Gadajat News

Gadajat News When You See a People Without a Smile Give Them Yours

31/05/2026

#ନରସିଂହପୁର_ଖବର -- ବ୍ଳକ ବିଜେଡ଼ି ପ୍ରେସମିଟରେ ବଡ଼ମ୍ବା #ବିଧାୟକ_ବିଜୟ_ଦଳବେହେରାଙ୍କୁ ପରୋକ୍ଷରେ ପ୍ରଶ୍ନ କଲେ ଦଳୀୟ ଉପ-ସଭାପତି, ତଥା ପୂର୍ବତନ ବିଧାୟକ #ଦେବୀ_ମିଶ୍ର

 #ମନମୁଖି_ଶାସନରେ_ଅଣନିଃଶ୍ବାସୀ_ଆମ_କୋଲେଶ୍ବର_ଗ୍ରାମ_ପଞ୍ଚାୟତ କାହା କାମରେ ଆସିବ ଗ୍ରାମ ପଞ୍ଚାୟତ ସୁବିଧା କେନ୍ଦ୍ର ! କେଉଁ ସ୍ୱାର୍ଥରେ ନିର୍...
30/05/2026

#ମନମୁଖି_ଶାସନରେ_ଅଣନିଃଶ୍ବାସୀ_ଆମ_କୋଲେଶ୍ବର_ଗ୍ରାମ_ପଞ୍ଚାୟତ
କାହା କାମରେ ଆସିବ ଗ୍ରାମ ପଞ୍ଚାୟତ ସୁବିଧା କେନ୍ଦ୍ର ! କେଉଁ ସ୍ୱାର୍ଥରେ ନିର୍ମାଣ ହେଲା ଖୋଲା ପେଣ୍ଡାଲ୍ !! ସୁନ୍ଦର ଭାବେ ନିର୍ମାଣ ହୋଇଥିବା ପଞ୍ଚାୟତ କାର୍ଯ୍ୟାଳୟକୁ କାହିଁକି କରାଗଲା ବେସୁନ୍ଦର !! ଯାହା ଆବଶ୍ୟକ ତାହା ସଠିକ୍ ଢ଼ଙ୍ଗରେ ହୋଇ ପାରୁନାହିଁ । ଯାହା ଅନାବଶ୍ୟକ ଏବଂ ସାଧାରଣ ଲୋକଙ୍କ ଦୃଷ୍ଟି ଆଢ଼ୁଆଳରେ ମୋଟା ଅଙ୍କର ଲାଭକାରୀ ହେବ ସେହି କାର୍ଯ୍ୟକୁ ସର୍ବାଗ୍ରେ ଗୁରୁତ୍ଵ ଦେଇ ଚାଲିଛି ମନଇଛା ହରିଲୁଟ୍ । ଅବଶ୍ୟ ଏକଚାଟିଆ ଶାସନର ଅନ୍ତ ସମୟ ପାଖେଇ ଆସିଲାଣି । ତଥାପି ମାତ୍ରାଧିକ ସରକାରୀ ଅର୍ଥ ଆତ୍ମସାତ ଓ ଅପବ୍ୟବହାର ଦେଖି ହତବାକ୍ ଜନ ସାଧାରଣ । ଗହିରୀଆ ବିଲ ମଝିରେ ଥିବା ବଡବାରେଣା ସାନ ପୋଖରୀକୁ ଆଦର୍ଶ ପୋଖରୀରେ ସାମିଲ କରିବା ହେଉ କି ଦଶ ଲକ୍ଷ ଟଙ୍କାରେ ସ୍କୁଲ ପାଇଖାନା ନିର୍ମାଣ କିମ୍ବା ଆବର୍ଜନା କୁଣ୍ଡ ହେଉ ସବୁ ଯେମିତି ସରକାରକା ମାଲ୍ ଦରିଆ ମେଁ ଡାଲ୍ ନୀତିରେ କେବଳ ନ୍ୟସ୍ତ ସ୍ୱାର୍ଥ ସାଧନ ଉଦ୍ଦେଶ୍ୟରେ କରାଯାଇଛି ନିର୍ମାଣ କାର୍ଯ୍ୟ । ପ୍ରଚାର ସର୍ବସ୍ବ ଲୋକଙ୍କ ସରକାର କରିବେ କି ନିରପେକ୍ଷ ତଦନ୍ତ, ସରକାରୀ ଅର୍ଥ ଆତ୍ମସାତ ଓ ଅପବ୍ୟବହାର କରିଥିବା ନେତାଙ୍କ ଉପରେ ନେବେ କି ଦୃଢ଼ କାର୍ଯ୍ୟାନୁଷ୍ଠାନ

