Orissa Book Emporium - OBE

Orissa Book Emporium - OBE All Types of book printing and publishing

With Odia Toka Bijay – I just got recognized as one of their top fans! 🎉
27/05/2026

With Odia Toka Bijay – I just got recognized as one of their top fans! 🎉

With Satyajit Swain – I just got recognized as one of their top fans! 🎉
27/05/2026

With Satyajit Swain – I just got recognized as one of their top fans! 🎉

ଅଲଟ୍ରା ଇମ୍ପ୍ରେସନ୍ ଦ୍ବାରା ଏହି ବହିଗୁଡ଼ିକ ପ୍ରକାଶ ପାଇଲା । ଏହା ଓଡ଼ିଶା ବୁକ୍ ଏମ୍ପୋରିୟମ୍ ନିମଚୌଡ଼ି ଓ ବାଦାମବାଡ଼ି କଟକ ଠାରେ ଉପଲବ୍ଧ।
27/05/2026

ଅଲଟ୍ରା ଇମ୍ପ୍ରେସନ୍ ଦ୍ବାରା ଏହି ବହିଗୁଡ଼ିକ ପ୍ରକାଶ ପାଇଲା । ଏହା ଓଡ଼ିଶା ବୁକ୍ ଏମ୍ପୋରିୟମ୍ ନିମଚୌଡ଼ି ଓ ବାଦାମବାଡ଼ି କଟକ ଠାରେ ଉପଲବ୍ଧ।

With Dekhile Janibe – I just got recognized as one of their top fans! 🎉
23/05/2026

With Dekhile Janibe – I just got recognized as one of their top fans! 🎉

Shout out to my newest followers! Excited to have you onboard! Laxmidhar Sahu, Mahaprasad Dhal
23/05/2026

Shout out to my newest followers! Excited to have you onboard! Laxmidhar Sahu, Mahaprasad Dhal

With Cuttack Bhaichara – I just got recognized as one of their top fans! 🎉
22/05/2026

With Cuttack Bhaichara – I just got recognized as one of their top fans! 🎉

ପ୍ରମଦାଚରଣ ସେନ (୧୮୫୯-୧୮୮୫) ବଙ୍ଗୀୟ ଶିଶୁ-କିଶୋର ସାହିତ୍ୟରଚନା ଓ ପତ୍ରିକା ସଂପାଦନାରେ ସ୍ବର୍ଣ୍ଣିମ  ଇତିହାସ ଲେଖିଯାଇଥିବା ଜଣେ ଅମର ସାହିତ...
22/05/2026

