି ଅନୁଭୂତି
କିଛି ଇଚ୍ଛା, କିଛି ଅନିଚ୍ଛା
କିଛି ସମ୍ଭାବନା, କିଛି ଉଦ୍ଧିପନା
କିଛି ଆଶା, କିଛି ନିରାଶା କୁ ନେଇ ବିତି ଯାଇଥିବା ସମୟ ....

ସ୍ବର୍ଗତ ଯୁଧିଷ୍ଠିର ସାହୁ ଜଣେ କର୍ମଠ ତଥା ଲଢୁଆ କର୍ମଜୀବୀ ପୂର୍ବତନ ସରପଞ୍ଚ ତଥା ନମିନି ଆଜି ଜୀବନ ଯୁଦ୍ଧରେ ହାରିଯାଇଛନ୍ତି ।ତାଙ୍କ ଅମର ଆତ୍...
12/08/2025

ସ୍ବର୍ଗତ ଯୁଧିଷ୍ଠିର ସାହୁ
ଜଣେ କର୍ମଠ ତଥା ଲଢୁଆ କର୍ମଜୀବୀ
ପୂର୍ବତନ ସରପଞ୍ଚ ତଥା ନମିନି
ଆଜି ଜୀବନ ଯୁଦ୍ଧରେ ହାରିଯାଇଛନ୍ତି ।
ତାଙ୍କ ଅମର ଆତ୍ମା ର ସଦଗତି ପାଇଁ ଭଗବାନଙ୍କ ପାଖରେ ପ୍ରାର୍ଥନା।।

ଆମ ଗାଁ ଗଣେଶଙ୍କ ପୂଜା ।।ଅଳ୍ପ ଦିନର ଅପକ୍ଷା ପରେ ଅନ୍ତ ଘଟାଇ ଝଲସିବ ପୂଜା ମଣ୍ଡପ
07/08/2025

ଆମ ଗାଁ ଗଣେଶଙ୍କ ପୂଜା ।।
ଅଳ୍ପ ଦିନର ଅପକ୍ଷା ପରେ ଅନ୍ତ ଘଟାଇ ଝଲସିବ ପୂଜା ମଣ୍ଡପ

ସମସ୍ତେ ଜାଣନ୍ତି ଯେ -ସମୟ ର ଗତି ଆଉ ଶକ୍ତି........
31/07/2025

ସମସ୍ତେ ଜାଣନ୍ତି ଯେ -
ସମୟ ର ଗତି ଆଉ ଶକ୍ତି........

Address

Chandbali

Telephone

+919937072610

Website

Alerts

Be the first to know and let us send you an email when KKB posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to KKB:

Share