Rk news odia

Rk news odia News & Entertainment
ଆଞ୍ଚଳିକ ସମ୍ବାଦ ସହିତ ଆଧ୍ୟାତ୍ମିକ ଖବର ,କଳା ,ଶିକ୍ଷା ଓ ନୂଆଁ ନୂଆଁ କଳାକାର ମାନଙ୍କୁ ନେଇ ପରିବେଷିତ ମନରଞ୍ଜନର ଏକ ମାତ୍ର ମାଧ୍ୟମ ଆର ମିଡିଆ

26/09/2025

ବାପା ତୁମ ପାଇଁ ପଦେ ...

19/09/2025

ବିଜେପି ପକ୍ଷରୁ ଛେଣ୍ଡିପଦା ଓ ସନ୍ତରାବନ୍ଧ ଠାରେ ସେବା ପକ୍ଷ ପାଳନ

17/09/2025

କିଲାସମା ଠାରେ ଜୈବ ବିବିଧତା ସଚେତନତା କାର୍ଯ୍ୟକ୍ରମ

17/09/2025

ेड़_माँ_के_लिए

ଭାରତର ଯଶସ୍ଵୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ ତମ ଜନ୍ମ ଦିବସ ଉପଲକ୍ଷେ ଛେଣ୍ଡିପଦା ର ବିଭିନ ଜାଗାରେ ବୃକ୍ଷ ରୋପଣ କରିଛନ୍ତି ଛେଣ୍ଡିପଦା ର ମାନ୍ୟବର ବିଧାୟକ ଶ୍ରୀ ଅଗସ୍ତି ବେହେରା

ବିଶ୍ଵ ବିନ୍ଧାଣି ପବିତ୍ର ବିଶ୍ଵକର୍ମା ପୂଜାର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା
17/09/2025

ବିଶ୍ଵ ବିନ୍ଧାଣି ପବିତ୍ର ବିଶ୍ଵକର୍ମା ପୂଜାର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା

15/09/2025

#କୋଶଳା_ଗୋଷ୍ଠୀ_ସ୍ବାସ୍ଥ୍ୟ_କେନ୍ଦ୍ର_ପରିଦର୍ଶନ_କରିଲେ_ବିଧାୟକ_ଶ୍ରୀ_ଅଗସ୍ତି_ବେହେରା

15/09/2025

ମା ମୁଁ କଣ ତୋର ସନ୍ତାନ ନୁହେଁ 🥺🥺

14/09/2025

ଆଜି ରେଙ୍ଗାଲି ସ୍ଥିତ ସ୍ବାମୀ ଦୟାନନ୍ଦ ବୈଦିକ ସାଧନା ଆଶ୍ରମ, ଠାରେ ପାଲଲହଡ଼ାର ବିଧାୟକ ଅଶୋକ ମହାନ୍ତି ଛେଣ୍ଡିପଦା ର ବିଧାୟକ ଅଗସ୍ତି ବେହେରା ,ସ୍ବାମୀ ଦୟାନନ୍ଦ ଆଶ୍ରମର ର ସ୍ବାମୀ ଶ୍ରୀସତ୍ୟ ସରସ୍ଵତୀଙ୍କ ପାବନ ଉପସ୍ଥିତି ରେ ସୋଲାରଯୁକ୍ତ ଜଳବ୍ୟବସ୍ଥାର ଲୋକାର୍ପଣ ହୋଇଚି ।

ଅତିଥି ମାନଙ୍କ ସ୍ଵାଗତ ଆଶ୍ରମ ବାସୀଙ୍କ ଦ୍ଵାରା ହେଇଥିଲା ଓ ଆଚାର୍ଯ୍ୟ ବିମଳ ଜୀଙ୍କ ମନ୍ତ୍ରପାଠ ଦ୍ଵାରା ଯଜ୍ଞ ଆରମ୍ଭ ସହିତ ଉଭୟ ମାନ୍ୟବର ବିଧାୟକ ଯଜ୍ଞରେ ଆହୁତି ପ୍ରଦାନ କରିଥିଲେ ଓ ସଂସ୍କୃତ ଭାଷାରେ ଲିପିବଦ୍ଧ ଫଳକ ଦେଖି ଅତ୍ୟନ୍ତ ପ୍ରସନ୍ନ ଅନୁଭବ କରିଥିଲେ ।ଏଥି ସହିତ ସେମାନଙ୍କୁ ଆଶ୍ରମର ଆଧ୍ୟାତ୍ମିକ ବାତାବରଣ ତାଙ୍କୁ ଆନନ୍ଦ ପ୍ରଦାନ କରିଥିଲା ।

26/07/2025

କାର୍ଗିଲ ବିଜୟ ଦିବସ ଅବସରରେ ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀର ସିମିଲିପାଲ ଗ୍ରାମ ପଞ୍ଚାୟତ ର ଅବସରପ୍ରାପ୍ତ ସୈନିକ ଶ୍ରୀ ପ୍ରସାନ୍ତ କୁମାର ବିଶ୍ବାଳ କାର୍ଗିଲ୍ ବିଜୟର ଦୁସାହସିକତା ଓ ଦୁଃଖଦ କଥା କୁ ବର୍ଣ୍ଣନା କରିଛନ୍ତି

13/07/2025

କୋଶଳାର ଅଧିଷ୍ଠାତ୍ରୀ ଦେବୀ ମା ରାମଚଣ୍ଡୀ ଙ୍କ ବାର୍ଷିକ ଯାତ୍ରା ୨୦୨୫
୧୧ ଅଗଷ୍ଟ ୨୦୨୫ ସୋମବାର ଠାରୁ ୧୭ ଅଗଷ୍ଟ ରବିବାର ୨୦୨୫ ପର୍ଯ୍ୟନ୍ତ ସମସ୍ତ ଶ୍ରଦ୍ଧାଳୁ ମାନଙ୍କୁ ଅନୁରୋଧ ମା ଙ୍କ ର ଏହି ବାର୍ଷିକ ଯାତ୍ରା କୁ ଆସି ମା ରାମଚଣ୍ଡୀ ଙ୍କ ଆଶୀର୍ବାଦ ଲାଭ କରନ୍ତୁ 🙏🙏

ଶୁଭ ଜନ୍ମ ଦିନର ଅନେକ ଅନେକ ଶୁଭେଚ୍ଛା 🥰
06/07/2025

ଶୁଭ ଜନ୍ମ ଦିନର ଅନେକ ଅନେକ ଶୁଭେଚ୍ଛା 🥰

02/07/2025

କୁକୁରପେଟା ଦ୍ୟାମ ନିକଟରେ ବାଇକ୍ ସହିତ ଟ୍ରଲି ମୁହାମୁହିଁ ଦୁର୍ଘଟଣା , ବାଇକ୍ ଆରୋହୀ ଗୁରୁତର । କୋଶଲା ମେଡିକାଲ କୁ ଘଟଣା ସ୍ଥଳ ରୁ ଉଦ୍ଧାର କରି ସ୍ଥାନାନ୍ତର କରିଲେ ସ୍ଥାନୀୟ ଲୋକ

Address

Chhendipada
759124

Website

Alerts

Be the first to know and let us send you an email when Rk news odia posts news and promotions. Your email address will not be used for any other purpose, and you can unsubscribe at any time.

Share