ପ୍ରମଦାଚରଣ ସେନ (୧୮୫୯-୧୮୮୫) ବଙ୍ଗୀୟ ଶିଶୁ-କିଶୋର ସାହିତ୍ୟରଚନା ଓ ପତ୍ରିକା ସଂପାଦନାରେ ସ୍ବର୍ଣ୍ଣିମ ଇତିହାସ ଲେଖିଯାଇଥିବା ଜଣେ ଅମର ସାହିତ୍ୟିକ। ‘ସଖା’ ପତ୍ରିକାର ସଂପାଦକ ଭାବରେ ତାଙ୍କର ପରିଚୟ ସ୍ଵତନ୍ତ୍ର । ଶିଶୁ-କିଶୋରଙ୍କ ଚରିତ୍ରର ବିକାଶ ଏବଂ ଜ୍ଞାନର ବିସ୍ତାରଥିଲା ତାଙ୍କ ରଚନା ଓ ସଂପାଦନାର ଲକ୍ଷ୍ୟ । ବଙ୍ଗଳାଭାଷାର ପ୍ରଥମ ସାର୍ଥକ ଶିଶୁ-କିଶୋର ଉପନ୍ୟାସ ‘ଭୀମେର କପାଲ’ର ସ୍ରଷ୍ଟା ସେ । ‘ସଖା’ ପତ୍ରିକାର ପ୍ରଥମସଂଖ୍ୟା ୧୮୮୩ ଜାନୁୟାରୀରୁ ଅକ୍ଟୋବରର ଦଶମ ସଂଖ୍ୟା ଯାଏଁ ଧାରାବାହିକ ଭାବେ ପ୍ରକାଶପାଇ ଏହା ଶିଶୁ, କିଶୋରଙ୍କ ପ୍ରିୟଜାଜନ ହୋଇପାରିଥିଲା। ପ୍ରମଦାଚରଣ ସେନଙ୍କ ଏହି ଉପନ୍ୟାସଟିର ଓଡ଼ିଆ ଅନୁବାଦ ‘ଭୀମର ଭାଗ୍ୟ’ ନାମରେ ପ୍ରକାଶ ପାଉଅଛି ।
ଓଡ଼ିଶାର ସମ୍ଭ୍ରାନ୍ତ ଓ ସୁପ୍ରତିଷ୍ଠିତ ପ୍ରକାଶନ ସଂସ୍ଥା ତଥା 'ଛବିଳ ମଧୁ ବର୍ଣ୍ଣବୋଧ'ର ପ୍ରକାଶକ ଓଡ଼ିଶା ବୁକ୍ ଏମ୍ପୋରିୟମ୍, କଟକ ବହିଟିକୁ ପ‌୍ରକାଶ କରିଛନ୍ତି। ଏମ୍ପୋରିୟମ୍‌ର ସ୍ଵତ୍ତ୍ଵାଧିକାରୀ ସାହିତ୍ୟାନୁରାଗୀ, ଉତ୍କଳ ସାହିତ୍ୟ ସମାଜର କାର୍ଯ୍ୟ ନିର୍ବାହିକା ସମିତିର ସଭ୍ୟ ଶ୍ରୀଯୁକ୍ତ ଶିବାଶିଷ କରଙ୍କୁ ମୋର କୃତଜ୍ଞତା ଜଣାଉଛି। ଶିଶୁ-କିଶୋର ପାଠକଙ୍କୁ ଏହା ବିଶେଷ ଖୁସି ଦେବ ।

ଓଡ଼ିଶା ବୁକ୍ ଏମ୍ପୋରିୟମ୍ ପକ୍ଷରୁ ଅତି ଶୀଘ୍ର ପ୍ରକାଶ ପାଇବାକୁ ଯାଉଛି ଶିଶିର ବେହେରାଙ୍କ ଦ୍ବାରା ଅନୂଦିତ ପ୍ରମଦାଚରଣ ସେନଙ୍କ ବଙ୍ଗଳା ଭାଷାର...
21/05/2026

ଓଡ଼ିଶା ବୁକ୍ ଏମ୍ପୋରିୟମ୍ ପକ୍ଷରୁ ଅତି ଶୀଘ୍ର ପ୍ରକାଶ ପାଇବାକୁ ଯାଉଛି ଶିଶିର ବେହେରାଙ୍କ ଦ୍ବାରା ଅନୂଦିତ ପ୍ରମଦାଚରଣ ସେନଙ୍କ ବଙ୍ଗଳା ଭାଷାର ପ୍ରଥମ ସାର୍ଥକ ଶିଶୁ-କିଶୋର ଉପନ୍ୟାସ 'ଭୀମେର କପାଲ'ର ଓଡ଼ିଆ ଅନୁବାଦ 'ଭୀମର କପାଳ' ।

ଏହି ଦୁଇଟି ପୁସ୍ତକ ଅତି ଶୀଘ୍ର ପ୍ରକାଶ ପାଇବ ।
23/05/2025

ଏହି ଦୁଇଟି ପୁସ୍ତକ ଅତି ଶୀଘ୍ର ପ୍ରକାଶ ପାଇବ ।

11/04/2024

Address

Cuttack

Opening Hours

Monday 10am - 6am
Tuesday 10am - 6am
Wednesday 10am - 6am
Thursday 10am - 6am
Friday 10am - 6am
Saturday 10am - 6am

Telephone

+918328979787

Alerts

Be the first to know and let us send you an email when Orissa Book Emporium - OBE posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Orissa Book Emporium - OBE:

Share

Category