29/05/2026

#ବୁଲିଲା_ବୁଲଡୋଜର୍ !! #ହଟିଲା_ଦୀର୍ଘ_ଦିନର_ଜବରଦଖଲ !!
କଟକ ଜିଲ୍ଲା ବଡ଼ମ୍ବା ବ୍ଳକ ନିଜିଗଡ ପଞ୍ଚାୟତରେ କିଛି ମୁଷ୍ଟିମେୟ ପ୍ରଭାବଶାଳୀ ବ୍ୟକ୍ତି ମୋହନ ସୁବୁଦ୍ଧି କଲେଜ ଖେଳ ପଡ଼ିଆ/କଚେରୀ ପଡ଼ିଆ ଏବଂ ଫରେଷ୍ଟ ରେଞ୍ଜ ଅଫିସ ରାସ୍ତାକୁ ଦୀର୍ଘ ବର୍ଷ ଧରି ଜବରଦଖଲ କରି କୋଠାବାଡ଼ି ନିର୍ମାଣ କରିଥିଲେ । ବଡ଼ମ୍ବା ବିଧାୟକଙ୍କ ପ୍ରଚେଷ୍ଟାରେ ଆଜି ବଡ଼ମ୍ବା ତହସିଲ ପ୍ରଶାସନ ସ୍ଥାନୀୟ ପୋଲିସ ସହାୟତାରେ ବୁଲଡୋଜର୍ ଲଗାଉ ଉକ୍ତ ଜବରଦଖଲ ଉଚ୍ଛେଦ କରିଛନ୍ତି । କିଛି ଦିନ ତଳେ ସୁନାପାଳ ଛକରୁ ଜବରଦଖଲ ଉଚ୍ଛେଦ କରାଯାଇଥିବା ବେଳେ ଆଗକୁ ଏହି ଉଚ୍ଛେଦ ପ୍ରକ୍ରିୟା ଜାରି ରହିବ ବୋଲି କୁହାଯାଉଛି

 #ଦୁର୍ନୀତିରୁ_ଉର୍ଦ୍ଧ୍ବରେ_ନାହନ୍ତି_ବିଚାରପତି_କି_ବିଚାରବିଭାଗବିଚାରପତି ମାନଙ୍କ ବିରୁଦ୍ଧରେ ହୋଇଥିବା ଅଭିଯୋଗ ସଂଖ୍ୟା  l ଦୁର୍ନୀତି , ଭ୍ରଷ...
29/05/2026

#ଦୁର୍ନୀତିରୁ_ଉର୍ଦ୍ଧ୍ବରେ_ନାହନ୍ତି_ବିଚାରପତି_କି_ବିଚାରବିଭାଗ
ବିଚାରପତି ମାନଙ୍କ ବିରୁଦ୍ଧରେ ହୋଇଥିବା ଅଭିଯୋଗ ସଂଖ୍ୟା l ଦୁର୍ନୀତି , ଭ୍ରଷ୍ଟାଚାରରେ ଭାରତବର୍ଷର ସବୁ ସିଷ୍ଟମ ବୁଡ଼ି ରହିଛି l ଏବେ ଦେଶର ଯୁବ ସମାଜ ପରିବର୍ତ୍ତନ ମୁହାଁ

ବିଜେପି ସରକାରରେ ଏମିତି ଆସେ  #ଆଛୈ_ଦିନ୍. ??ହୁ ହୁ ହୋଇ ବଢୁଛି ୠଣ ଭାର , ମାସ ମାସ ଧରି ମିଳୁନି ବାର୍ଦ୍ଧକ୍ୟ ଭତ୍ତା  !!!!ପେଟ୍ରୋଲ ଡିଜେଲ୍ ...
28/05/2026

ବିଜେପି ସରକାରରେ ଏମିତି ଆସେ #ଆଛୈ_ଦିନ୍. ??
ହୁ ହୁ ହୋଇ ବଢୁଛି ୠଣ ଭାର , ମାସ ମାସ ଧରି ମିଳୁନି ବାର୍ଦ୍ଧକ୍ୟ ଭତ୍ତା !!!!
ପେଟ୍ରୋଲ ଡିଜେଲ୍ ଗ୍ୟାସ ଆଦି ସବୁ ପ୍ରକାର ଜିନିଷର ଦର ଆକାଶଛୁଆଁ !!!!
ତଥାପି ଆମେ ନିର୍ଲଜ୍ଜତାର ସହ ଗର୍ବରେ କହିବା ମୋଦି ହୈ ବିଶ୍ବ ଗୁରୁ

 #ବେଙ୍ଗଲରେ_୦୫_ଟଙ୍କାରେ_ଭାତ_ମାଛ_ମିଲ୍‌ପଶ୍ଚିମବଙ୍ଗରେ ୦୫ ଟଙ୍କାରେ ଭାତ-ମାଛ ମିଲ୍‌ ପାଇଁ ନୂଆ ସରକାରଙ୍କ ଘୋଷଣା । ଚାରି ଶହ ସ୍ବତନ୍ତ୍ର କ୍ୟ...
26/05/2026

