Gadajat News

Gadajat News When You See a People Without a Smile Give Them Yours

13/01/2026

ଆଜି ପବିତ୍ର ଶୁଭ ମଙ୍ଗଳବାର ବାବା ଧବଳେଶ୍ଵରଙ୍କ ଦିବ୍ୟ ଦର୍ଶନ କରନ୍ତୁ

ବଡମ୍ବା-ନରସିଂହପୁର ନିର୍ବାଚନ ମଣ୍ଡଳୀରେ ୩୦୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ୦୫ ଟି ପ୍ରକଳ୍ପ ଅନୁମୋଦନ ପରେ ଆଜି ବଡ଼ମ୍ବା ବ୍ଳକ ସମ୍ମିଳନୀ କକ୍ଷରେ...
12/01/2026

ବଡମ୍ବା-ନରସିଂହପୁର ନିର୍ବାଚନ ମଣ୍ଡଳୀରେ ୩୦୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ୦୫ ଟି ପ୍ରକଳ୍ପ ଅନୁମୋଦନ ପରେ ଆଜି ବଡ଼ମ୍ବା ବ୍ଳକ ସମ୍ମିଳନୀ କକ୍ଷରେ ଆଭାସି କାର୍ଯ୍ୟକ୍ରମ ଆୟୋଜିତ କରି ଆନୁଷ୍ଠାନିକ ଭାବେ ଶୁଭ ଶିଳାନ୍ୟାସ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି କାର୍ଯ୍ୟକ୍ରମରେ ବିଧାୟକ ବିଜୟ ଦଳବେହେରା, ଆଠଗଡ଼ ଉପ-ଜିଲ୍ଲାପାଳ, ବଡ଼ମ୍ବା ବ୍ଳକ ଅଧ୍ୟକ୍ଷ, ଉଭୟ ବ୍ଳକର ବିଡ଼ିଓ, ବଡ଼ମ୍ବା ବ୍ଳକ ତଥା ରାସ୍ତା ଓ କୋଠାବାଡ଼ି ନିର୍ମାଣ ବିଭାଗର ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ

12/01/2026

ଆଜି ପବିତ୍ର ଶୁଭ ସୋମବାର ବାବା ଧବଳେଶ୍ଵରଙ୍କ ଦିବ୍ୟ ଆଳତୀ ଦର୍ଶନ କରନ୍ତୁ

11/01/2026

ରାଉରକେଲା ବିମାନ ଦୁର୍ଘଟଣା ନେଇ ପରିବହନ ସଚିବ ଉଷା ପାଢ଼ୀଙ୍କ ପ୍ରତିକ୍ରିୟା । କହିଲେ ସମସ୍ତ ପ୍ରକାର ବ୍ୟବସ୍ଥା ଉପରେ ନଜର ରଖିଛନ୍ତି ମୁଖ୍ୟମନ୍ତ୍ରୀ । ଆହତ ବ୍ୟକ୍ତିମାନଙ୍କୁ ସମସ୍ତ ସୁବିଧା ଯୋଗାଇ ଦିଆଯାଇଛି Part 12

ଆର୍ଥିକ ଅନଗ୍ରସର ଲୋକମାନଙ୍କ ପିଲାଙ୍କ ପାଇଁ ସମସ୍ତ ପ୍ରାଇଭେଟ୍ ସ୍କୁଲରେ ମାଗଣା ଶିକ୍ଷା ପାଇଁ ନୋଟିସ ବାହାରିଲା, ଆପଣ ଯଦି ରାସନ୍ କାର୍ଡ ଧାରୀ...
11/01/2026

ଆର୍ଥିକ ଅନଗ୍ରସର ଲୋକମାନଙ୍କ ପିଲାଙ୍କ ପାଇଁ ସମସ୍ତ ପ୍ରାଇଭେଟ୍ ସ୍କୁଲରେ ମାଗଣା ଶିକ୍ଷା ପାଇଁ ନୋଟିସ ବାହାରିଲା, ଆପଣ ଯଦି ରାସନ୍ କାର୍ଡ ଧାରୀ କିମ୍ବା EWS certificate ଥାଏ ତାହାହେଲେ ଆପଣଙ୍କ ପିଲାକୁ ନିଜ ଅଞ୍ଚଳରେ ପ୍ରାଇଭେଟ୍ ସ୍କୁଲରେ ମାଗଣାରେ ପାଠ ପଢ଼ାଇ ପାରିବେ, କିଛି ଅସୁବିଧା ହେଲେ ଓଡ଼ିଶା ଅଭିଭାବକ ମହାସଂଘକୁ ଯୋଗାଯୋଗ କରିପାରିବେ,9178989888

10/01/2026

ଆଜି ପବିତ୍ର ଶୁଭ ଶନିବାର ବାବା ଧବଳେଶ୍ଵରଙ୍କ ଦିବ୍ୟ ଦର୍ଶନ କରନ୍ତୁ

02/01/2026

ନରସିଂହପୁର ତହସିଲରେ ନୂତନ ତହସିଲଦାର ଭାବେ ଦାୟିତ୍ଵ ଗ୍ରହଣ କଲେ ନବ ନିଯୁକ୍ତ ଓଏଏସ ଅମ୍ରିତା ସାହୁ

02/01/2026

ଆଜି ପୌଷମାସ ଶୁକ୍ଳ ପକ୍ଷ ଶିବ ଚତୁର୍ଦ୍ଦଶୀରେ ବାବା ଧବଳେଶ୍ଵରଙ୍କ ଦିବ୍ୟ ଆଳତୀ ଦର୍ଶନ କରନ୍ତୁ

01/01/2026
01/01/2026

ଆଜି ପବିତ୍ର ୨୦୨୬ ନବ ବର୍ଷରେ ଦର୍ଶନ କରନ୍ତୁ ବାବା ଧବଳେଶ୍ଵରଙ୍କ ଦିବ୍ୟ ଆଳତୀ

31/12/2025

ଆଜି ବୁଧବାର ବାବା ଧବଳେଶ୍ଵରଙ୍କ ଦିବ୍ୟ ଆଳତୀ ଦର୍ଶନ କରନ୍ତୁ

Address

Badamba, Cuttack
Odisha
754031

Telephone

+919778930154

Website

https://gadajatnews.blogspot.com/

Alerts

Be the first to know and let us send you an email when Gadajat News posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Gadajat News:

Share