Live Sadhubani

Live Sadhubani Odia News Headlines Is The 24/7 Odia News Website, Visit - odianewsheadlines.com We Belive In Digital Media Service

"ମୋ ବାପା କୋଟି କୋଟି ଦେଶବାସୀ ଙ୍କୁ ସୁରକ୍ଷା କରୁଥିବା ବେଳେ ସୀମାରେ ଶହୀଦ ହୋଇଗଲେ। କିନ୍ତୁ କୌଣସି ଭାରତବାସୀ ମୋ ବାପାଙ୍କୁ ଶ୍ରଦ୍ଧାଞ୍ଜଳି ...
12/06/2026

"ମୋ ବାପା କୋଟି କୋଟି ଦେଶବାସୀ ଙ୍କୁ ସୁରକ୍ଷା କରୁଥିବା ବେଳେ ସୀମାରେ ଶହୀଦ ହୋଇଗଲେ। କିନ୍ତୁ କୌଣସି ଭାରତବାସୀ ମୋ ବାପାଙ୍କୁ ଶ୍ରଦ୍ଧାଞ୍ଜଳି ମଧ୍ୟ ଦେଇନାହାନ୍ତି। 💔😢 , ଗର୍ବ ରେ ଗୋଟେ ଲାଇକ ଦେବେ"

ଗରମରୁ ବଞ୍ଚିବା ପାଇଁ ପାଣି ଟାଙ୍କି ଉପରେ ଶୋଇଥିଲା ଯୁବକ, ନିଦରେ କଡ଼ ବଦଳାଇବା ସମୟରେ ତଳକୁ ପଡ଼ି ଚାଲିଗଲା ଜୀବନ"ଅମର ଆତ୍ମା ର ଶାନ୍ତି ନିମନ...
12/06/2026

ଗରମରୁ ବଞ୍ଚିବା ପାଇଁ ପାଣି ଟାଙ୍କି ଉପରେ ଶୋଇଥିଲା ଯୁବକ, ନିଦରେ କଡ଼ ବଦଳାଇବା ସମୟରେ ତଳକୁ ପଡ଼ି ଚାଲିଗଲା ଜୀବନ"
ଅମର ଆତ୍ମା ର ଶାନ୍ତି ନିମନ୍ତେ ଗୋଟେ ଲାଇକ ନିହାତି ଦେବେ

ଝାବେଡି ମମତା ଏବେ ଲୁଚିଲା, ଦୀଘା ରେ କରିଥିଲା ଜଗନ୍ନାଥ ମନ୍ଦିର, ଆଉ ନା ଦେଇଥିଲା ଜଗନ୍ନାଥ ଧାମ, ହେଲେ ଶୁଭେନ୍ଦୁ ଅଧିକାରୀ ଧାମ ନା ହଟାଇଲେ, ...
12/06/2026

ଝାବେଡି ମମତା ଏବେ ଲୁଚିଲା, ଦୀଘା ରେ କରିଥିଲା ଜଗନ୍ନାଥ ମନ୍ଦିର, ଆଉ ନା ଦେଇଥିଲା ଜଗନ୍ନାଥ ଧାମ, ହେଲେ ଶୁଭେନ୍ଦୁ ଅଧିକାରୀ ଧାମ ନା ହଟାଇଲେ, ମମତା କୁ ଶକ୍ତ ଜାବୁଡ଼ା 😁😁

ନିଜ ମତ ନିହାତି ରଖିବେ ଓଡ଼ିଶାବାସୀ..
12/06/2026

ନିଜ ମତ ନିହାତି ରଖିବେ ଓଡ଼ିଶାବାସୀ..

୨୦୨୧ ମସିହାରେ ଘଟିଥିଲା ଏକ ପ୍ରେମ କାହାଣୀର ଦୁଃଖଦ ଅନ୍ତ...ହୃଦ୍‌ଘାତରେ ସ୍ୱାମୀଙ୍କ ମୃତ୍ୟୁ ହୋଇଥିଲା, ଏହି ଖବର ଶୁଣିବାମାତ୍ରେ ପତ୍ନୀ ମଧ୍ୟ ...
12/06/2026

୨୦୨୧ ମସିହାରେ ଘଟିଥିଲା ଏକ ପ୍ରେମ କାହାଣୀର ଦୁଃଖଦ ଅନ୍ତ...

ହୃଦ୍‌ଘାତରେ ସ୍ୱାମୀଙ୍କ ମୃତ୍ୟୁ ହୋଇଥିଲା, ଏହି ଖବର ଶୁଣିବାମାତ୍ରେ ପତ୍ନୀ ମଧ୍ୟ ପ୍ରାଣ ତ୍ୟାଗ କରିଥିଲେ।

୯୨ ବର୍ଷୀୟା ଦେବକୀ ଅମ୍ମା୫ ଏକର ମରୁଭୂମି ଜମିକୁ୩୦୦୦ଟି ଦୁର୍ଲଭ ଏବଂ ଔଷଧୀୟ ଗଛରେଭରିଥିବା ଘନ ଜଙ୍ଗଲରେ ପରିଣତ କରିପଦ୍ମଶ୍ରୀ ସମ୍ମାନ ଅର୍ଜନ କ...
12/06/2026

