Odia Now

Odia Now We post news updates of Odisha, India and World. Keep coming daily for all the news updates.

18/09/2025

ଆଜି ବି ଅନେକ ଲୋକ ଉଚ୍ଚ କପାଳ ଥିବା ଝିଅଙ୍କୁ ଅଶୁଭ ବୋଲି ମାନନ୍ତି । ଉଚ୍ଚ କପାଳ କଣ ପ୍ରକୃତରେ ଶୁଭ ନା ଅଶୁଭ ଆସନ୍ତୁ ଏନେଇ ଜାଣିବା ।

18/09/2025

ବାସ୍ତୁ ଅନୁସାରେ ପିତୃପୁରୁଷଙ୍କ ଫଟୋ ଘରେ ଲଗାଇବାର ମଧ୍ୟ କିଛି ନିୟମ ରହିଛି । ତେବେ ଚାଲନ୍ତୁ ଜାଣିବା ପିତୃପୁରୁଷଙ୍କ ଫଟୋ କେଉଁଠି ଓ କେଉଁ ଦିଗରେ ଲଗାଇବା ଉଚିତ ଏବଂ କେଉଁ ଦିଗରେ ଲଗାଇବା ଅନୁଚିତ ।

17/09/2025

ଶାସ୍ତ୍ର ଅନୁସାରେ ଆମେ ଦେଖୁଥିବା ସ୍ଵପ୍ନର କିଛି ନା କିଛି ଅର୍ଥ ରହିଛି । ହେଲେ ଏହା ମଧ୍ୟ କୁହାଯାଇଛି କି, କିଛି ସ୍ଵପ୍ନ ବିଷୟରେ କାହାରିକୁ କହିବା ଆଦୌ ଉଚିତ ନୁହେଁ । ଏପରି କରିବା ଦ୍ଵାରା ସେଥିରୁ ମିଳିବାକୁ ଥିବା ଶୁଭଫଳ ବ୍ୟର୍ଥ ହୋଇଥାଏ । ଆଜି ଚାଲନ୍ତୁ ଜାଣିବା ଏଭଳି କିଛି ସ୍ଵପ୍ନ ବିଷୟରେ ।

#ସ୍ଵପ୍ନ

17/09/2025

ଜ୍ଯୋତିଷ ଶାସ୍ତ୍ର ଅନୁସାରେ କିଛି ଖାସ ରାଶିର ଲୋକ ପ୍ରେମରେ ସବୁଠୁ ବେଶୀ ନିଷ୍ଠାବାନ ଓ ସତ୍ୟବାନ ହୋଇଥାନ୍ତି । ଏମାନେ ଥରେ କାହା ପ୍ରେମରେ ପଡିଲେ ତାଙ୍କ ସାଥ୍ କେବେ ଛାଡନ୍ତି ନାହିଁ । ନିଜର ପୁରା ଜୀବନ ସେହି ଜଣଙ୍କ ପାଇଁ ଉତ୍ସର୍ଗ କରିଦିଅନ୍ତି । ଜାଣନ୍ତୁ କିଏ ସେହି ରାଶି ।

#ପ୍ରେମ #ପ୍ରେମସମ୍ପର୍କ #ନିଷ୍ଠାବାନରାଶି #ଜ୍ୟୋତିଷ

16/09/2025

ଚଳିତ ବର୍ଷ ପିତୃପକ୍ଷ ସେପ୍ଟେମ୍ବର 7 ତାରିଖରୁ ଆରମ୍ଭ ହୋଇ 21 ତାରିଖ ଦିନ ଶେଷ ହେବ । ପିତୃ ପକ୍ଷ ପାଳନର କିଛି ବିଶେଷ ନିୟମ ରହିଛି । ସେସବୁକୁ ପାଳନ କଲେ ବ୍ୟକ୍ତି ତଳିତଳାନ୍ତ ହୋଇଯାଇଥାନ୍ତି । ଆସନ୍ତୁ ସେ ବିଷୟରେ ଅଧିକ ଜାଣିବା ।




15/09/2025

ଜାଣିଛନ୍ତି କି, ଠାକୁର ପୂଜା କରିବାର ସଠିକ ସମୟ କଣ ? ଆପଣ ଏହି ସମୟରେ କରୁଛନ୍ତି ତ ଠାକୁର ପୂଜା ? ସାଧାରଣ ଲାଗୁଥିଲେ ବି ସବୁଠୁ ବଡ ଭୁଲ ।


15/09/2025

ସ୍ୱର୍ଗ, ଦ୍ୱାରକା ନଗର, ବିଭିନ୍ନ ଅନେକ ଦେବାଳୟ ଏବଂ ନାନା ଦେବୀ-ଦେବତାଙ୍କର ଅସ୍ତ୍ର-ଶସ୍ତ୍ର ସବୁ ବିଶ୍ଵକର୍ମାଙ୍କ ସୃଷ୍ଟି । ତାଙ୍କୁ ବେଶ ଚମତ୍କାରୀ ବାସ୍ତୁକାର ବୋଲି ମଧ୍ୟ ମାନାଯାଏ । ହେଲେ ଶାସ୍ତ୍ର ଅନୁସାରେ ବିଶ୍ଵକର୍ମାଙ୍କ ପୂଜା ପୂର୍ବରୁ ଅନ୍ୟ ଜଣେ ଦେବତାଙ୍କୁ ନିହାତି ପୂଜା କରିବା ଆବଶ୍ୟକ ହୋଇଥାଏ । ନଚେତ ବିଶ୍ଵକର୍ମା ପୂଜା ଅସମ୍ପୂର୍ଣ୍ଣ ରହିଥାଏ ।


