31/10/2025
ଚିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହରିପୁର ଗ୍ରାମରେ ଥିବା ବିଜେପି ଦଳର ଉତ୍ସାହୀ କାର୍ଯ୍ୟକର୍ତ୍ତା ଶ୍ରଦ୍ଧେୟ କାହ୍ନୁ ପଲେଇଙ୍କ ବ୍ୟବସାୟ ଦୋକାନରେ ସ୍ଥାନୀୟ ସରପଞ୍ଚ ଓ ବିଜେପି ଦଳର କାର୍ଯ୍ୟକର୍ତ୍ତାଙ୍କ ସହ କିଛି ସମୟ ଅତିବାହିତ କରିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରି ଚନ୍ଦନ