#ବେଙ୍ଗଲରେ_୦୫_ଟଙ୍କାରେ_ଭାତ_ମାଛ_ମିଲ୍‌
ପଶ୍ଚିମବଙ୍ଗରେ ୦୫ ଟଙ୍କାରେ ଭାତ-ମାଛ ମିଲ୍‌ ପାଇଁ ନୂଆ ସରକାରଙ୍କ ଘୋଷଣା । ଚାରି ଶହ ସ୍ବତନ୍ତ୍ର କ୍ୟାଣ୍ଟିନ ଯୋଗେ ୦୫ ଟଙ୍କିଆ ମିଲ୍‌ ଦେବାକୁ ଘୋଷଣା । ଆସନ୍ତା ୨୭ ରେ ଅନ୍ନପୂର୍ଣ୍ଣା ଯୋଜନାରେ ଯୋଗ୍ୟ ମହିଳାଙ୍କୁ ମିଳିବ ମାସିକ ୦୩ ହଜାର । ଶିକ୍ଷାନୁଷ୍ଠାନର ୦୧ କି.ମି ପରିଧିରେ #ମଦ କାଉଣ୍ଟର ରହିବନି କହିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ

ବିଜେଡି ଛାଡ଼ିଲେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ,ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ଦେବାଶିଷ । ବିଜେଡି ସୁପ୍ରିମୋ ନବୀନ ...
25/05/2026

ବିଜେଡି ଛାଡ଼ିଲେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ,ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ଦେବାଶିଷ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପଠାଇଲେ ଇସ୍ତଫା ପତ୍ର

24/05/2026

ିଂହପୁର_ଥାନା ଏବଂ #ପିସି_ଓ୍ବାର୍ଲଡ ପକ୍ଷରୁ " #ସାଇକେଲରେ_ରବିବାର" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ନରସିଂହପୁର ପିସି ୱର୍ଲଡର ପ୍ରତିଷ୍ଠାତା ରଶ୍ମିରଞ୍ଜନ ଓ ନରସିଂହପୁର ଥାନା ପକ୍ଷରୁ ଏକ ସାଇକେଲ ରାଲି ବାହାରି ନରସିଂହପୁର ଦୋଳବେଦୀ ଛକ ଦେଇ ଥାନା ନିକଟରେ ଶେଷ ହୋଇଥିଲା

' ଅସରପା ଆନ୍ଦୋଳନ '--------------------------ଉଚ୍ଚ ଆସନରେ ଆସୀନ ବ୍ୟକ୍ତିଙ୍କର ଗୋଟିଏ ଗୋଟିଏ  ଉକ୍ତି ଏହି ଭଳି ଆନ୍ଦୋଳନକୁ ଜନ୍ମଦେଇ ପାରେ...
20/05/2026

' ଅସରପା ଆନ୍ଦୋଳନ '
--------------------------
ଉଚ୍ଚ ଆସନରେ ଆସୀନ ବ୍ୟକ୍ତିଙ୍କର ଗୋଟିଏ ଗୋଟିଏ ଉକ୍ତି ଏହି ଭଳି ଆନ୍ଦୋଳନକୁ ଜନ୍ମଦେଇ ପାରେ । ' ଅସରପା ଆନ୍ଦୋଳନ ' କୌଣସି ରାଜନୈତିକ ଦଳ ନୁହେଁ । ଡିଜିଟାଲ ମିଡିଆରେ ଏହା ଵ୍ୟଵସ୍ଥା ବିରୋଧରେ ଏକ ସ୍ବର

ରାଜ୍ୟସଭା ପ୍ରାର୍ଥୀ ଘୋଷଣା କଲା ବିଜେପି । ମନମୋହନ ସାମଲ, ସୁଜିତ କୁମାରଙ୍କ ନାଁ ଘୋଷଣା । ବିଜେପି କେନ୍ଦ୍ରୀୟ କମିଟି ପକ୍ଷରୁ ଘୋଷଣା ହେଲା ନା...
03/03/2026

ରାଜ୍ୟସଭା ପ୍ରାର୍ଥୀ ଘୋଷଣା କଲା ବିଜେପି । ମନମୋହନ ସାମଲ, ସୁଜିତ କୁମାରଙ୍କ ନାଁ ଘୋଷଣା । ବିଜେପି କେନ୍ଦ୍ରୀୟ କମିଟି ପକ୍ଷରୁ ଘୋଷଣା ହେଲା ନାଁ ।

Address

Badamba, Cuttack
Odisha
754031

Alerts

Be the first to know and let us send you an email when Gadajat News posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Gadajat News:

Share