14/09/2025

ଗ୍ରହ ମାନଙ୍କର ସଠିକ ସ୍ଥିତି କେବେ କାହା ଜେବନରେ ଭଲ ସୁଯୋଗ ଆଣେ, ତ କେବେ ଅସୁବିଧା ସୃଷ୍ଟି କରେ । ଜ୍ଯୋତିଷ ଗଣା ଅନୁସାରେ ଆଗାମୀ 8 ମାସରେ 5ଟି ରାଶି ପାଇଁ ବିଶେଷ ଗ୍ରହଯୋଗ ସୃଷ୍ଟି ହେବାକୁ ଯାଉଥିବାରୁ ଏମାନଙ୍କ ଭାଗ୍ୟରେ ପ୍ରଚୁର ଧନଲାଭ, ସମ୍ମାନ ଓ ରାଜଯୋଗର ସମ୍ଭାବନା ରହିଛି । ତେବେ ଚାଲନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶି କିଏ ?

13/09/2025

ଗ୍ରହମାନଙ୍କ ଶୁଭ ସଂଯୋଗ ସୁଖ, ସମୃଦ୍ଧି ଓ ସଫଳତା ଆଣେ, ଅନ୍ୟପଟେ ଅଶୁଭ ସଂଯୋଗ ଦୁଃଖ କଷ୍ଟ ଆଣିଥାଏ । ଆଜି ରାତିଠାରୁ ଏକ ଦୁର୍ଲଭ ଶୁଭ ସଂଯୋଗ ବନୁଛି ଯାହା 5ଟି ରାଶି ପାଇଁ ଅତ୍ୟନ୍ତ ମଙ୍ଗଳମୟ ହେବ । ତେବେ ଚାଲନ୍ତୁ ଜାଣିବା କେଉଁମାନେ ସେହି ଭାଗ୍ୟଶାଳୀ ରାଶି ।


13/09/2025

ଜ୍ଯୋତିଷ ଅନୁସାରେ ସେପ୍ଟେମ୍ବର ମାସ ଶେଷ ହେବା ପୂର୍ବରୁ ସିଂହ ରାଶିର ଜୀବନରେ ଅନେକ ବଡ ପରିବର୍ତ୍ତନ ଆସିପାରେ । ସିଂହ ରାଶିଙ୍କ ଜୀବନରେ ସୁଖ, ଶାନ୍ତି ଏବଂ ଧନ ସମ୍ମାନର ପ୍ରତିଷ୍ଠା ହେବାକୁ ଯାଉଛି । ଯେଉଁ ସମସ୍ଯା ଦେଇ ଗତି କରୁଥିଲେ ତାହା ଏବେ ଚୁଟକିରେ ଦୂର ହେବାକୁ ଯାଉଛି ।

12/09/2025

ମନୁଷ୍ୟ ଜୀବନରେ ସବୁବେଳେ ସୁଖ ଦୁଃଖ ଭଲମନ୍ଦ ଲାଗି ରହିଥାଏ । ବେଳେବେଳେ ଜୀବନରେ କିଛି ଘଟିବା ପୂର୍ବରୁ ପ୍ରକୃତି ଆମକୁ ସଙ୍କେତ ଦେଇଥାଏ । ଏନେଇ ଶାସ୍ତ୍ରରେ ବିସ୍ତୃତ ବିବରଣୀ ଦିଆଯାଇଛି । ଆସନ୍ତୁ ଜାଣିବା ଏହିଭଳି କିଛି ସଙ୍କେତ ବିଷୟରେ ।

12/09/2025

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ମଙ୍ଗଳ ଗ୍ରହ ହେଉଛନ୍ତି ବିଛା ରାଶିର ସ୍ଵାମୀ ଗ୍ରହ । ମଙ୍ଗଳଙ୍କୁ ଜୀବନରେ ପରାକ୍ରମ ଓ ଉତ୍ସାହର କାରକ ବୋଲି ମାନାଯାଏ । ତେଣୁ ବିଛା ରାଶିର ଶାରୀରିକ ସରଞ୍ଚନାରୁ ଏମାନଙ୍କର ଶକ୍ତିର ସୂଚନା ମିଳିଥାଏ । ଏମାନେ ସାହସୀ, ଧାର୍ମିକ, ଗମ୍ଭୀର, ଜିଦି, ଚତୁର, ନିର୍ଭୟ ଓ ଦୃଢ ଇଚ୍ଛା ଶକ୍ତି ବିଶିଷ୍ଟ ବ୍ୟକ୍ତି ହୋଇଥାନ୍ତି ।

#ବିଛାରାଶି #ଜ୍ୟୋତିଷ #ଜନ୍ମକୁଣ୍ଡଳୀ #ଧନସମ୍ମାନ

Address

Sector 7
Cuttack
753014

Alerts

Be the first to know and let us send you an email when Odia Now posts news and promotions. Your email address will not be used for any other purpose, and you can unsubscribe at any time.

Share