୯୨ ବର୍ଷୀୟା ଦେବକୀ ଅମ୍ମା
୫ ଏକର ମରୁଭୂମି ଜମିକୁ
୩୦୦୦ଟି ଦୁର୍ଲଭ ଏବଂ ଔଷଧୀୟ ଗଛରେ
ଭରିଥିବା ଘନ ଜଙ୍ଗଲରେ ପରିଣତ କରି
ପଦ୍ମଶ୍ରୀ ସମ୍ମାନ ଅର୍ଜନ କରିଛନ୍ତି।
ତାଙ୍କ ପାଇଁ ଗୋଟେ ଲାଇକ
ନିହାତି କରିବେ।

ମୁହଁରେ ଗୁଳି ବାଜିଲା, ତଥାପି ପଛକୁ ହଟିବା ବଦଳରେ ଆତଙ୍କବାଦୀକୁ ମାରି ଗିରାଇଲେ; ଏବେ ରାଷ୍ଟ୍ରପତି କୀର୍ତ୍ତି ଚକ୍ରରେ ସମ୍ମାନିତ କଲେ।
11/06/2026

ମୁହଁରେ ଗୁଳି ବାଜିଲା, ତଥାପି ପଛକୁ ହଟିବା ବଦଳରେ ଆତଙ୍କବାଦୀକୁ ମାରି ଗିରାଇଲେ; ଏବେ ରାଷ୍ଟ୍ରପତି କୀର୍ତ୍ତି ଚକ୍ରରେ ସମ୍ମାନିତ କଲେ।

ଭାଇଙ୍କ ମୃତ୍ୟୁ ପରେ ଗାଁ ଲୋକେ ବିଧବା ଭାଉଜଙ୍କୁ ଅଲକ୍ଷଣୀ କହି ଘରୁ ବାହାର କରିଦେବାକୁ ଚାହୁଁଥିଲେ, ହେଲେ ସାନ ଭାଇ ହାତ ଧରି କହିଲା - ଏ ମୋର ...
11/06/2026

ଭାଇଙ୍କ ମୃତ୍ୟୁ ପରେ ଗାଁ ଲୋକେ ବିଧବା ଭାଉଜଙ୍କୁ ଅଲକ୍ଷଣୀ କହି ଘରୁ ବାହାର କରିଦେବାକୁ ଚାହୁଁଥିଲେ, ହେଲେ ସାନ ଭାଇ ହାତ ଧରି କହିଲା - ଏ ମୋର ଭାଉଜ ନୁହନ୍ତି ମୋର ମା’ ଏବଂ ଯେପର୍ଯ୍ୟନ୍ତ ମୁଁ ବଞ୍ଚିଛି ଏହାଙ୍କୁ କେହି ଘରୁ ବାହାର କରିପାରିବେ ନାହିଁ। ଆଜି ୧୦ ବର୍ଷ ପରେ ଯେତେବେଳେ ସେହି ଭାଉଜ...ନିଜ ପରିଶ୍ରମ ବଳରେ ସ୍କଲାରସିପ୍ ଜିତି ନିଜ ଦିଅରଙ୍କୁ ଡାକ୍ତର ବନାଉଛନ୍ତି, ତେବେ ଦୁଇ ଭାଇ-ଭାଉଜ କୋଳେଇ ନେଇ କାନ୍ଦି ପକାଇଲେ। ସତ କଥା, ଯଦି ସମ୍ପର୍କ ନିଭାଇବା ବାଲା ମଣିଷ ଠିକ୍ ଥାଏ ତେବେ ପ୍ରତିଟି ସମ୍ପର୍କ ସୁନ୍ଦର ହୋଇଯାଏ। ଏହି ଭାଇ-ଭଉଣୀ ଭଳି ପବିତ୍ର ସମ୍ପର୍କ ପାଇଁ ଏକ ଲାଇକ୍ ତ ବନେ।

IPL ମ୍ୟାଚ୍‌ରେ ଚୋରି ହୋଇଥିବା ଅଷ୍ଟ୍ରେଲୀୟ ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସରଙ୍କ IPHONE 16 PRO MAX ଅଲୀଗଡ଼ରୁ ଉଦ୍ଧାର କରାଗଲା।
11/06/2026

IPL ମ୍ୟାଚ୍‌ରେ ଚୋରି ହୋଇଥିବା ଅଷ୍ଟ୍ରେଲୀୟ ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସରଙ୍କ IPHONE 16 PRO MAX ଅଲୀଗଡ଼ରୁ ଉଦ୍ଧାର କରାଗଲା।

ଫିରୋଜାବାଦରେ ପିଲାକୁ କଚାଡ଼ି କଚାଡ଼ି ମାରିଥିବା ଅଭିଯୁକ୍ତର ଜେଲ୍‌ରେ ମୃତ୍ୟୁ​ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ିବା ଯୋଗୁଁ ଜେଲ୍‌ରେ ମୃତ୍ୟୁ, ଅଭି...
11/06/2026

ଫିରୋଜାବାଦରେ ପିଲାକୁ କଚାଡ଼ି କଚାଡ଼ି ମାରିଥିବା ଅଭିଯୁକ୍ତର ଜେଲ୍‌ରେ ମୃତ୍ୟୁ​ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ିବା ଯୋଗୁଁ ଜେଲ୍‌ରେ ମୃତ୍ୟୁ, ଅଭିଯୁକ୍ତ ଖାଇବା-ପିଇବା ମଧ୍ୟ ଛାଡ଼ି ଦେଇଥିଲା

Address

Cuttack

Alerts

Be the first to know and let us send you an email when Live Sadhubani posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Live Sadhubani:

Shortcuts

Share