Mo Chatrapur

Mo Chatrapur You are welcome to the official page of Mo Chhatarpur. Thank you!

You can join us to join the most beautiful city of Ganjam district and see the art, culture, tradition, festivals, happenings, and everything here.

କମେନ୍ଟ କରିକି ଜଣେଇବାକୁ ଭୁଲିବେ ନାହିଁ
03/09/2025

କମେନ୍ଟ କରିକି ଜଣେଇବାକୁ ଭୁଲିବେ ନାହିଁ

13/03/2025

Twins Sister ଗାୟିକା ଓ ନୃତ୍ୟ ଶିଳ୍ପୀ ପ୍ରତୀକ୍ଷା ଆଚାର୍ଯ୍ୟ ଓ ପ୍ରିୟାଣି ଆଚାର୍ଯ୍ୟ ବହୁତ ସୁନ୍ଦର ସଙ୍ଗୀତ ସହ ନୃତ୍ୟ କରନ୍ତି ଦୁହେଁ

12/03/2025

Twins Sister ଗାୟିକା ଓ ନୃତ୍ୟ ଶିଳ୍ପୀ ପ୍ରତୀକ୍ଷା ଆଚାର୍ଯ୍ୟ ଓ ପ୍ରିୟାଣି ଆଚାର୍ଯ୍ୟ , ବହୁତ ସୁନ୍ଦର ସଙ୍ଗୀତ ସହ ନୃତ୍ୟ କରନ୍ତି ଦୁହେଁ

18/02/2025

ଭରପୁର ମନୋରଞ୍ଜନ ର ଖୋରାକ ନେଇ ଆସୁଛି ପପୁ ସାର୍ ଙ୍କ ଚଳଚ୍ଚିତ୍ର ଡଷ୍ଟବିନ୍

16/02/2025

Haal kaisa hai Odissi ka! 🙏

02/02/2025

08/01/2025

ଯାହା କେବେ ହୋଇ ନଥିଲା ଆଜି ତାହା ହେଲା।।
ମୁକ୍ତେଶ୍ଵର ଉତ୍ସବରେ ପ୍ରତିବର୍ଷ ଶାସ୍ତ୍ରୀୟ ଓଡ଼ିଶୀ ସଙ୍ଗୀତ ପରିବେଷଣ ହେଉଥିବା ବେଳେ ଏଇ ବର୍ଷ ଏ DJ ଗୀତ....!
ପୁଣି ବେଶ ପରିପାଟୀ ବିଚିତ୍ର....!
ଅବକ୍ଷୟ ସଂସ୍କୃତି ସହ ପ୍ରବାସୀ ଭାରତୀୟ ଦିବସ ଆରମ୍ଭ।
ଏସବୁ କରି ବିଶ୍ୱକୁ କ'ଣ ଜଣାଇବେ...? କ'ଣ ଆମ ଓଡ଼ିଶୀ ସଂଗୀତ ଏହା??
ପ୍ରଥମ ନୃତ୍ୟ ପରିବେଷଣର ଉପସ୍ଥାପିକା ମହାଶୟା ମଧ୍ୟ ଶିବାଷ୍ଟକକୁ "ଶିବକଷ୍ଟ" ବୋଲି ବାରମ୍ବାର ଉଚ୍ଚାରଣ।।

ପ୍ରବାସୀ ଭାରତୀୟ ଦିବସ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ବି ଟେଣ୍ଡର !! : ନବୀନ ଦାସ ( ନିର୍ଭୟ )
06/01/2025

ପ୍ରବାସୀ ଭାରତୀୟ ଦିବସ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ବି ଟେଣ୍ଡର !! : ନବୀନ ଦାସ ( ନିର୍ଭୟ )

ନବମ ଅନ୍ତର୍ଜାତୀୟ ଗୀତା ମହୋତ୍ସବ ରେ ଓଡ଼ିଶା ଗଞ୍ଜାମ ଦିଗପହଣ୍ଡି  ର ଉସ୍ତାଦ ବିଶ୍ମିଲା ଖାଁ ଯୁବ ପୁରସ୍କାର ପ୍ରାପ୍ତ ଗୁରୁ ଶ୍ରୀ ଆଲୋକ ବିଶୋଇ...
12/12/2024

ନବମ ଅନ୍ତର୍ଜାତୀୟ ଗୀତା ମହୋତ୍ସବ ରେ ଓଡ଼ିଶା ଗଞ୍ଜାମ ଦିଗପହଣ୍ଡି ର ଉସ୍ତାଦ ବିଶ୍ମିଲା ଖାଁ ଯୁବ ପୁରସ୍କାର ପ୍ରାପ୍ତ ଗୁରୁ ଶ୍ରୀ ଆଲୋକ ବିଶୋଇ ଙ୍କ ଦ୍ଵାରା ପ୍ରସ୍ତୁତ କରାଯାଇଥିବା ପଶୁମୂଖା ଓ କଣ୍ଢେଇ ନାଚ ଲୋକକଳା ର କିଛି ଝଲକ ।।।।

Address

Main Road
Chhatrapur
761020

Alerts

Be the first to know and let us send you an email when Mo Chatrapur posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Mo Chatrapur:

Share